ଫୁରସତ

ବଦନାମ ପାଇଁ ବଦଳାଯିବ ଏହି ଗାଁର ନାଁ

ଯଦି ଆପଣଙ୍କ ଗାଁ କିମ୍ବା ସହରର ନାଁ କୌଣସି ଆପତ୍ତିଜନକ ଶବ୍ଦରେ ହୋଇଥିବ ତେବେ ଏହାର ନାଁ କହିବାକୁ ନିଶ୍ଚିତ ଲାଜ ଲାଗିବ। ଅଷ୍ଟ୍ରିଆରେ ଏମିତି ଏକ ଗାଁ ଅଛି। ଯାହାର ନାଁ ନେବାକୁ ଲୋକେ ଉଚିତ୍‌ ମନେ କରନ୍ତି...

ଗୋଟିଏ ବର୍ଷରେ ୨୩ ସନ୍ତାନର ପିତା ହେଲେ ଯୁବକ

ଜଣେ ଯୁବକ ଗୋଟିଏ ବର୍ଷରେ ୨୩ ସନ୍ତାନର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆରେ ରହୁଥିବା ଆଲାନ ଫାନ ନାମକ ଯୁବକ ଶୁକ୍ରାଣୁ ଦାନ ପାଇଁ ନିଜ ଦେଶରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି। ପ୍ରଥମେ ସେ ନିଜ...

ହନିମୁନ ଯିବା ପାଇଁ ଲୋକଙ୍କୁ ଏମିତି ଠକିଲେ ଯୁବତୀ

ସ୍ବପ୍ନର ବିବାହ କରିବା ପାଇଁ ଜଣେ ଯୁବତୀ ଏମିତି ନାଟକ କରିଛନ୍ତି ଯାହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ଗୁରୁତର କ୍ୟାନସର୍‌ ହୋଇଥିବା କହି ବନ୍ଧୁଙ୍କଠାରୁ ପ୍ରାୟ ୮ ଲକ୍ଷ ୩୬ ହଜାର ଟଙ୍କା ନେଇ ଚମ୍ପଟ ମାରିଥିଲେ...

ବଜାରରେ ବଢୁଛି କଳା କୁକୁଡ଼ାର ଚାହିଦା, ରାଜଧାନୀରେ କିଲୋ ପ୍ରତି ବିକ୍ରି ହେଉଛି…

ଭୋପାଳ,୨୯ା୧୧: ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ରେ ମିଳୁଥିବା ଚିକେନ୍‌ର ଏକ ବିଶେଷ ପ୍ରଜାତିର ନାଁ କଡ଼କନାଥ। ବର୍ତ୍ତମାନ ବଜାରରେ ଏହାର ଚାହିଦା ବୃଦ୍ଧି ପାଇଛି। ମଧ୍ୟପ୍ରଦେଶର ଆଦିବାସୀ ବାହୁଲ ଜାବୁଆ ଜିଲାରେ ମିଳୁଥିବା ଏହା ଏକ ନିଆରା କଳା ରଙ୍ଗର କୁକୁଡ଼ା।...

ବେରୁଟ୍‌ ବିସ୍ଫୋରଣରେ ପ୍ରାଣ ହରାଇଥିବା କୁନିକୁନି ପିଲାଙ୍କ ସ୍ମୃତିରେ କଣ୍ଢେଇ ତିଆରି କଲେ ଏହି ବୃଦ୍ଧା, ଫଟୋ ଭାଇରାଲ

ବେରୁଟ୍‌,୨୯ା୧୧: ଲେବାନନର ରାଜଧାନୀ ବେରୁଟ ପାଇଁ ଗତ ଅଗଷ୍ଟ ୪ ସବୁଠୁ ଦୁଃଖଦାୟକ ଥିଲା। କାରଣ ଏହି ଦିନ ସେଠାରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଥିଲା। ଚାରିଆଡ଼େ ଧ୍ୱଂସ ବିଧ୍ୱଂସ ହୋଇଯାଇଥିଲା। ଏଥିରେ ଶହ ଶହ ଲୋକ ପ୍ରାଣ ହରାଇଥିଲେ।...

ଭାଗ୍ୟ ବଦଳାଇଦେଲା ବାତ୍ୟା ‘ନିଭାର’: ସମୁଦ୍ର କୂଳରୁ ସୁନା ଖୋଜୁଛନ୍ତି ଗ୍ରାମବାସୀ

ହାଇଦ୍ରାବାଦ,୨୯ା୧୧: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ଗତ ଗୁରୁବାର ଏକ ବାତ୍ୟା ‘ନିଭାର’ ତାଣ୍ଡବ ରଚିଥିଲା। ତେବେ ଏହି ଝଡ଼ କମିଯିବା ପରେ ସ୍ଥାନୀୟ ଲୋକେ ସୁନା ଖୋଜିବାରେ ଲାଗିପଡ଼ିଛନ୍ତି। ଶନିବାର କିଛି ଲୋକ ସୁନା ଖୋଜିବା ପାଇଁ ପୂର୍ବ...

ସୋମବାର ବର୍ଷର ଶେଷ ଚନ୍ଦ୍ରଗ୍ରହଣ: ସୌଭାଗ୍ୟ ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ…

ନୂଆଦିଲ୍ଲୀ,୨୯।୧୧: ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ ନଭେମ୍ବର ୩୦ ସୋମବାର କାର୍ତ୍ତିକ ପୂର୍ଣ୍ଣିମାରେ ହେବାକୁ ଯାଉଛି। ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ। ଭାରତରେ ଏହା ଦେଖାଯିବ ନାହିଁ। ତେବେ ଉପଛାୟା ଗ୍ରହଣ ଯୋଗୁ କୌଣସି ସୂତକ ପାଳନ କରାଯିବ ନାହିଁ।...

ସଫେଇ କର୍ମଚାରୀଙ୍କ ସହ ଥିଲା ପୁତିନଙ୍କ ସମ୍ପର୍କ!

ମସ୍କୋ,୨୯ ।୧୧: ରୁଷିଆ ଗଣମାଧ୍ୟମ ପ୍ରୋଏକେଟର ଏକ ରିପୋର୍ଟ ଅନୁଯାୟୀ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କର ଜଣେ ମହିଳା ସଫେଇ କର୍ମଚାରୀଙ୍କ ସହ ସମ୍ପର୍କ ଥିଲା । ଆଉ ଏବେ ସେହି ମହିଳା ୭ଶହ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ମାଲିକାଣି...

ଗୋବର ଯୁଦ୍ଧ

କର୍ନାଟକ ଓ ତାମିଲନାଡୁ ସୀମାର ଏକ ଛୋଟିଆ ଗାଁ ହେଉଛି ଗୁମାତାପୁର। କିନ୍ତୁ ଏବେ ଏହି ଛୋଟ ଗାଁ ସାରା ପୃଥିବୀରେ ପରିଚିତି ଲାଭ କରିଛି। କାରଣ ଦୀପାବଳିକୁ ସେମାନେ ଏକ ଭିନ୍ନ ଧରଣରେ ପାଳନ କରି ସେହିଦିନର ଅନ୍ତ...

ଆମାଜନ ରହସ୍ୟ ‘ଥର୍ମାଲ ରିଭର’

ଲିମା: ପୃଥିବୀର ଏକ ଅବୁଝା ରହସ୍ୟ ଆମାଜନ ଜଙ୍ଗଲ। ହଜାର ହଜାର ଏକର ଜମିରେ ପରିବ୍ୟାପ୍ତ ଏହି ଘଞ୍ଚ ଜଙ୍ଗଲର ଅନେକ ଅଂଶ ଆଜି ବି ଅପହଞ୍ଚ ହୋଇ ରହିଛି। ୯ ଦେଶର ସୀମା ସହିତ ଜଡ଼ିତ ବିଶାଳ ଆମାଜନ...

ୟୁଟ୍ୟୁବରୁ ଠେକୁଆ ପାଳନ ସମ୍ପର୍କରେ ଭିଡ଼ିଓ ଦେଖି ସୃଷ୍ଟି କରିପାରିଛନ୍ତି ନିଆରା ପରିଚୟ

ୟୁଟ୍ୟୁବରୁ ଠେକୁଆ ପାଳନ ସମ୍ପର୍କରେ ଏକ ଭିଡ଼ିଓ ଦେଖିବାକୁ ପାଇ ଏବେ ସେ ଜଣେ ସଫଳ ଠେକୁଆ ପାଳକ ଭାବେ ଭଲ ରୋଜଗାର କରିବା ସହିତ ନିଜର ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି… ରୋଜଗାର ପନ୍ଥା ଯାହାବି ହେଉ ଦୃଢ଼ମନୋବଳ...

ଦେବଭୂମି ଉତ୍ତରାଖଣ୍ଡ

ଉତ୍ତରାଖଣ୍ଡ ଭାରତର ଏକ ସୁନ୍ଦର ରାଜ୍ୟ, ଯାହା ଦେବଭୂମି ବା ଦେବତାଙ୍କ ଭୂମି ଭାବେ ବେଶ୍‌ ପ୍ରସିଦ୍ଧି ଲାଭ କରିଛି। ପର୍ଯ୍ୟଟକଙ୍କ ଦେଖିବା ନିମନ୍ତେ ଏଠାରେ ରହିଛି ଅନେକ ଧାର୍ମିକପୀଠ, ଶୈଳନିବାସ, ବନ୍ୟପ୍ରାଣୀ ଅଭୟାରଣ୍ୟ ଇତ୍ୟାଦି। ପର୍ଯ୍ୟଟନ ବ୍ୟତୀତ ବହୁ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri