ଫୁରସତ

ଏକ ମିନିଟ୍‌ରେ ୧୫୦ କାର୍‌ ଲୋଗୋ

ଚେନ୍ନାଇ: କଥାରେ ଅଛି ଆଗ୍ରହର ସହ କରାଯାଇଥିବା ସମସ୍ତ କାମରେ ସଫଳତା ଅବଶ୍ୟ ମିଳିଥାଏ। ଏହାର ଏକ ଉଦାହରଣ ହେଉଛନ୍ତି ଚେନ୍ନାଇର ୭ ବର୍ଷର ବାଳକ କେଭିନ୍‌ ରାହୁଲ। ଏତେ କମ୍‌ ବୟସରେ ସେ ୧୫୦ଟି କାର୍‌ ଲୋଗୋର ନାଁ...

ଅର୍ଥନୀତିର ରାହା ନଡ଼ିଆ

କୃଷି ଅର୍ଥନୀତିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ନଡ଼ିଆ। କମ୍‌ ରକ୍ଷଣାବେକ୍ଷଣ ଖର୍ଚ୍ଚ ଏବଂ ଦୀର୍ଘବର୍ଷ ଯାଏ ଉତ୍ପାଦନ କ୍ଷମତା ଥିବାରୁ ଏହି ଗଛର ଆଦର କାହିଁରେ କେତେ। ସାମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ବ୍ୟବସାୟିକ ଭିତ୍ତିରେ କରାଯାଉଥିବା ନଡ଼ିଆ ଚାଷ...

ଛାତ୍ରୀ ପ୍ରବେଶ କରିବା ପରେ ଜେଇଇ ପରୀକ୍ଷା କେନ୍ଦ୍ରରେ ଖେଳିଗଲା ଆତଙ୍କ; କାହିଁକି ଜାଣନ୍ତୁ…

କୋଟା, ୧।୯: ରାଜସ୍ଥାନର ଶିକ୍ଷାର ସହର କୋଟାରେ ଜେଇଇ ମେନ୍‌-୨୦୨୦ ପରୀକ୍ଷାର ପ୍ରଥମ ଦିନରେ ମଙ୍ଗଳବାର ପରୀକ୍ଷା କେନ୍ଦ୍ରରେ ଆତଙ୍କ ଖେଳିଯାଇଛି। ସେପ୍ଟେମ୍ବର ୧ରୁ ୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଜେଇଇ ପରୀକ୍ଷା ଲାଗି କୋଟାରେ ୩ଟି ସେଣ୍ଟର...

ଏହି ଗ୍ରାମରେ ପାଣି ସହିତ ନଳକୂପରୁ ବାହାରୁଛି ସାପ

ଲକ୍ଷ୍ନୌ, ୧।୯: ଉତ୍ତର ପ୍ରଦେଶ ଜଉନପୁର ଜିଲାର ରାମପୁର ଗ୍ରାମ ଏକ ଅଜବ ଘଟଣା ଲାଗି ଲୋକ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ସ୍ଥାନୀୟ ବାସିନ୍ଦା ଚନ୍ଦ୍ରକେଶ ଗୌତମଙ୍କ ଘରେ ଥିବା ଗୋଟିଏ ନଳକୂପ ମଧ୍ୟରୁ ପାଣି ସହିତ ସାପ ଛୁଆ...

କୁକୁରକୁ ବାଘ ଭଳି ରଙ୍ଗ ଲଗାଇ ରାସ୍ତାକୁ ଛାଡ଼ିଥିଲେ: ଏବେ ଅଭିଯୁକ୍ତକୁ ଧରିବାକୁ ହେଲା ପୁରସ୍କାର ଘୋଷଣା

ପଶୁପକ୍ଷୀମାନଙ୍କ ପ୍ରତି କ୍ରୁରତାର ଅନେକ ଘଟଣା ଲୋକଲୋଚନକୁ ଆସିଛି। ସେଭଳି ଏକ ଘଟଣାକ୍ରମରେ ଏକ କୁକୁରକୁ କେହି ଦୁର୍ବୃତ୍ତ ବାଘ ଭଳି ରଙ୍ଗ କରି ରାସ୍ତାକୁ ଛାଡ଼ିଦେଇଥିଲେ। ମାଲେସିଆରେ ଏଭଳି ମାମଲା ନଜରକୁ ଆସିବା ପରେ ଜୀବ ସଂରକ୍ଷଣ ସହ...

ମାସେ ଭିତରେ ଏହି ଯୁବକଙ୍କୁ ୮ ଥର କାମୁଡ଼ିଲାଣି ଗୋଟିଏ ସାପ: ଯେଉଁଠି ଲୁଚିଲେ ବି ଖୋଜିନେଉଛି

ରାମପୁର: ଉତ୍ତରପ୍ରଦେଶର ରାମପୁରରେ ସର୍ପ ଦଶଂନକୁ ନେଇ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକଙ୍କୁ ଲଗାତାର ଭାବେ ଗୋଟିଏ ସାପ କାମୁଡିବା ଚର୍ଚ୍ଚାର ବିଷୟ ପାଲଟିଛି। ସେ ହେଲେ ଯଶରାଜ ମିଶ୍ର। ରାମପୁରରେ ରହୁଥିବା ଯଶରାଜଙ୍କୁ ଗୋଟିଏ...

ଖୋଲା ଆକାଶ ତଳେ ମଣିଷ ହାତରୁ ଏପରି ସେଓ ଖାଉଛି ଶୁଆ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ...

ଏହି ଆଇଲାଣ୍ଡ୍‌କୁ କେବଳ କରୋନା ପଜିଟିଭ୍‌ ଚିହ୍ନଟ ଲୋକେ ବୁଲିବାକୁ ଆସିପାରିବେ,ଜାଣନ୍ତୁ କାହିଁକି

ବିଶ୍ୱର ଏପରି ଏକ ଆଇଲାଣ୍ଡ ଅଛି ଯେଉଁଠିକୁ କେବଳ କରୋନା ପଜିଟିଭ୍‌ ଲୋକ ଆସିବାର ସର୍ତ୍ତ ରହିଛି। ବ୍ରାଜିଲର ଫର୍ଣ୍ଣାଣ୍ଡୋ ଡି ନୋରୋହ୍ନା ନାମକ ଏହି ଆଇଲାଣ୍ଡ କରୋନା ଯୋଗୁ ଗତ ୫ ମାସ ହେବ ବନ୍ଦ ଥିଲା। ଏବେ...

ରାତିରେ ୯ ଘଣ୍ଟା ଶୋଇଲେ ମିଳିବ ୧ ଲକ୍ଷ ଟଙ୍କା! ଏହି କମ୍ପାନୀ ଦେଇଛି ଏମିତି ଅଫର

ବର୍ତ୍ତମାନ ସମୟରେ ଲୋକେ ଆବଶ୍ୟକତା ଠାରୁ ଅଧିକ କିମ୍ବା କମ୍‌ ଶୋଉଥିବା ଦେଖିବାକୁ ମିଳୁଛି। ଏପରି ସ୍ଥତିରେ ଶୋଇବା ଏକ କଷ୍ଟକର ଜିନିଷରେ ପରିଣତ ହେଉଛି। ଯାହା ଉପରେ ଆମର ନିୟନ୍ତ୍ରଣ ନାହିଁ। କିନ୍ତୁ ଏଥିରେ ଯଦି ନିୟନ୍ତ୍ରଣ କରିପାରିବେ...

୧୦୮ ଆମ୍ବୁଲାନ୍ସ୍‌ର ପ୍ରଥମ ମହିଳା ଡ୍ରାଇଭର: ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଚେନ୍ନାଇ, ୧।୯: ପ୍ରଥମ ମହିଳା ଆମ୍ବୁଲାନ୍ସ୍‌ ଡ୍ରାଇଭରଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇଡ଼ାପ୍ପାଡ଼ି କେ. ପାଲାନିସାମି ନିଯୁକ୍ତି ପ୍ରଦାନ କରିଛନ୍ତି। ରାଜ୍ୟର ପ୍ରଥମ ମହିଳା ଭାବେ ଏମ୍‌. ବୀରାଲକ୍ଷ୍ମୀ ଏବେ ୧୦୮ ଆମ୍ବୁଲାନ୍ସ୍‌ ଚଳାଇବେ। ୯୦ଟି ୧୦୮ ଆମ୍ବୁଲାନ୍ସ୍‌ର ଲୋକାର୍ପଣ ମୁଖ୍ୟମନ୍ତ୍ରୀଙ୍କ...

ଇଞ୍ଜିନିୟରିଂ ଚାକିରିରେ ମିଳିଲାନି ଶାନ୍ତି, ବ୍ୟକ୍ତି କଲେ ଏମିତି କାମ

ଜଣେ ଇଞ୍ଜିନିୟର ଚା’ବାଲାଙ୍କ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋବରେ ଲାଗିଛି। ତାଙ୍କର ଫଟୋକୁ ଆଇଏଏସ୍‌ ଅବନୀଶ ଶରଣ ଟୁଇଟରରେ ଶେୟାର କରିଛନ୍ତି। ଏହି ଫଟୋରେ ଜଣେ ଇଞ୍ଜିନିୟରରୁ ଚା’ ବାଲା ସାଜିଥିବା ବ୍ୟକ୍ତି କାହାଣୀ ରହିଛି। ଯାହାକି...

ମହିଳାଙ୍କ ପାଟିରୁ ବାହାରିଲା ୪ ଫୁଟର ସାପ

ମସ୍କୋ, ୧।୯: ପାଟିରୁ ସାପ ବାହାରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ରୁଷ୍‌ରେ ମହିଳାଙ୍କ ପାଟିରୁ ଡାକ୍ତର ୪ ଫୁଟ ଲମ୍ବର ସାପ ବାହାର କରିଛନ୍ତି। ମହିଳା ଜଣକ ମୁହଁ ଖୋଲା କରି ଶୋଇଥିବା ସମୟରେ ସାପ...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri