ଫୁରସତ

ବିଜୁଳି ବିଲ୍‌ ୧୦କୋଟି…

ଶ୍ରୀନଗର,୭।୭: ଜମ୍ମୁ-କଶ୍ମୀର ପୁଞ୍ଚ ଜିଲାର ମେଣ୍ଢର ତହସିଲ୍‌ରେ ବିଦ୍ୟୁତ୍‌ ବିଭାଗର ଅବହେଳା ସାମ୍ନାକୁ ଆସିଛି। ବିଭାଗ ପକ୍ଷରୁ ଜଣେ ଉପଭୋକ୍ତାଙ୍କୁ ପ୍ରାୟ ୧୦କୋଟି ଟଙ୍କାର ବିଲ୍‌ ପଠାଇଥିବା ଦେଖିବାକୁ ମିଳିଛି। ଏହା ଏବେ ପୁରା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।...

କରୋନା ଯୁଦ୍ଧ ପାଇଁ ମୁମ୍ବାଇରେ ସ୍ବତନ୍ତ୍ର ଅଟୋ ରିକ୍ସା

ମୁମ୍ବାଇରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏ ନେଇ ମୁମ୍ବାଇରେ ଏକ ସ୍ବତନ୍ତ୍ର ଅଟୋରିକ୍ସା ଚଲାଇବା ପାଇଁ ବ୍ୟବସ୍ଥା କରାଯାଇଛି। ଏହି ଅଟୋରିକ୍ସାରେ ଅକ୍ସିଜେନ୍‌ ମଧ୍ୟ ରଖାଯାଇଛି। ବସ୍ତି ଅଞ୍ଚଳରେ ଥିବା କରୋନା ରୋଗୀଙ୍କୁ ହସ୍ପିଟାଲରେ ପହଞ୍ଚାଇବା...

ପରିବାରର ସହାୟତା ପାଇଁ ବିକୁଥିଲେ ପକୁଡି; ଛିଡା କଲେ ଦେଶର ନଂ୧ କମ୍ପାନୀ

ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ବଜାର ପୁଞ୍ଜୀକରଣ ସୋମବାର ୧୧.୫ ଲକ୍ଷ କୋଟି ଟଙ୍କା ଟପିଛି। କମ୍ପାନୀ ସ୍ଥାପନା କରିଥିବା ଧୀରୁ ଭାଇ ଅମ୍ବାନୀଙ୍କର ଏହି ଦିନଟି ପୁଣ୍ୟତିଥି। ଏହାକୁ ଏକ ସଂଯୋଗ କୁହାଯାଇପାରେ। ଧୀରୁ ଭାଇ...

ଅଜବ ବିଶ୍ୱାସ: ନିଆଁରେ ନାଚିଲେ ଭଲ ହୋଇଯାଏ ରୋଗ

ମିନ୍ସକ୍‌, ୭।୭: ପୃଥିବୀର ବିଭିନ୍ନ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କେତେକ ଅଜବ ବିଶ୍ୱାସ ରହିଥିବାର ଦେଖିବାକୁ ମିଳେ। ବେଲାରୁଷ୍‌ର ଲୋକଙ୍କ ମଧ୍ୟରେ ଏଭଳି ବିଶ୍ୱାସ ରହିଛି। ଏଠାରେ ପ୍ରତିବର୍ଷ ଜୁଲାଇ ୬ ଅବା ୭ରେ ଏକ ଉତ୍ସବ ପାଳିତ ହୋଇଥାଏ।...

ରାସ୍ତାରେ ଟିକ୍‌ଟକ୍‌ କରୁଥିଲେ ଯୁବତୀ: ଜାଣନ୍ତୁ କ’ଣ ହେଲା

ଯୁବବର୍ଗଙ୍କ ମଧ୍ୟରେ ସୋସିଆଲ ମିଡିଆରେ ଲେଟେଷ୍ଟ ଡ୍ରେଣ୍ଡ ଫଲୋ କରିବାର ନିଶା ଲାଗିଛି। ତେବେ ଏହା ଯେତେ କଷ୍କକର ହୋଇଥାଉ ନା କାହିଁକି। ଏଥିରେ ଜୀବନ ଯିବାର ଭୟ ଥିଲେ ମଧ୍ୟ ଯୁବବର୍ଗ ଏହାକୁ ଆପଣାଉଛନ୍ତି। ଏବେ ସୋସିଆଲ ମିଡିଆରେ...

୭୦ ବର୍ଷରେ ଜଣେ ଲେଖିକାଙ୍କୁ ପ୍ରେମ କରି ବିବାହ କରିଥିଲେ ଏହି ମୁଖ୍ୟମନ୍ତ୍ରୀ

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖମନ୍ତ୍ରୀ ଏନ୍‌ଟି ରାମାରାଓ ଜୀବନୀ ବେଶ୍‌ ରୋଚକ ଥିଲା। ୨୮ ୧୯୨୩ରେ ମାଡ୍ରାସରେ ଜନ୍ମଗ୍ରହଣ କରିଥିବା ଏନଟି ରାମା ରାଓ ୧୯୪୯ ମସିହାରେ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ ଏବଂ ଅନେକ ହିଟ୍‌ ଚଳଚ୍ଚିତ୍ର ଦେଇଥିଲେ। ଧୀରେ...

ମା’ ପେଟରୁ ଏମିତି କିଛି ଧରି ବାହାରିଲେ ନବଜାତକ, ଡାକ୍ତର ହେଲେ ଆଶ୍ଚର୍ଯ୍ୟ

କରୋନା ଯୋଗୁ ସମଗ୍ର ବିଶ୍ୱ ଏବେ ଚିନ୍ତାରେ ପଡ଼ିଛି। ଏହି ସମୟରେ ଭିଲତ୍‌ନାମାର ଏକ ନବଜାତ ଶିଶୁପୁତ୍ର ଲୋକଙ୍କୁ କିଛିଟା ହସିବାକୁ ବାଧ୍ୟ କରିଛି। ଭିଏତନାମାର ହାଇ ଫୋଙ୍ଗ ଇଣ୍ଟରନ୍ୟାସନାଲ ହସ୍ପିଟାଲରେ ଏକ ଶିଶୁପୁତ୍ର ଜନ୍ମ ହୋଇଛନ୍ତି। ଶିଶୁଟି ମା’...

ବତକ ରାସ୍ତା ପାର୍‌ କରିବା ପାଇଁ ଅଟକିଲା ଟ୍ରାଫିକ୍‌

ଆଜିକାଲି ସ୍ବାର୍ଥପର ଦୁନିଆରେ କେହି କାହାକୁ ସହାୟତା କରିବା ବଡ ମୁସ୍କିଲ କାମ ବୋଲି ଧରାଯାଏ। କିନ୍ତୁ ଆଜିବି ଅନେକ ଲୋକ ଅଛନ୍ତି, ଯିଏ କି ନିଜ ମାନବିକତା ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥାନ୍ତି। ଆମେରିକାର ନ୍ୟୁୟର୍କରେ ଏକ ଏମିତି...

ଗରିବଙ୍କ ପାଇଁ ଘର ନିର୍ମାଣ କରୁଛନ୍ତି ଏହି ବୃଦ୍ଧ ଦମ୍ପତି

କେରଳର ଥ୍ରିସୁରର ଥଙ୍ଗାଲୁରୁରେ ଜଣେ ବୃଦ୍ଧ ଦମ୍ପତି ନିଆରା କାର୍ଯ୍ୟ କରି ଚର୍ଚ୍ଚାକୁ ଆସିଛନ୍ତି। କୋରାଟି ଭର୍ଗିସ୍‌(୮୦ ବର୍ଷ)ଏବଂ ଫିଲୋମେନା ନିଜ ଜମିରେ ଘର ନିର୍ମାଣ କରୁଛନ୍ତି। ୫ଟି ଗରିବ ପରିବାରକୁ ଦାନ ଦେବା ପାଇଁ ସେ ଏହି ଘର...

ମାସ୍କ ନ ପିନ୍ଧିଲେ ଅଜବ ଦଣ୍ଡ; ହସ୍ପିଟାଲରେ କରିବାକୁ ପଡ଼ିବ ସ୍ବେଚ୍ଛାସେବୀ କାମ

ଗ୍ବାଲିଅର, ୬।୭- ମହାମାରୀ କରୋନା ସଂକ୍ରମଣରୁ ବଞ୍ଚତ୍ବା ଲାଗି ଜନସାଧାରଣଙ୍କୁ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ମାନି ଚଳିବାକୁ ସରକାର ପରାମର୍ଶ ଦେଇଛନ୍ତି। କିନ୍ତୁ କେତେକ ଲୋକ ସରକାରୀ ନିୟମକୁ ଉଲ୍ଲଘଂନ କରି ବିନା ମାସ୍କରେ ବୁଲୁଥିବାର ଦେଖିବାକୁ...

୧୧୮ ବର୍ଷ ପରେ ଭାରତରେ ଫୁଟିଲା ଏହି ବିରଳ ପ୍ରଜାତିର ଫୁଲ

ବରେଲି, ୬।୭- ଭାରତରେ ଦୀର୍ଘ ୧୧୮ ବର୍ଷର ବ୍ୟବଧାନ ପରେ ବିରଳ ପ୍ରଜାତିର ଅର୍କିଡ ଫୁଲର ସନ୍ଧାନ ମିଳିଛି। ଉତ୍ତର ପ୍ରଦେଶର ଦୁଧ୍‌ଓ୍ବା ଜାତୀୟ ଉଦ୍ୟାନରେ ଏହି ‘ବିଲୁପ୍ତପ୍ରାୟ ପ୍ରଜାତି’ ଶ୍ରେଣୀଭୁକ୍ତ ଅର୍କିଡ ଫୁଲର ସନ୍ଧାନ ବନଅଧିକାରୀ ଓ ତଥା...

ଚଳନ୍ତା ବାଇକରେ କାମୁଡ଼ିବା ପରେ ନାଗକୁ ଧରି ମେଡିକାଲରେ ପହଞ୍ଚତ୍ଲେ ବ୍ୟକ୍ତି

ଚୁରୁ, ୬।୭- ରାଜସ୍ଥାନ ଚୁରୁ ଜିଲା ହସ୍ପିଟାଲକୁ ସାପ କାମୁଡ଼ିବା ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ସେଠାରେ ଉପସ୍ଥିତ ଲୋକେ ଚକିତ ହୋଇଯାଇଛନ୍ତି। ଥେଲାସର ଗ୍ରାମର ମହେନ୍ଦ୍ର ନାମକ ଜଣେ ଯୁବକ ବାଇକରେ ଚୁରୁ ଆସୁଥିବାବେଳେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri