ଫୁରସତ

ଅଜବ କଫିନ୍‌ର ଦେଶ

ଅନେକ ସମ୍ପ୍ରଦାୟରେ ମୃତ ବ୍ୟକ୍ତିଙ୍କୁ କଫିନ୍‌ରେ ରଖି କବର ଦିଆଯିବା ପରମ୍ପରା ରହିଛି। ଏହି କଫିନ୍‌ ବେଶ୍‌ ସାଧାରଣ ହୋଇଥାଏ। ଏହାକୁ ଦେଖିଲେ ମୃତ୍ୟୁର ଭୟ ଚାଲିଆସେ। ହେଲେ ଏମିତି ଏକ ଦେଶ ଅଛି, ଯେଉଁଠି ମୃତକଙ୍କ ପାଇଁ ଏଭଳି...

ଆକାଶଦୀପ

କାର୍ତ୍ତିକ ମାସରେ ହବିଷିଆଳିମାନେ ତୁଳସୀ ଚଉରାମୂଳେ ରାଇଦାମଦର ଓ ମା’ ବୃନ୍ଦାବତୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ସନ୍ଧ୍ୟାବେଳେ ଆକାଶ ଦୀପ ପ୍ରଜ୍ୱଳନ କରିଥାନ୍ତି। ଏହି ଦୀପ ସ୍ଥାପନାକୁ ନେଇ ହିନ୍ଦୁଧର୍ମରେ ବିଶ୍ୱାସ ରହିଛି ପୂର୍ବଜଙ୍କ ଶୁଭଦୃଷ୍ଟି ରହିବା ସହ ପରିବାରରେ...

ହାତୀର ବବ୍‌ କଟ୍‌ ହେୟାର୍‌

ବବ୍‌ କଟ୍‌ ହେୟାର୍‌ ଷ୍ଟାଇଲ୍‌ କରି ଯୁବତୀ ଓ ମହିଳାମାନେ ବେଶ୍‌ ଷ୍ଟାଇଲିଶ୍‌ ଲାଗନ୍ତି। ଏହି ହେୟାର ଷ୍ଟାଇଲ୍‌ ବହୁତ ପୁରୁଣା କିନ୍ତୁ ଆଜି ବି ଏହା ଫ୍ୟାଶନ୍‌ରେ ଅଛି। ହେଲେ କେବେ କୌଣସି ପ୍ରାଣୀ ଏଭଳି ହେୟାର ଷ୍ଟାଇଲ୍‌...

ପଞ୍ଚ ପବିତ୍ର

ପଞ୍ଚ ବା ପାଞ୍ଚ କେବଳ ଏକ ସଂଖ୍ୟା ନୁହେଁ, ହିନ୍ଦୁଧର୍ମରେ ଏହା ପବିତ୍ରତାର ଆଉ ଏକ ନାଁ। କାରଣ ପୂଜାବିଧିଠାରୁ ଆରମ୍ଭ କରି କର୍ମକାଣ୍ଡ ଯାଏ ସବୁଠି ଦେଖିବାକୁ ମିଳେ ପାଞ୍ଚର ସମାହାର… ପଞ୍ଚାମୃତ- ଦୁଧ(କ୍ଷୀର), ଦହି, ଘୃତ(ଘିଅ), ମଧୁ(ମହୁ),...

ଏରୋପ୍ଲେନ୍‌ ଘର

ସମସ୍ତଙ୍କର ଇଚ୍ଛା ନିଜର ଏକ ସୁନ୍ଦର ଘର କରିବା, ଯାହା ଅନ୍ୟମାନଙ୍କ ଠାରୁ ସ୍ବତନ୍ତ୍ର ହୋଇଥିବ। ଏମିତି ଏକ ସ୍ବପ୍ନ ଥିଲା ଆମେରିକାର ୬୪ ବର୍ଷୀୟ ବ୍ୟକ୍ତି ବ୍ରୁସ୍‌ କ୍ୟାମବେଲ୍‌ଙ୍କର, ଯେଉଁଥିପାଇଁ ସେ ଏରୋପ୍ଲେନ୍‌କୁ ଘରର ରୂପ ଦେଇଛନ୍ତି ।...

ମହାତ୍ମାଙ୍କ ଘଣ୍ଟା ୧୧ ଲକ୍ଷ ୮୨ ହଜାରରେ ନିଲାମ

ବ୍ରିଷ୍ଟଲ,୨୨।୧୧: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଘଣ୍ଟା ୧୧ ଲକ୍ଷ ୮୨ ହଜାର ଟଙ୍କା(୧୨ ହଜାର ପାଉଣ୍ଡ)ରେ ନିଲାମ ହୋଇଛି। ଏହି ଘଣ୍ଟାକୁ ମହାତ୍ମା ପକେଟରେ ରଖୁଥିଲେ। ଏହା ଭାଙ୍ଗିଯାଇଥିବା ନିଲାମ ହାଉସ୍‌ ଇଷ୍ଟ ବ୍ରେଷ୍ଟଲ ପକ୍ଷରୁ କୁହାଯାଇଛି। ଏହାକୁ...

ମୃତ କରୋନା ଆକ୍ରାନ୍ତ ଶ୍ରାଦ୍ଧର ଗୋଟିଏ ଦିନ ପୂର୍ବରୁ ଫେରିଲେ ଘରକୁ

କୋଲକାତା,୨୨।୧୧: କରୋନା ମହାମାରୀ ଯୋଗୁ ଦେଶରେ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଅଞ୍ଚଳରେ ହସ୍ପିଟାଲ ପକ୍ଷରୁ ମୃତ ଘୋଷଣା କରାଯାଇଥିବା ଜଣେ କରୋନା ଆକ୍ରାନ୍ତ ତାଙ୍କ ଶ୍ରାଦ୍ଧର ଗୋଟିଏ ଦିନ ପୂର୍ବରୁ ଘରକୁ ଫେରିଛନ୍ତି।...

ଖାଇବା ସମୟରେ ଜୋର୍‌ରେ ହସିଉଠୁଛି ଏହି ଶିଶୁ, ଭିଡିଓ ଦେଖିଲେ ଆପଣ ବି ହସିହସି ଗଡ଼ିବେ

ସତରେ ଛୋଟ ପିଲାମାନଙ୍କୁ ଖାଇବାକୁ ଦେବା ବହୁତ କଷ୍ଟକର। ଏକଥା ଜଣେ ମା’ ହିଁ କେବଳ କହିପାରିବ। ଏପରିକି ଯେତେବେଳେ ପିଲାଟିକୁ ଖାଇବାକୁ ଦିଆଯାଏ, ସେତେବେଳେ ତାଙ୍କୁ ନାନା ପ୍ରଲୋଭନ ଦେଖାଇ ଖାଇବାକୁ ଦିଆଯାଏ। ସେମାନଙ୍କ ସହିତ ଖେଳିବା ପରେ...

୧୮ ମାସ ହେଲା ଟଏଲେଟ୍‌ ଯାଇନାହାନ୍ତି ଏହି ଯୁବକ, ପ୍ରତିଦିନ ଖାଉଛନ୍ତି ୧୮ରୁ ୨୦ ପଟ ରୁଟି

ଭୋପାଳ,୨୧ା୧୧: ମଧ୍ୟପ୍ରଦେଶର ଜଣେ ଯୁବକଙ୍କ କ୍ଷେତ୍ରରେ ଏକ ଅଜବ ରୋଗ ଦେଖିବାକୁ ମିଳିଛି। ସେ ଗତ ୧୮ ମାସ ଧରି ଟଏଲେଟ୍‌ ବା ଶୌଚ ଯାଇନାହାନ୍ତି। ମାତ୍ର ସେ ପ୍ରତିଦିନ ୧୮ରୁ ୨୦ଟି ରୁଟି ଖାଉଛନ୍ତି। ତଥାପି କୌଣସି ସମସ୍ୟାର...

ଭାରତୀୟ କ୍ରିକେଟ ଦଳର ଏହି ଅଧିନାୟକଙ୍କର ଥିଲେ ୧୦ ସ୍ତ୍ରୀ, ୮୮ ସନ୍ତାନ

ସ୍ବାଧୀନତା ପୂର୍ବରୁ ଆମ ଦେଶ ଅନେକ ଛୋଟ ରାଜ୍ୟରେ ବିଭକ୍ତ ହୋଇଥିଲା। ପଟିଆଲା ସେଥିମଧ୍ୟରୁ ମଧ୍ୟରୁ ଗୋଟିଏ। ପଟିଆଲାକୁ ଧନୀ ରାଜ୍ୟଗୁଡ଼ିକ ମଧ୍ୟରେ ଗଣାଯାଉଥିଲା। ମହାରାଜା ଭୂପିନ୍ଦର ସିଂ ଦେଶର ପ୍ରଥମ ବ୍ୟକ୍ତି ଯିଏକି ନିଜର ବ୍ୟକ୍ତିଗତ ବିମାନ ପାଇଥିଲେ।...

ବେଡ୍‌ରୁମ ପାଲଟିଛି ଆଇସିୟୁ, କାର୍‌ ହୋଇଛି ଆମ୍ବୁଲାନ୍ସ; ପୂରା ଘଟଣା ଜାଣିଲେ ହେବେ ଭାବୁକ

ଭୋପାଳ,୨୧ା୧୧: ମଧ୍ୟପ୍ରଦେଶର ଜବଲପୁରରେ ଅବସରପ୍ରାପ୍ତ ଇଞ୍ଜିନିୟର ଅସୁସ୍ଥ ସ୍ତ୍ରୀଙ୍କ ପାଇଁ ତାଙ୍କ ଘରର ସମସ୍ତ ମାନଚିତ୍ର ପରିବର୍ତ୍ତନ କରି ଦେଇଛନ୍ତି। ସେ ତାଙ୍କ ବେଡ୍‌ରୁମକୁ ଆଇସିୟୁରେ ପରିଣତ କରିଥିବା ବେଳେ ତାଙ୍କ କାର୍‌କୁ କରିଛନ୍ତି ଆମ୍ବୁଲାନ୍ସ। ବୃତ୍ତିରେ ସେ ଜଣେ...

ରାସ୍ତା ନ ଛାଡିବାରୁ ମେଣ୍ଢାପଲଙ୍କ ଉପରେ ଚଢ଼ି ଚାଲିଗଲା କୁକୁର

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରୁଛି। ବର୍ତ୍ତମାନ ସେଭଳି ଏକ ଭିଡିଓ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri