ଫୁରସତ

ବିଶ୍ୱର ସବୁଠୁ ଦାମୀ ଆମ୍ବ , ଯୋଡ଼ାକୁ …

ଟୋକିଓ: କୁହାଯାଏ, ଆମ୍ବ ଫଳ ମଧ୍ୟରେ ରାଜା। ଏହା ଭାରତର ଜାତୀୟ ଫଳ। ବିଶେଷକରି ବିଶ୍ୱର ସବୁଠୁ ଅଧିକ ଆମ୍ବ ଭାରତୀୟମାନେ ଖାଇଥାନ୍ତି। କିନ୍ତୁ ଏମିତି ଆମ୍ବ ଅଛି ଯାହାର ଦାମ୍‌ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ତେବେ ଜାଣନ୍ତୁ ବିଶ୍ୱର...

ସର୍ପ ଦଂଶନ କରାଇ ପତ୍ନୀଙ୍କୁ ମାରିବା ଅଭିଯୋଗରେ ପତି ଗିରଫ

କୋଲ୍ଲମ,୨୬।୫: କେରଳର କୋଲ୍ଲମରେ ସର୍ପ ଦଂଶନ କରାଇ ପତ୍ନୀଙ୍କୁ ମାରିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି। ପୋଲିସର କହିବା ମୁତାବକ ଘଟଣାଟି ମେ’୬ରେ ଘଟିଥିଲା। ତେବେ ପତି ପୂର୍ବ ଯୋଜନା ମୁତାବକ ବାହାରକୁ ଯାଇ ନିଜ ସାଙ୍ଗରେ...

ଭାରତ ମହାସାଗର ତଳେ ଭାଙ୍ଗିବାରେ ଲାଗିଛି ଟେକ୍ଟୋନିକ୍‌ ପ୍ଲେଟ୍‌

ପ୍ୟାରିସ୍‌,୨୬।୫: ଭାରତ ଉପରେ ବିପଦ ମାଡ଼ି ଆସୁଛି। ଭାରତ ମହାସାଗର ତଳେ ଥିବା ଟେକ୍ଟୋନିକ୍‌ ପ୍ଲେଟ୍‌ ଧୀରେଧୀରେ ଭାଙ୍ଗିବାରେ ଲାଗିଛି। ଏହାଯୋଗୁ ଆଗାମୀ ଦିନରେ ତୀବ୍ରତାଯୁକ୍ତ ଭୂକମ୍ପ ହେବାର ଆଶଙ୍କା ରହିଥିବା ପ୍ୟାରିସ୍‌ର ଆର୍ଥ ଫିଜିକ୍ସ୍‌ ଇନଷ୍ଟିଚ୍ୟୁଟ୍‌ର ମେରାଇନ୍‌ ଜିଓସାଇନ୍ସ୍‌...

ନଦୀ ପାରହୋଇ ପହଞ୍ଚିଲେ କନ୍ୟାଘରେ

ଭୋପାଳ: ବାହାଘର ପାଇଁ କନ୍ୟାଘରକୁ ଗାଡ଼ି ନେଇଯିବା ପାଇଁ ମିଳିଲାନି ଅନୁମତି। ସେଥିପାଇଁ ସେ ନଦୀ ପାର ହୋଇ ପହଞ୍ଚିଗଲେ କନ୍ୟା ଘରେ, ଆଉ ବିବାହ ପରେ ସେଇ ନଦୀ ବାଟେ ବି କନ୍ୟାକୁ ଧରି ଘରକୁ ଚାଲି ଆସିଲେ।...

କରୋନା ଭାଇରସ୍‌ ସୋପ୍‌ ମେଶିନ

ନ୍ୟୁୟର୍କ: ସୃଜନଶୀଳତାର ବିକଳ୍ପ ନାହିଁ। ଭାବୁକ ଆଉ ଉଦ୍ୟମୀ ମନଟିଏ ଥିଲେ ସୃଜନଶକ୍ତିର ବିକାଶ ହୋଇପାରେ। ଏହାର ଏକ ଉଦାହରଣ ହେଉଛନ୍ତି ଲାଉରେଲ୍‌ ଓ ମେରିଲାଣ୍ଡ। ଏହି ଦୁଇ ଭାଇ ଏବେ ନ୍ୟୁୟର୍କର ରୁବେ ଗୋଲ୍ଡବର୍ଗ ବାର୍ଷିକ ପ୍ରତିଯୋଗିତାରେ ଭାଗନେବା...

ହସ ଆଣିଦେଲା ସୋସିଆଲ ମିଡିଆ

ଇରୋଡ୍‌(ତାମିଲନାଡ଼ୁ): ସମ୍ପ୍ରତି ଅନେକ ଯୁବଗୋଷ୍ଠୀ ସୋସିଆଲ ମିଡିଆର ଦୁରୁପଯୋଗ କରୁଥିବା ନଜରକୁ ଆସୁଛି। ଏହା ସମାଜ ଉପରେ ଖରାପ ପ୍ରଭାବ ପକାଉଛି। ଯଦି ମହତ୍‌ ଉଦ୍ଦେଶ୍ୟରେ ଏହାର ବ୍ୟବହାର କରାଯାଏ, ଲାଭଦାୟକ ହୋଇଥାଏ। ଲକ୍‌ଡାଉନ୍‌ ବେଳେ ସୋସିଆଲ ପ୍ଲାଟ୍‌ଫର୍ମ ହିଁ...

ଶ୍ରମିକ ସ୍ପେଶାଲ ଟ୍ରେନ୍‌ରେ ଜନ୍ମ ନେଲେଣି ୩୦ ଶିଶୁ: ନାମ ରଖାଯାଇଛି ‘କରୋନା କୁମାରୀ’, ‘ଲକ୍‌ଡାଉନ ଯାଦବ’

ନୂଆଦିଲ୍ଲୀ,୨୫।୫: କରୋନା ସଂକ୍ରମଣକୁ ରୋକିବାକୁ ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ବାହାର ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ଘରକୁ ଆସିବାକୁ ବ୍ୟତିବ୍ୟସ୍ତ ହୋଇ ପଡିଥିଲେ। ଏହି ସମୟରେ ପ୍ରବାସୀ ଶ୍ରମିକଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବା ପାଇଁ ସରକାରଙ୍କ ତରଫରୁ...

ବିଶ୍ୱର ସବୁଠୁ ଲମ୍ବା ବ୍ୟକ୍ତି

ଓ୍ବାଶିଂଟନ୍‌: ସାଧାରଣତଃ ବିଶ୍ୱରେ ଲମ୍ବା ବ୍ୟକ୍ତିଙ୍କ ରେକର୍ଡ ବାରମ୍ବାର ବଦଳିଥାଏ। କିନ୍ତୁ ଏକ ରେକର୍ଡ ଅଛି, ଯାହା ୮୦ ବର୍ଷ ପର୍ଯ୍ୟନ୍ତ ସ୍ଥିର ରହିଛି। ୧୯୪୦ ପରଠାରୁ କେହି ସେହି ରେକର୍ଡ ଭାଙ୍ଗି ନାହାନ୍ତି। ଏହି ରେକର୍ଡ ହେଉଛି ରୋବର୍ଟ...

ଥଟ୍ଟାରୁ ଭାଙ୍ଗିଥିଲା ବିବାହ: ୧୦୮ଥର ‘ତୁମର ଚାମ୍‌ଚା ହୋଇ ରହିବି’ କହିବା ପରେ ରାଜି ହେଲେ କନ୍ୟା

ମଧ୍ୟପ୍ରଦେଶର ଭୋପାଳରେ ଏକ ରୋଚକ ଘଟଣା ଘଟିଛି। ଭାବି ସ୍ବାମୀଙ୍କ ସାମାନ୍ୟ ଏକ ଥଟ୍ଟାରୁ ବିବାହ ଭାଙ୍ଗିଦେଇଥିଲେ କନ୍ୟା। ପରେ ସେ ୧୦୮ଥର ‘ତୁମର ଚାମ୍‌ଚା ହୋଇ ରହିବି’ କହିବା ପରେ ବିବାହ ପାଇଁ ରାଜି ହୋଇଛନ୍ତି କନ୍ୟା। ସୂଚନାଯୋଗ୍ୟ,...

ଜାଣନ୍ତି ଆଜିପର୍ଯ୍ୟନ୍ତ କାହିଁକି ପାଣିରୁ ବାହାର କରାଯାଇନାହିଁ ଟାଇଟନିକ୍‌ ଜାହାଜ

ଟାଇଟନିକ୍‌ ଜାହାଜ ବିଷୟରେ ଜାଣିଥିବେ ନିଶ୍ଚିତ। ଯାହା ଉପରେ ଫିଲ୍ମ ନିର୍ମାଣ କରାଯାଇଥିଲା। ଟାଇଟନିକ୍‌ ବିଶ୍ୱର ବୃହତ୍ତମ ଜାହାଜ ଭାବେ ପରିଚିତ ହେବା ଆଜକୁ ୧୦୮ ବର୍ଷ ବିତିଗଲାଣି। ଏହା ୧୦ ଏପ୍ରିଲ ୧୯୧୨ରେ ବ୍ରିଟେନର ସାଉଥ୍‌ମ୍ପଟନ୍‌ ବନ୍ଦରରୁ ନ୍ୟୁୟର୍କ...

ବିଶ୍ୱର ସବୁଠୁ ଧନୀ ଜୁଆଡ଼ି, ଥରକେ ଜିତିଥିଲେ ୮୩ କୋଟି

ଓ୍ବାଶିଂଟନ୍‌: କୁହାଯାଏ, ଜୁଆ ଖେଳିଲେ ଲୋକେ ସର୍ବନାଶ ହୁଅନ୍ତି। ଅର୍ଥାତ୍‌ ସବୁ ସମ୍ପତ୍ତି ହରାଇ ବସନ୍ତି। ମାତ୍ର ଏମିତି ଜଣେ ଜୁଆଡ଼ି ଅଛନ୍ତି, ଯେ କି କୋଟିପତି। ଭାରତରେ ଜୁଆଖେଳକୁ ବେଆଇନ କୁହାଯାଇଥାଏ ମାତ୍ର ବିଶ୍ୱରେ ଅନେକ ଦେଶ ଅଛି,...

ପୃଥିବୀକୁ ଫେରିଲେ କି ଖଳନାୟକ ଭେନମ୍‌, ଭିଡିଓ ଭାଇରାଲ

ପ୍ରଯୋଜକ ସଂସ୍ଥା ମାର୍ବଲରେ ଅନେକ ସୁପରହିଟ୍‌ ଫିଲ୍ମ ଅଛି, ଯେଉଁଥିରେ ଭେନମ୍‌ ନାମକ ଏକ ଖଳନାୟକ ଚରିତ୍ର ଥିଲା। ଯାହା ଦେଖିବାକୁ କଳା ଏବଂ ବଡ଼ ବଡ଼ ଦାନ୍ତ ଥିଲା। ଏହାକୁ ମାରିଲେ କିମ୍ବା ବ୍ଲେଡ୍‌ରେ କାଟିଲେ ବି କୌଣସିଥିରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri