ଫୁରସତ

ଇଏ କ’ଣ ବିଲେଇ!

ବିଲେଇ ଅନେକଙ୍କୁ ପସନ୍ଦ। ଏହି ସୁନ୍ଦର ବିଲେଇଙ୍କ ଫଟୋ ସବୁକୁ ଦେଖି ବି ଆପଣଙ୍କୁ ଭାରି ଖୁସି ଲାଗୁଥିବ। ହେଲେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏସବୁ ସତ ବିଲେଇ ନୁହେଁ। ବରଂ ସତସତିକା ବିଲେଇ ପରି ଲାଗୁଥିଲେ ହେଁ...

ଗୋଲ୍ଡଫିଡ୍‌ ପାହାଡ଼ରେ କାର୍‌ ଚାଷ

ଗାଁ ହେଉକି ସହର, ଭାରତର ଯେକୌଣସି ସ୍ଥାନକୁ ଗଲେ ସବୁଜ କ୍ଷେତ ଦେଖିବାକୁ ମିଳେ। ପ୍ରତ୍ୟେକ ସ୍ଥାନ ନିଜର କିଛି ଖାସ୍‌ ଉତ୍ପାଦନ ପାଇଁ ବି ପ୍ରସିଦ୍ଧ ଥାଏ। ଯେମିତିକି ନାଗପୁର କମଳା ପାଇଁ ତ ଉତ୍ତର ପ୍ରଦେଶ ଆମ୍ବଚାଷ...

ଜଳଚର ‘ସ୍ପିନୋସର’

ଡାଇନୋସରକୁ ନେଇ ଏକ ନୂଆ ତଥ୍ୟ ପ୍ରକାଶ କରିଛନ୍ତି ବ୍ରାଜିଲ୍‌ର ଗବେଷକମାନେ। ସେମାନେ କହିଛନ୍ତି ଯେ, ଡାଇନୋସର କେବଳ ଏକ ସ୍ଥଳଚର ପ୍ରାଣୀ ନ ଥିଲା। ସେଗୁଡ଼ିକ ଭିତରୁ ଏମିତି କିଛି ପ୍ରଜାତି ଥିଲେ, ଯେଉଁଗୁଡ଼ିକ ଉଭୟ ସ୍ଥଳଚର ଓ...

ସମୁଦ୍ର ସଫେଇ ଅଭିଯାନରେ ଯୁବକ

ସମୁଦ୍ର ପ୍ରଦୂଷଣରେ ଏବେ ଯାଉଛି ଅନେକ ଜଳଚର ପ୍ରାଣୀଙ୍କ ଜୀବନ। ତେଣୁ ଏହି ପ୍ରଦୂଷଣକୁ କମାଇବା ଲାଗି ସାରା ପୃଥିବୀରେ ଚାଲିଛି ଅନେକ ଗବେଷଣା। ତେବେ ଡଚ୍‌ ବୈଜ୍ଞାନିକ ବୋୟାନ୍‌ ସ୍ଲଟ୍‌ ଏକ ଅଭିଯାନ ଆରମ୍ଭ କରିଛନ୍ତି, ଯାହାର ନାଁ...

ସବୁଠୁ ଛୋଟ ମୋଟର ବାଇକ: ଉଚ୍ଚତା ୨.୫ ଇଞ୍ଚ, ଓଜନ ମାତ୍ର ୧.୦୮ କି.ଗ୍ରା.

ଆଜିକାଲି ଘରେ ଘରେ ବାଇକ ଅଛି। ହେଲେ ଆମେ ଏଠି ଯେଉଁ ବାଇକ କଥା କହୁଛୁ ତାକୁ କେହି କେବେ ଦେଖି ନ ଥିବେ। ଆଉ ଦେଖିଲେ ଆଶ୍ଚର୍ଯ୍ୟ ନିହାତି ହୋଇଯିବେ। କାରଣ ଏହା ହାତପାପୁଲିରେ ରହିଯାଏ। ହେଲେ ଏହା...

ଭାଙ୍ଗିଗଲା ପରି ଲାଗେ ଏହି ଆସବାବପତ୍ର

କେଉଁ ଆଲମାରୀ ଫାଟିଯାଇଛି ତ କେଉଁଟି ମଝିରୁ ଦୁଇଫାଳ ହେଇଛି। ଆଉ କାହାର ମଝିରେ କିଛି ବାଜି କଣା ହୋଇଯାଇଛି। ଏହିସବୁ ଆଲମାରୀ ଦେଖିବାକୁ ଏହିଭଳି ଭଙ୍ଗା ଫଟା। କିନ୍ତୁ ବାସ୍ତବରେ ସେଇୟା ନୁହେଁ। ଭଙ୍ଗା ଦେଖାଯାଉଥିଲେ ହେଁ ଏସବୁ...

ରୋଜଗାର ଟଙ୍କାରେ ନିଜ ଖର୍ଚ୍ଚ ତୁଲାଉଥିଲି: ଓଡ଼ିଶୀ ନୃତ୍ୟଶିଳ୍ପୀ ରୋମା

ଶ୍ରୀକ୍ଷେତ୍ର ପୁରୀରେ ମୋର ଜନ୍ମ। ଏଠାରୁ ପ୍ରାଥମିକ ଶିକ୍ଷା ସମାପ୍ତ କରି ଜାମ୍‌ସେଦ୍‌ପୁରରେ ଯାଇ ପଢିଥିଲି। ପାଠପଢ଼ା ମୋର ଏଯାଏଁ ବି ସରିନି। ବର୍ତ୍ତମାନ ମୋର ଲ’ ପ୍ରାକ୍ଟିସ୍‌ ଚାଲିଛି। ପାଠପଢ଼ା ସହିତ ମାତ୍ର ୪ବର୍ଷ ବୟସରୁ ମୁଁ ଓଡ଼ିଶୀ...

କମାରଶାଳର ରାଣୀ: ପରିବାର ପାଇଁ କୌଳିକ ବୃତ୍ତିକୁ ଆପଣେଇ ନେଇଛନ୍ତି ନିମାପଡ଼ାର ସୁନୀତା

ଯେଉଁଠି କମାରଶାଳରେ କାମ କରିବା ପରି ଏକ କଷ୍ଟ କାମ ପ୍ରତି ପୁଅମାନେ ବୀତସ୍ପୃହ ହେଲେଣି। ସେଠାରେ ଝିଅଟିଏ ହୋଇବି ସୁନୀତା ବାପାଙ୍କ କୌଳିକ ବୃତ୍ତିକୁ ଆପଣେଇ ପରିବାର ଚଳାଇବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି… ଆଜିକାଲି ଗଁାଗଣ୍ଡାରେ...

ପାଖରେ ଅଛି ଆଇନ ଡିଗ୍ରୀ: ପେସା ଟ୍ରକ୍‌ ଡ୍ରାଇଭର

ଭୋପାଳ,୮।୩: ମଧ୍ୟପ୍ରଦେଶ ଭୋପାଳର ୪୯ ବର୍ଷୀୟା ଯୋଗିତା ଜଣେ ଉଚ୍ଚ ଶିକ୍ଷିତା ହୋଇଥିବା ବେଳେ ପରିବାର ଭରଣପୋଷଣ ପାଇଁ ଟ୍ରକ୍‌ ଡ୍ରାଇଭର ପାଲଟି ଯାଇଛନ୍ତି। ସହର ବଜାରରେ ମହିଳାମାନେ ଗାଡି ଚଳାଇବା ଦେଖିବାକୁ ମିଳିବା ଏବେ ଏକ ସାଧାରଣ ଘଟଣା...

ଆମେ ବି ପାରିବୁ

ଲକ୍ଷ୍ୟ ଥିଲା ସ୍ବରୋଜଗାରକ୍ଷମ ହେବା। ମନରେ ବି ଥିଲା ଅଦମ୍ୟ ସାହସ। ପୁଣି ଖାତିର ନ ଥିଲା ସମାଜର ଟାହିଟାପରାକୁ। ଆଉ ଏହି ନିଶା ହିଁ ପ୍ରମାଣ କରି ଦେଖାଇଲାଯେ, କୌଣସି କ୍ଷେତ୍ରରେ ପୁରୁଷଠୁଁ କମ୍‌ ନୁହେଁ ନାରୀ। ଆଜି...

ହାର୍‌ ମାନିଛି ବୟସ: ପ୍ରତିବନ୍ଧକ ସାଜିପାରିନାହିଁ ବାର୍ଦ୍ଧକ୍ୟ, ସଫଳତା ପାଇ ସାଜିଛନ୍ତି ଉଦାହରଣ

ଘର ସଂସାର ଜଞ୍ଜାଳ କରୁ କରୁ ଅଧିକାଂଶ ନାରୀଙ୍କ ଜୀବନର ବହୁ ମୂଲ୍ୟବାନ ବର୍ଷସବୁ ବିତିଯାଏ। ଘର ପାଲଟିଯାଏ ତାଙ୍କ ପାଇଁ ଦୁନିଆ। ତାରି ଭିତରେ ରହି ଜଞ୍ଜାଳରେ ପେଷି ହୋଇ କେତେବେଳେ ଯେ ବୟସ ଗଡ଼ି ବାର୍ଦ୍ଧକ୍ୟ ଚାଲିଆସେ...

ହରାଇପାରିନି କର୍କଟ: ସମାଜସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ବିଜୟଲକ୍ଷ୍ମୀ

ପ୍ରତି ମୁହୂର୍ତ୍ତରେ ସେ କର୍କଟ ଭଳି ଦୁରାରୋଗ୍ୟ ସହ ଲଢେଇ ଜାରି ରଖିଛନ୍ତି। ମୃତ୍ୟୁକୁ ଅତି ନିକଟରୁ ଦେଖୁଛନ୍ତି। ତଥାପି ହାର୍‌ ମାନିନାହାନ୍ତି। ନିଜେ ବଞ୍ଚତ୍ବା ସହ ଅନ୍ୟମାନଙ୍କ ପାଇଁ ବଞ୍ଚତ୍ବାର ରାହା ପାଲଟିଛନ୍ତି। ଅସହାୟ ଓ ଅନାଥମାନଙ୍କୁ ସାହାରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri