ଫୁରସତ

ଡେକୋରେଟେଡ୍‌ ଟୟଲେଟ୍‌ ସିଟ୍‌ ସଂଗ୍ରହାଳୟ

ଅନେକ ଅଜବ ସଂଗ୍ରହାଳୟ ସମ୍ପର୍କରେ ଆମେ ଆଗରୁ କହିଛୁ। ତେବେ ଏଠି ଯେଉଁ ସଂଗ୍ରହାଳୟ କଥା କୁହାଯାଉଛି, ସେ ବି ବହୁତ ଖାସ୍‌। କାରଣ ଏ ହେଉଛି ସୁସଜ୍ଜିତ ଟୟଲେଟ୍‌ ସିଟ୍‌ର ସଂଗ୍ରହାଳୟ। ବାର୍ନି ସ୍ମିଥ୍‌ ନାମକ ଜଣେ ବ୍ୟକ୍ତି...

ଉଲ୍‌ରେ ତିଆରି ପ୍ରକୃତିର ଛବି

ଏମ୍ବ୍ରୋଡରି ଏକ ବହୁ ପୁରାତନ କଳା। ଏଥିରେ କାରିଗର ଭିନ୍ନ ଭିନ୍ନ କଳାକୃତି ତିଆରି କରନ୍ତି। ନିକଟରେ ଜଣେ ମହିଳା ପ୍ରକୃତିର ବିଭିନ୍ନ ଦୃଶ୍ୟକୁ ଏମ୍ବ୍ରୋଡରିରେ ତିଆରି କରିଛନ୍ତି। ଆଉ ତାହା ଏତେ ନିଖୁଣ ଓ ଅବିକଳ ହୋଇଛି ଯେ,...

ଚିନ୍ମୟ ଚିନ୍ତନ: ନିଜର ମାଲିକ ବାଛିଲେଣି କି

ଆପଣଙ୍କ କ୍ଷେତରେ ବୁଲାଗାଈଟିଏ ପଶିଗଲା। ଫସଲରୁ ଯାହା ଖାଇଲା ଖାଇଲା, ଦଳି ମନ୍ଥି ଗୁଡାଏ ନଷ୍ଟକଲା। ଖବର ପାଇ ଠେଙ୍ଗାଟିଏ ନେଇ ଆପଣ ଦୌଡିଲେ। ହାତ ପାହାନ୍ତାରେ ପଡିଗଲା ଗାଈଟି। ଆପଣ କ’ଣ କରିବେ? ଗାଈକୁ ରାଗରେ ପିଟିବେ ନା...

ଶଙ୍ଖର ମହତ୍ତ୍ୱ

ହିନ୍ଦୁ ଧର୍ମରେ ଶଙ୍ଖର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ସେଥିପାଇଁ ପ୍ରାୟ ସମସ୍ତଙ୍କ ଘରେ ଶଙ୍ଖ ଥିବା ଦେଖିବାକୁ ମିଳିଥାଏ। ତେବେ ଘରେ ଶଙ୍ଖ ରଖିଲେ କିମ୍ବା ଶଙ୍ଖ ବଜାଇଲେ କ’ଣ ଶୁଭ ଫଳ ମିଳିଥାଏ, ଆସନ୍ତୁ ଜାଣିବା ସେ...

ଫ୍ୟାଶନ୍‌ରେ ନୂଆ ସମ୍ଭାବନା

ସ୍ବପ୍ନ ଥିଲା କିଛି ନୂଆ କରିବାର। ନିଜର ଏକ ପରିଚୟ ତିଆରି କରିବାର। ନୂଆ ନୂଆ ପୋଷାକ ପ୍ରତି ରୁଚି ତାଙ୍କୁ ପ୍ରେରଣା ଦେଇଥିଲା ‘ଫ୍ୟାଶନ ଡିଜାଇନ’ରେ କ୍ୟାରିୟର କରିବାକୁ। ଇଏ ଥିଲେ ପୁରୀ ବାସେଳି ସାହି ନିବାସୀ ପିତା...

ପ୍ରଥମ ଦରମାରେ ଗରିବ ମେଧାବୀ ପିଲାଙ୍କୁ ସାହାଯ୍ୟ କରିଥିଲି: ଶିକ୍ଷାବିତ୍‌ ଡ.ବିଷ୍ଣୁ ଚରଣ ସାହୁ

ଶିକ୍ଷାବିତ୍‌, ଲେଖକ ତଥା ସମାଜସେବୀ ଡ.ବିଷ୍ଣୁ ଚରଣ ସାହୁ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି… ଯାଜପୁର ଜିଲା ବିଞ୍ଝାରପୁର ଥାନା ଅନ୍ତର୍ଗତ ନାଉପାଳ ଗାଁରେ ମୋର ଜନ୍ମ। ସ୍ଥାନୀୟ ଶ୍ରୀବନ୍ତ ଉଚ୍ଚ ବିଦ୍ୟାଳୟରୁ ଏକାଦଶ ଶ୍ରେଣୀ ପାସ୍‌...

୬ ଭାରତୀୟ ଲେଖିକା

ସର୍ବ ଭାରତୀୟ ସାହିତ୍ୟ ଜଗତରେ ଏବେ ଏକ ପ୍ରକାରର ପରିବର୍ତ୍ତନର ଅବହାଓ୍ବା ପ୍ରବାହିତ ହେଉଛି। ବଦଳୁଥିବା ସମୟର ସ୍ବରକୁ ଥିମ୍‌ ଭାବରେ ନିଆଯାଇ ଉପନ୍ୟାସ ରଚନା କରିବା ଏକ ଟ୍ରେଣ୍ଡ ପାଲଟିଛି। ବିଶେଷକରି ସମ୍ପ୍ରତି ଏକବିଂଶ ଶତାବ୍ଦୀରେ ସମ୍ପର୍କକୁ ନେଇ...

ଓଡ଼ିଶାର ଲୋକ ବାଦ୍ୟ: ନାମକରଣ ପଛରେ ଯୋଡ଼ିହୋଇଛି ଲୋକକାହାଣୀ, କିମ୍ବଦନ୍ତୀ

ଅନେକ ଲୋକବାଦ୍ୟ ନଟଦେବତା ଶିବଙ୍କଠାରୁ ସୃଷ୍ଟି ହୋଇଥିବାର ବିଭିନ୍ନ କାହାଣୀ ଓ କିମ୍ବଦନ୍ତୀ ରହିଛି। ମାତ୍ର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳୁଥିବା ପାରମ୍ପରିକ ଲୋକବାଦ୍ୟର ସ୍ବତନ୍ତ୍ରତା ରହିଛି। ବିଭିନ୍ନ ପ୍ରକାର ଲୋକବାଦ୍ୟ ମାଙ୍ଗଳିକ, ଆଧାତ୍ମିକ କିମ୍ବା ସାଂସ୍କୃତିକ ମନୋରଞ୍ଜନ ଆଦି...

୧୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା ଟେଲିଫୋନ୍‌

ଓ୍ବାଶିଂଟନ,୨୩।୨: ହିଟଲରଙ୍କ ଶାସନ ସମୟରେ ତାଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଟେଲିଫୋନ୍‌ ୧୦ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ପ୍ରକୃତରେ ଏହି ଟେଲିଫୋନରେ ନାଜି ବାହିନୀଙ୍କୁ ଆଦେଶ ଦେଇ ହିଟଲର ଲୋକଙ୍କ...

ପର୍ଯ୍ୟଟନରେ ଜେଜୁରୀର ଖଣ୍ଡୋବା ମନ୍ଦିର

ମହାରାଷ୍ଟ୍ରର ପୁଣେ ଜିଲା ଅନ୍ତର୍ଗତ ଏକ ମନ୍ଦିରମାଳିନୀ ସହର ଭାବେ ଜେଜୁରୀର ବେଶ୍‌ ଖ୍ୟାତି ରହିଛି। ଖଣ୍ଡୋବା ମନ୍ଦିର ହେଉଛି ଏଠାକାର ସବୁଠୁ ବଡ଼ ଆକର୍ଷଣ। ମରାଠୀ ଭାଷାରେ ଏହା ‘ଖଣ୍ଡୋବାଚୀ ଜେଜୁରୀ’ ନାମରେ ମଧ୍ୟ ପ୍ରସିଦ୍ଧିଲାଭ କରିପାରିଛି। ଉକ୍ତ...

ଡାକ୍ତରଙ୍କୁ ରାଗରେ ଚାହିଁଲା ନବଜାତ ଶିଶୁ

ରିୟୋ ଡି ଜେନେରିୟୋ,୨୩।୨: ନବଜାତ ଶିଶୁ ପୁଣି ରାଗିବା ଶୁଣିଲେ କାହାକୁ ବି ବିଶ୍ୱାସ ହେବ ନାହିଁ। ତେବେ ବ୍ରାଜିଲ୍‌ରେ ଏଭଳି ଏକ ଘଟଣା ଘଟିଛି। ଏହି ଘଟଣାର ଫଟୋ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ...

ଏୟାର ବେଲୁନରେ ୩୨୮୦ ଫୁଟ ଉପରେ ନାଚିଲେ ୨୬ ବର୍ଷ ବୟସ୍କ ଯୁବକ

ପ୍ୟାରିସ୍‌, ୨୩।୨: କିଛି ନୂଆ କରି ଦେଖାଇବା ପାଇଁ କେତେକଙ୍କ ମଧ୍ୟରେ ଆଗ୍ରହ ରହିଥାଏ। ଏହାର ସଦ୍ୟତମ ଉଦାହରଣ ପାଲଟିଛନ୍ତି ଜଣେ ଯୁବକ। ଫ୍ରାନ୍ସ୍‌ର ୨୬ ବର୍ଷ ବୟସ୍କ ଯୁବକ ରେମି ଓଭରାର୍ଡ ଏକ ହଟ୍‌ ଏୟାର ବେଲୁନରେ ଠିଆ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri