ହାଇଦ୍ରାବାଦ,୧୦।୪: ମହାମାରୀ କରୋନା ଭାଇରସ୍ର ପ୍ରକୋପ ଜାରି ରହିଥିବା ବେଳେ ଏହାକୁ ରୋକିବା ପାଇଁ ସାରା ଦେଶରେ ଲକ୍ଡାଉନ୍ ଘୋଷଣା କରାଯାଇଛି। ଲକ୍ଡାଉନ୍ ଯୋଗୁ ବହୁ ଲୋକ ଘରକୁ ଫେରି ପାରି ନ ଥିବା ବେଳେ ବିଭିନ୍ନ ସ୍ଥାନରେ ଫସି...
ଚେନ୍ନାଇ: ତାମିଲନାଡୁର ଭିଲୁପୁରମ ଜିଲାର ୪ କରୋନା ରୋଗୀଙ୍କୁ ସରକାରୀ ଡାକ୍ତରଖାନାରୁ ମଙ୍ଗଳବାର ଭୁଲ୍ରେ ଡିସ୍ଚାର୍ଜ କରି ଦିଆଯାଇଛି। ଏହି ରୋଗୀମାନଙ୍କୁ ଖୋଜିବା ପାଇଁ ପୋଲିସ ନାକେଦମ୍ ହୋଇପଡ଼ିଥିଲା। ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଡୋବୋରା ଡାକ୍ତରଖାନାକୁ ପୁଣି ଅଣାଯାଇଥିବା...
ଅମରାବତୀ,୯।୪: କରୋନା ଭାଇରସ ଏବେ ସାରା ବିଶ୍ୱରେ ତା’ର କାୟା ବିସ୍ତାର କରିଛି। କିଛିଦିନ ତଳେ ଦେଖିବାକୁ ମିଳିଥିଲା ଆମେରିକାର ଚିଡିଆଖାନାରେ ଏକ ବାଘ କରୋନାରେ ସଂକ୍ରମିତ ହୋଇଛି। ଏହାକୁ ଦେଖିବା ପରେ ଏବେ ଆନ୍ଧ୍ରପ୍ରଦେଶର କାଲୁର ମଣ୍ଡଳରେ ଜଣେ...
Archives
Model This Week
ପିଲାଙ୍କ ଧରିତ୍ରୀ