ଫୁରସତ

ଲକ୍ଷେ ୩୩ ହଜାର କିଲୋ ଚିକେନ ଚୋରାଇ ନେଇ କିଣିଲେ ଟିଭି, ଫ୍ରିଜ, ଏସି

କ୍ୱିବା: ଆର୍ଥିକ ଅସ୍ଥିରତା ଏବଂ ଖାଦ୍ୟ ଅଭାବ ସହ କ୍ୟୁବା ବର୍ତ୍ତମାନ ସଂଘର୍ଷ କରୁଛି। ଏହି ସମୟରେ ଏଠାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ୩୦ ଜଣ ଲୋକ ୧୩୩ ଟନ (୧,୩୩,୦୦୦ କିଲୋଗ୍ରାମ) ଚିକେନ ଚୋରି କରି ଏହାକୁ...

ଏହି ଟେଲିଫୋନ ବାଜିଲେ ବିଶ୍ୱ ଯୁଦ୍ଧରେ ଫୁଟୁଥିଲା ଗୁଳି, ଓ୍ବାର୍ଲଡ ଓ୍ବାରରେ ବ୍ୟବହାର କରିଥିଲେ ହିଟଲର

ଜୟପୁର: ବସ୍ତୁ ଯେତେ ପୁରୁଣା ହୁଏ, ଏହାର ମୂଲ୍ୟ ଅଧିକ ବଢେ। ଲୋକମାନେ ଏହିପରି ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ଭାବରେ ରଖନ୍ତି। ଜୟପୁରର ଏଭଳି ଅନନ୍ୟ କଳାକାର ହେଉଛନ୍ତି ବିନୟ ଶର୍ମା, ଯିଏକି ତାଙ୍କ ଜୀବନର ୪୦ ବର୍ଷ ଲଗାତାର...

ଲଭ ମ୍ୟାରେଜ ଯୋଗୁ ହେଉଛି ଅଧିକ ବିବାହ ବିଚ୍ଛେଦ!

ରାୟପୁର: ସମସ୍ତଙ୍କ ଜୀବନରେ ପାରିବାରିକ ଜୀବନର ବିଶେଷ ଗୁରୁତ୍ୱ ରହିଛି। ପାରିବାରିକ ଜୀବନରେ ଆଗକୁ ବଢିବାକୁ ହେଲେ ଜଣଙ୍କୁ ବିବାହ କରିବାକୁ ପଡିବ। ବିବାହ ହେଉଛି ଦୁଇ ଜଣଙ୍କ ମଧ୍ୟରେ ଜୀବନର ବନ୍ଧନ। ବିବାହ ପରେ ଜଣେ ପୁଅ ଏବଂ...

ସହକର୍ମୀଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ଚାଲିଗଲେ କର୍ମଚାରୀ, ୧୪୭ ଟ୍ରେନ ହେଲା ବାତିଲ…

ମୁମ୍ବାଇ,୧୧।୨ : କୁହାଯାଏ କର୍ତ୍ତବ୍ୟ ହେଉଛି କର୍ମଚାରୀଙ୍କ ପାଇଁ ସର୍ବୋତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ। ମାତ୍ର ବେଳେବେଳେ ପ୍ରଥା ପରମ୍ପରା ଆଗରେ ଏହି କର୍ତ୍ତବ୍ୟବୋଧ ତୁଛ ପାଲଟି ଯାଇଥାଏ। ଏହାର କିଛି ମୂଲ୍ୟ ରୁହେନା। ଏହା ସଦ୍ୟତମ ଉଦାହାରଣ କେନ୍ଦ୍ରୀୟ ରେଳ...

ରୁପା ହାତୁଡ଼ି, ସୁନା ନିହଣ ଫଟୋ ଶେୟାର କଲେ ଅରୁଣ ଯୋଗୀରାଜ, ଯେଉଁଥିରେ ତିଆରି ହୋଇଛି ରାମଲାଲାଙ୍କ ଐଶ୍ୱରୀୟ ଆଖି

ଅଯୋଧ୍ୟା,୧୧ା୨: ଅଯୋଧ୍ୟାରେ ଜାନୁଆରୀ ୨୨ରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଛି। ବର୍ତ୍ତମାନ ଦେଶର ବିଭିନ୍ନ ସ୍ଥାନରୁ ଲୋକମାନେ ଅଯୋଧ୍ୟାକୁ ରାମଲାଲାଙ୍କ ଦର୍ଶନ କରିବାକୁ ଆସୁଛନ୍ତି। ରାମମନ୍ଦିରରେ ପ୍ରଭୁ ରାମଙ୍କ ମୂର୍ତ୍ତିର ମହାନତା ଦେଖିବା ଯୋଗ୍ୟ । ମୂର୍ତ୍ତି ଶିଳ୍ପୀ ଅରୁଣ...

ଟ୍ରେନ୍‌ରେ ଘରକୁ ପଠାଇବେ ବାଇକ୍‌, ଜାଣନ୍ତୁ କେତେ ହେବ ଖର୍ଚ୍ଚ

ନୂଆଦିଲ୍ଲୀ,୧୧।୨: ଯେତେବେଳେ ଲୋକମାନେ ଗୋଟିଏ ସହର ଛାଡି ଅନ୍ୟ ସହରକୁ ଯାଆନ୍ତି, ସେତେବେଳେ ସେମାନେ ସେମାନଙ୍କର ସବୁ ଜିନିଷ ସହିତ ନିଜର ସ୍କୁଟି କିମ୍ବା ବାଇକ୍‌ ମଧ୍ୟ ସିଫ୍ଟ କରିଥା’ନ୍ତ। ଏଥିପାଇଁ ଲୋକଙ୍କୁ ଗାଡି ବୁକ୍‌ କରି କିମ୍ବା ବହୁ...

କିଏ ଗ୍ରାଜୁଏଟ ତ କିଏ ଅଧାରୁ ଛାଡିଛନ୍ତି ପାଠ, ଜାଣନ୍ତୁ କେତେ ପଢିଛନ୍ତି ବିଶ୍ୱର ଟପ୍‌ ୧୦ ଧନୀ

ନୂଆଦିଲ୍ଲୀ,୧୧।୨: ଜୀବନରେ ଶିକ୍ଷାର ମହତ୍ତ୍ୱ କେତେ ଜରୁରୀ ସେ ସମ୍ପର୍କରେ ସମସ୍ତେ ଜାଣନ୍ତି। ସମସ୍ତେ ଶିକ୍ଷା ମାଧ୍ୟମରେ ଅମାପ ଧନ ଏବଂ ଖ୍ୟାତି ଅର୍ଜନ କରିବାକୁ ଚାହାନ୍ତି। କିନ୍ତୁ ଦୁନିଆରେ ଏପରି ଅନେକ ଲୋକ ଅଛନ୍ତି ଯାହାଙ୍କର ସ୍ବଳ୍ପ ଶିକ୍ଷାଗତ...

ଏହି ଦେଶରେ ରୁହନ୍ତି ସବୁଠୁ ସୁନ୍ଦରୀ ଯୁବତୀ

ବାସ୍ତବରେ ସବୁଠାରୁ ସୁନ୍ଦରୀ ଯୁବତୀମାନଙ୍କ ବିଷୟରେ କୌଣସି ମନ୍ତବ୍ୟ ଦିଆଯାଇପାରିବ ନାହିଁ। କାରଣ ପ୍ରତ୍ୟେକ ଯୁବତୀ ନିଜ ନିଜ ଷ୍ଟାଇଲ୍‌ରେ ସୁନ୍ଦର ଅଟନ୍ତି। ଏହା ସତ୍ତ୍ୱେ ଦୁନିଆରେ କିଛି ଦେଶ ଅଛି, ଯେଉଁଠାରେ ଯୁବତୀମାନେ ସେମାନଙ୍କର ବିଭିନ୍ନ ପ୍ରକାରର ସୌନ୍ଦର୍ଯ୍ୟ...

ଶିଶୁକୁ ଶୁଆଇବା ପରିବର୍ତ୍ତେ ଭୁଲ୍‌ରେ ମାଇକ୍ରୋ ଓଭାନରେ ରଖିଦେଲେ ମା’, ଆଉ ତା’ ପରେ…

ଓ୍ବାଶିଂଟନ,୧୧ା୨: ଆଜିକାଲି ଦେଶ ତଥା ବିଶ୍ୱର ଅନେକ ସ୍ଥାନରେ ଏମିତି କିଛି ଘଟଣା ଘଟୁଛି ଯାହା ଅଜବ ଏବଂ ଚକିତ କରିଦେଉଛି। ଆମେରିକାର ମିଜୁରୀରେ ମଧ୍ୟ ଏହିପରି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ମା’ ହଠାତ୍‌ ନିଜ...

ଫ୍ଲାଇଟରେ ଯାତ୍ରା ସମୟରେ ରକ୍ତବାନ୍ତି କଲେ ଯାତ୍ରୀ, ଚାଲିଗଲା ଜୀବନ

ବ୍ୟାଙ୍ଗକକ୍‌,୧୧।୨: ଥାଇଲାଣ୍ଡରୁ ଜର୍ମାନୀ ଯାଉଥିବା ଲୁଫଥାନ୍ସ ଫ୍ଲାଇଟ୍‌ରେ ଏକ ହୃଦୟବିଦାରକ ଘଟଣା ଘଟିଯାଇଛି। ଯାତ୍ରା କରିବା ସମୟରେ ଫ୍ଲାଇଟ ଭିତରେ ହିଁ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଲଗାତାର ରକ୍ତବାନ୍ତି କରି ଫ୍ଲାଇଟ ଭିତରେ ହିଁ ତାଙ୍କର ଜୀବନ ଚାଲିଯାଇଛି।...

ହୃଦୟର ଆକାର କାହିଁକି ଏମିତିଆ? କେବେଠୁ କରାଯାଉଛି ବ୍ୟବହାର…

କିଛି ଗବେଷଣା ଦାବି କରେ ଯେ, ପୂର୍ବେ ଯେବେ ଯୁବତୀ ଯୁବକ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖୁଥିଲେ ଗର୍ଭଧାରଣ ଅଟକାଇବା ଲାଗି ଯୁବକମାନେ ଯୁବତୀଙ୍କୁ ସିଲିଫିୟମ ଗଛର ବିଜ ଦେଉଥିଲେ। ଯାହାର ଆକାର ଆଜିକାର ହାର୍ଟ ଶେପ୍‌ ପରି।...

‘ଆଇ ପ୍ରମିଜ୍‌ ଟୁ ବି ଓ୍ବିଥ୍‌ ୟୁ’…

ଭୁବନେଶ୍ୱର, ୧୧। ୨(ବନ୍ଦନା ସେଠୀ)‘ଆଇ ପ୍ରମିଜ୍‌ ଟୁ ବି ଓ୍ବିଥ୍‌ ୟୁ ଫର୍‌ ଲାଇଫ୍‌ଟାଇମ୍‌, ମାଇଁ ଲଭ୍‌’…। ପ୍ରେମ ସପ୍ତାହର ପଞ୍ଚମ ଦିନ ଅର୍ଥାତ୍‌ ରବିବାର ଏଭଳି କିଛି ପ୍ରତିଶ୍ରୁତି ଦିଆନିଆ କରିବେ ପ୍ରେମୀଯୁଗଳ। ସମ୍ପର୍କ ସେତେବେଳେ ତିଷ୍ଠି ରହେ,...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri