ଫୁରସତ

ଆତ୍ମହତ୍ୟା କରିବାକୁ ଚଢିଥିଲେ ବ୍ରିଜରେ, ବିରିୟାନୀ ଲୋଭରେ ଓହରିଲେ, ଭାଇରାଲ ହେଉଛି ଭିଡିଓ

କୋଲକତା,୨୪।୧: ସବୁ ଦିଗରୁ ନିରାଶ ହୋଇ ବସିଲେ ମଣିଷ ଆତ୍ମହତ୍ୟାର ଦିଗ ଆପଣାଇଥାଏ। ଗୋଟିଏ ପରେ ଗୋଟିଏ ଅସଫଳତାରେ ବିରକ୍ତି ହୋଇ ଆତ୍ମହତ୍ୟା କରିଦେବା ହିଁ ସର୍ବଶେଷ ମାର୍ଗ ଭାବେ ଦେଖିଥାଏ। ଆତ୍ମହତ୍ୟାସ୍ଥଳରେ ଲୋକଗହଳିରେ କାଳେ କରିହେବନି ବୋଲି ବ୍ୟକ୍ତି...

ମୋବାଇଲ୍‌ରେ କାର୍ଟୁନ ଦେଖୁଥିଲେ ୫ ବର୍ଷର ଝିଅ: ହଠାତ୍‌ ଆସିଲା ହାର୍ଟଆଟାକ୍‌

ଲକ୍ଷ୍ନୌ,୨୪।୧: ଉତ୍ତରପ୍ରଦେଶର ଆମରୋହାଠାରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ମୋବାଇଲ ଫୋନ ଦେଖିବାବେଳେ ଜଣେ ୫ ବର୍ଷର ଝିଅର ମୃତ୍ୟୁ ଘଟିଛି। ନାବାଳିକାଙ୍କ ମୃତ୍ୟୁକୁ ହୃଦଘାତ ବୋଲି ଡାକ୍ତର ଘୋଷଣା କରିଛନ୍ତି। ଝିଅର ମୃତ୍ୟୁୁ ହେତୁ ପରିବାରରେ...

‘କଳା ଯାଦୁ’ କରି ବୟଫ୍ରେଣ୍ଡଙ୍କୁ ବଶୀଭୂତ କରିବାକୁ ଚାହୁଁଥିଲେ ମହିଳା: ଘଟିଲା ଏମିତି

କୁହାଯାଏ ପ୍ରେମ ଅନ୍ଧ। ପ୍ରେମ ପାଇଁ ଯେକୌଣସି ସ୍ତରକୁ ଯିବାପାଇଁ ପଛାନ୍ତି ନାହିଁ। ବେଙ୍ଗାଲୁରୁରେ ଏପରି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀ ନିଜର ପୁରୁଣା ପ୍ରେମିକକୁ ଫେରାଇ ଆଣିବାକୁ ଚେଷ୍ଟା କରୁଥିବାବେଳେ ଲକ୍ଷ ଲକ୍ଷ ଟଙ୍କା...

ଅଜ୍ଞାନ ଅନ୍ଧକାର ଦୂରକରେ ଶିକ୍ଷା

ଯେକୌଣସି ଦେଶର ବିକାଶ ଏହାର ସମୃଦ୍ଧ ମାନବ ସମ୍ବଳ ଉପରେ ହିଁ ନିର୍ଭର କରିଥାଏ। ସମୃଦ୍ଧ ମାନବ ସମ୍ବଳ ପାଇଁ ଶିକ୍ଷା ଗୁରୁତ୍ୱପୂର୍ଣ୍ଣ। ଲେଖିବା, ପଢ଼ିବା ଜାଣିଲେ ଲୋକେ ବିଭିନ୍ନ ସରକାରୀ ସେବାର ଲାଭରୁ ବଞ୍ଚିତ ହେବା ଆଶଙ୍କା ରହିଥାଏ।...

ଚାକିରୀ କ୍ଷେତ୍ରରେ ମଣିଷର ସ୍ଥାନ ନେବାରେ ଅସମର୍ଥ ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ : ଅଧ୍ୟୟନରୁ ସ୍ପଷ୍ଟ

ନୂଆଦିଲ୍ଲୀ,୨୩।୧: ଆର୍ଟିଫିସିଆଲ ଇଣ୍ଟିଲିଜେନ୍ସ ବା ଏଆଇକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ଲାଗି ରହିଛିି। ଏଆଇ ଆସିଯିବା ଦ୍ବାରା ଆଗକୁ ଚାକିରୀ କ୍ଷେତ୍ରରେ ଆଉ ମଣିଷ ଆବଶ୍ୟକତା ରହିବ ନାହିଁ ବୋଲି ମଧ୍ୟ ଆଶଙ୍କା କରାଯାଉଛି । ଏଆଇ କୃଷିଠୁ...

ମାଡି ଆସୁଛି ଭୟଙ୍କର ବିପଦ: ବ୍ୟାପିବ ନୂଆ ମହାମାରୀ, ବୈଜ୍ଞାନିକଙ୍କ ଚେତାବନୀ…

ଓ୍ବାଶିଂଟନ/ପ୍ୟାରିସ,୨୩।୧ : କରୋନା ମହାମାରୀ କବଳରୁ ବିଶ୍ୱ ଏପର୍ଯ୍ୟନ୍ତ ମୁକୁଳି ପାରି ନାହିଁ । ଏବେ ବୈଜ୍ଞାନିକମାନେ ବର୍ତ୍ତମାନ ଏକ ନୂତନ ବିପଜ୍ଜନକ ଭୂତାଣୁ ବିଷୟରେ ଚେତାବନୀ ଦେଇଛନ୍ତି। ସେମାନେ କହିଛନ୍ତି ଏହି ଭୂତାଣୁ ଆର୍କଟିକ ଏବଂ ଅନ୍ୟାନ୍ୟ ସ୍ଥାନରେ...

୨୨୪୧ କୋଟି ଖର୍ଚ୍ଚ କରି ବଙ୍କର ତିଆରି କରୁଛନ୍ତି ଜୁକରବର୍ଗ, ମାଟି ତଳେ ହେବ ମହଲ, ବୋମା-ଭୂକମ୍ପକୁ ନାହିଁ ଡର

ଓ୍ବାଶିଂଟନ: ଫେସବୁକ ଏବଂ ହ୍ବାଟସ ଆପ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମର ପ୍ୟାରେଣ୍ଟ କମ୍ପାନୀ ମେଟା ପ୍ଲାଟଫର୍ମ ଆଇଏନସିର ସିଇଓ ମାର୍କ ଜୁକରବର୍ଗ ଅଣ୍ଡରଗ୍ରାଉଣ୍ଡରେ ଏକ ପ୍ରାସାଦ ନିର୍ମାଣ କରିବାକୁ ଯାଉଛନ୍ତି। ଏଥିପାଇଁ ସେ ଜମି କିଣିଛନ୍ତି ଏବଂ ଏକ...

Snake Video: ଅହିରାଜକୁ ପାଇପ୍‌ ଯୋଗେ ଗାଧୋଉଥିଲେ ବ୍ୟକ୍ତି, ଫଣାଟେକି ଗର୍ଜନ କଲା ଜନ୍ତୁ; ଭିଡିଓ ଦେଖିଲେ…

ସାପ ବିଷଧର ହୋଇଥିବା ଯୋଗୁ ତା ସହ ଲାଗିବାକୁ ଅନେକ ଡରିଥାନ୍ତି। ହେଲେ ଜଣେ ବ୍ୟକ୍ତି ସାପକୁ ଗାଧୋଇବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ତାଙ୍କ ଭିଡିଓ ଭାଇରାଲ ହେଉଛି। ଏଥିରେ ଲୋକେ ଭଳିକି ଭଳି ପ୍ରତିକ୍ରିୟା ଦେଉଛନ୍ତି।...

ଭଜା ମାଛକୁ ମୋବାଇଲ୍‌ ଭାବି କାନରେ ଲଗାଇଦେଲେ ଶିଶୁ: ଆନନ୍ଦ ମହିନ୍ଦ୍ରା କହିଲେ…

ମହିନ୍ଦ୍ରା ଗ୍ରୁପ ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ବେଳେବେଳେ ସୋସିଆଲ ମିଡିଆରେ ମଜାଳିଆ ଭିଡିଓ ଶେୟାର କରନ୍ତି। ନିକଟରେ ସେମିତି ଏକ ଭିଡିଓ ଶେୟାର କରିଥିଲେ। ଏହି ଭିଡିଓରେ ଏକ ଛୋଟ ପିଲାଙ୍କୁ ମାଛ ଭଜା ଖାଇବାକୁ ଦିଆଯାଇଛି। ପିଲାଜଣଙ୍କ ଏହାକୁ...

ପ୍ରଭୁ ଶ୍ରୀରାମଙ୍କ ପାଦ ତଳେ ଟଳିପଡ଼ିଲେ ‘ହନୁମାନ’! କେହି କିଛି ବୁଝିବା ପୂର୍ବରୁ…

ଭିବାନୀ,୨୩।୧: ହରିୟାଣାର ଭିବାନୀରେ ରାମଲୀଳା ଚାଲୁଥିବା ବେଳେ ହନୁମାନଙ୍କ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ମୃତ୍ୟୁ ଘଟିଛି। ସାଥୀ କଳାକାରମାନେ ଏହା ବୁଝିବା ପୂର୍ବରୁ ତାଙ୍କର ଜୀବନ ଚାଲିଯାଇଥିଲା। ଏହି ଘଟଣା ପରେ ପୋଲିସ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ଲାଗି...

ମାଇନସ୍‌ ୧୪ ଡିଗ୍ରୀ ତାପମାତ୍ରାରେ ରାମଙ୍କ ଭଜନରେ ଝୁମିଲେ ମହିଳା

ଅଯୋଧ୍ୟାରେ ରାମମନ୍ଦିରର ପ୍ରାଣପ୍ରତିଷ୍ଠାକୁ ସମଗ୍ର ଦେଶରେ ଉତ୍ସବର ପରିବେଶ ରହିଛି। ସୋସିଆଲ ମିଡିଆରେ ମଧ୍ୟ ରାମଙ୍କ ନାମ ପ୍ରତିଧ୍ୱନିତ ହେଉଛି। ଏହି ସମୟରେ ରାମଙ୍କ ନାମରେ ଅନେକ ଭଜନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କେବଳ ଭାରତରେ ନୁହେଁ,...

ଝିଟିପିଟି-ଅଜଗର ମଧ୍ୟରେ ହେଲା ଲଢେଇ: ଲୋମଟାଙ୍କୁରା ଭିଡିଓ ଦେଖନ୍ତୁ କିଏ ଜିତିଲା

ସାଧାରଣତଃ ଝିଟିପିଟି ଘରର କାନ୍ଥରେ ବୁଲୁଥିବାର ଦେଖାଯାଏ। ଯଦିଓ ସେଗୁଡ଼ିକ ଆକାରରେ ବହୁତ ଛୋଟ, କିନ୍ତୁ ପୃଥିବୀରେ କିଛି ଝିଟିପିଟି ଅଛନ୍ତି ଯାହାର ଆକାର କୁମ୍ଭୀର ପରି ବଡ଼। ସେଗୁଡିକ ମନିଟର ଝିଟିପିଟି ଭାବରେ ଜଣାଶୁଣା। ସେମାନଙ୍କର ଆକାର ଅନୁଯାୟୀ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri