ଜାଣନ୍ତି କି ଇଭିଏମ୍ରେ ଦେଉଥିବା ଭୋଟ୍ କେତେଦିନ ପର୍ଯ୍ୟନ୍ତ ରହେ ସୁରକ୍ଷିତ
ଆଜିକାଲି ସହଜ ଏବଂ ସୁବିଧା ପାଇଁ ନାଗରିକମାନେ ଇଭିଏମ୍ରେ ଭୋଟ୍ ଦେଉଛନ୍ତି। ତେବେ ଜାଣନ୍ତି କି ଏହି ଭୋଟ୍ କେତେଦିନ ପର୍ଯ୍ୟନ୍ତ ଇଭିଏମ୍ରେ ସୁରକ୍ଷିତ ରହିଥାଏ। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ… ଏହି ଇଭିଏମ୍ରେ ଦୁଇଟି ୟୁନିଟ୍...
ମାତୃତ୍ୱ କେତେ ନିରାପଦ
ମାତୃତ୍ୱ ପ୍ରଭୁଙ୍କର ଶ୍ରେଷ୍ଠତମ ଓ ସୁନ୍ଦରତମ ସୃଷ୍ଟି। ତ୍ୟାଗ ଓ ତିତିକ୍ଷାର ମନ୍ତ୍ରରେ ନାରୀଟିଏ ଅଭିମନ୍ତ୍ରିତା ହୋଇ ମାତୃତ୍ୱର ସୋପାନ ଆରୋହଣ କରିଥାଏ। ତେବେ ମାତୃତ୍ୱର ଏହି ପଥ ସବୁବେଳେ ନିରାପଦ ନୁହେଁ। ଏହା କେତେବେଳେ ସମତଳ ତ’ କେତେବେଳେ...
ନୋଟାରେ ଅଧିକ ଭୋଟ୍ ପଡିଲେ କ’ଣ ହୁଏ? ବିଜୟୀ ଘୋଷଣା ହୁଅନ୍ତି ଏହି ପ୍ରାର୍ଥୀ
ନୂଆଦିଲ୍ଲୀ,୧୦।୪:ଏପ୍ରିଲ ୧୮ରୁ ଦେଶରେ ଆରମ୍ଭ ହେଉଛି ନିର୍ବାଚନ। ଏହାସହ ସବୁ ଦଳ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ପ୍ରାୟ ଅଧାରୁ ଅଧିକ ନିଜ ନିଜେର ପ୍ରାର୍ଥୀ ଘୋଷଣା କରି ସାରିଲେଣି ସବୁ ଦଳ। ଏତିକିବେଳେ ଜନତା ଜନାର୍ଦ୍ଦନ ମଧ୍ୟ କାହାକୁ...
ଗବେଷଣାକୁ ପ୍ରୋତ୍ସାହନରେ ଦକ୍ଷତାର ବିକାଶ
ପ୍ରତିବର୍ଷ ଏପ୍ରିଲ ୧୦ ତାରିଖକୁ ‘ବିଶ୍ୱ ହୋମିଓପ୍ୟାଥି ଦିବସ’ ଭାବରେ ପାଳନ କରାଯାଇଥାଏ। ହୋମିଓପ୍ୟାଥି ଚିକିତ୍ସାର ଜନକ ଡା. ସାମୁଏଲ ହ୍ୟାନିମାନଙ୍କ ଜନ୍ମଦିନକୁ ଏଭଳି ଦିନ ଭାବରେ ପାଳନ କରାଯାଉଛି। ଚଳିତବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି- ‘ଗବେଷଣାକୁ ପ୍ରୋତ୍ସାହନ...
ଯେବେ ନିର୍ବାଚନ ଲଢିଥିଲା ଏକ ପକ୍ଷୀ, ଭୋଟ୍ ପାଇଥିଲା ଲକ୍ଷେରୁ ଅଧିକ, ସମସ୍ତେ ତାଜୁବ
ନୂଆଦିଲ୍ଲୀ,୯।୪: ଭାରତରେ ଏପ୍ରିଲ ୧୯ରୁ ଲୋକ ସଭା ନିର୍ବାଚନ ଆରମ୍ଭ ହେବାକୁ ଯାଉଛି। ନିର୍ବାଚନରେ ପୁରୁଷ କିମ୍ବା ମହିଳା ପ୍ରାର୍ଥୀ ହେଉଥିବାର ଆପଣ ନିଶ୍ଚିତ ଭାବରେ ଦେଖିଥିବେ। କେବେ ପଶୁ-ପକ୍ଷୀ ନିର୍ବାଚନ ଲଢୁଥିବା ଦେଖିଛନ୍ତି। ଶୁଣି ଆଶ୍ଚର୍ଯ୍ୟ ଲାଗୁଥିଲେ ବି...
୧୦୦ ଟଙ୍କିଆ ନୋଟ୍ରେ କାଫେର ବିଜ୍ଞାପନ
ନୂଆଦିଲ୍ଲୀ: ରାସ୍ତାରେ ଟଙ୍କା ପଡ଼ିଥିବାର ଦେଖି, କୌଣସି ମଧ୍ୟ ବ୍ୟକ୍ତି ଏହାକୁ ଅତି ସହଜରେ ଅଣଦେଖା କରିପାରନ୍ତିନି ଏବଂ ଯଦି ଏହା ୧୦୦ ଟଙ୍କିଆ ନୋଟ ହୋଇଥାଏ ତେବେ ଯେ କେହିବି ଏହି ଟଙ୍କାକୁ ଉଠାଇବାକୁ ଚେଷ୍ଟା କରିଥାନ୍ତି। ମଣିଷର ଏହି...
ଆଲେକ୍ସା ବ୍ୟବହାର କରି ଭଉଣୀ ଜୀବନ ବଞ୍ଚାଇଥିବା ଝିଅଙ୍କୁ ଚାକିରି ଅଫର୍ ଦେଲେ ଆନନ୍ଦ ମହିନ୍ଦ୍ରା
ନୂଆଦିଲ୍ଲୀ,୭।୩: ମହିନ୍ଦ୍ରା ଗ୍ରୁପ୍ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପ୍ରାୟତଃ ସକ୍ରିୟ ଥାନ୍ତି। ସେ ଅନେକ ସମୟରେ ବିଭିନ୍ନ ପ୍ରସଙ୍ଗରେ ପୋଷ୍ଟ ଷେୟାର୍ କରନ୍ତି ଏବଂ ଲୋକଙ୍କ ସହିତ ମଧ୍ୟ ଯୋଡି ହୋଇ ରୁହନ୍ତି। କେବଳ...
ଚାଓମିନ୍ ଖାଇବାକୁ ପସନ୍ଦ କି? ଖାଇବା ପୂର୍ବରୁ ଦେଖନ୍ତୁ ଏହି ଭିଡିଓ
ଆଜିକାଲି ଯୁବପିଢି ଚାଇନିଜ୍ ଖାଦ୍ୟ ଖାଇବାକୁ ମନ ବଳାଉଛନ୍ତି। ଚାଇନିଜ୍ ଖାଦ୍ୟ ମଧ୍ୟରେ ଚାଓମିନ୍ ସର୍ବପ୍ରଥମେ ଆସେ। ଏହାକୁ ଖାଇବାକୁ ପିଲା ଠାରୁ ଯୁବ ପର୍ଯ୍ୟନ୍ତ ସମସ୍ତେ ଭଲ ପାଆନ୍ତି। ନିକଟରେ ଏକ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ...
ହରିରାଜପୁର ଦୋଳ ମେଳଣ
ଓଡ଼ିଶା ଦୋଳମେଳଣ ଇତିହାସରେ ପୁରୀ ଜିଲା ଡେଲାଙ୍ଗ ବ୍ଲକ ଅଧୀନ ହରିରାଜପୁର ପଞ୍ଚଦୋଳ ମେଳଣର ଆକର୍ଷଣୀୟ ଆତସବାଜି ପାଇଁ ସ୍ବତନ୍ତ୍ର ପରିଚୟ ରହିଛି। ମେଳଣର ସ୍ଥାନାଧିପତି ଶ୍ରୀ ଶ୍ରୀ ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କ ନିକଟରେ ଶ୍ରଦ୍ଧାଳୁମାନେ ମାନସିକ ପୂରଣ ନିମନ୍ତେ...
ପ୍ରଥମ ରୋଜଗାର ଥିଲା ୮୦ ଟଙ୍କା: ଶିକ୍ଷାବିତ୍ ଗୋପୀନାଥ ଦାଶ
ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ କୁଶଡିହ ଗାଁରେ ମୋ ଜନ୍ମ। ଘରର ବଡ଼ ପୁଅ ହୋଇଥିବାରୁ ବହୁତ ଗେହ୍ଲାରେ ବଢୁଥିଲି। ହେଲେ ୧୯୮୫ ମସିହାରେ ହଠାତ୍ ସବୁକିଛି ବଦଳିଗଲା। ମୋ ନାବାଳକ ମଥାରେ ସମଗ୍ର ସଂସାରର ବୋଝ...
ଦ୍ୱିତୀୟ ଈଶ୍ୱର
ମଣିଷ ମୃତ୍ୟୁ ସହ ଯୁଝୁଥିବା ସମୟରେ ଯିଏ ତାଙ୍କୁ ମୃତ୍ୟୁ ମୁହଁରୁ ଟାଣି ଆଣିବାରେ ସକ୍ଷମ ହୋଇଥାନ୍ତି ସେ ହେଉଛନ୍ତି ଡାକ୍ତର। ସେଥିପାଇଁ ତ କଥାରେ କୁହାଯାଏ, ଡାକ୍ତର ହେଉଛନ୍ତି ଦ୍ୱିତୀୟ ଈଶ୍ୱର। ରୋଗୀ ସେବା ହେଉଛି ଯାହାଙ୍କର ପରମ...
ପୃଥିବୀ ପୃଷ୍ଠକୁ କେଉଁଠୁ ଆସିଲା ଜଳ, ବୈଜ୍ଞାନିକ ପାଇଲେ ବଡ଼ ସନ୍ଧାନ…
ଏକ ଆଶ୍ଚର୍ଯ୍ୟଜନକ ଅନୁସନ୍ଧାନରେ ବୈଜ୍ଞାନିକମାନେ ପୃଥିବୀ ପୃଷ୍ଠରେ ଏକ ଗଭୀର ଜଳଭଣ୍ଡାରର ସନ୍ଧାନ ପାଇଛନ୍ତି। ଯାହା ପୃଥିବୀର ସମସ୍ତ ମହାସାଗରର ତିନିଗୁଣ ଅଟେ। ଏହି ଭୂତଳ ଜଳଭଣ୍ଡାର ଆମ ପୃଥିବୀ ପୃଷ୍ଠରୁ ପ୍ରାୟ ୭୦୦ କିଲୋମିଟର ତଳେ ରହିଛି। ଯାହା...
Archives
