ବର୍ତ୍ତମାନ ଚାଲିଛି ଭାଲେଣ୍ଟାଇନ୍ସ ଓ୍ବିକ୍ ବା ପ୍ରେମସପ୍ତାହ। ପ୍ରେମୀଯୁଗଳ ଏହି ସପ୍ତାହରେ ଅସୁମାରୀ ସ୍ବପ୍ନ ଦେଖିଥାନ୍ତି। ନିଜର ସାଥୀ ସହ ପ୍ରତି ମୁହୂର୍ତ୍ତକୁ କେମିତି ସ୍ପେଶାଲ ବା ସ୍ମରଣୀୟ କରିବେ ସେ ନେଇ ବେଶ୍ ଉତ୍ସାହିତ ରହିଥାନ୍ତି। ଖାସ୍ ଏଥିପାଇଁ...
ନୂଆଦିଲ୍ଲୀ,୧୦।୨: ଟୁଇଟରରେ ଏବେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି। ଏହା କୌଣସି ସେଲିବ୍ରିଟିଙ୍କର ନୁହେଁ ବରଂ ଏକ ଘଡିଆଲ କୁମ୍ଭୀରର। ଏହି ଫଟୋରେ ଦେଖାଯାଇଛି ଗୋଟିଏ ଘଡିଆଲ କୁମ୍ଭୀର ତା’ର ଛୁଆଙ୍କୁ ପାଣିରୁ ଛାଣି କୂଳକୁ ଆଣିବାକୁ ଚେଷ୍ଟା...
ଓ୍ବାଶିଂଟନ,୧୦।୨: ଆମେରିକାରେ ବାଣଫୁଟାରେ ଏକ ରେକର୍ଡ ହୋଇଛି। ଏହି ବାଣ ଭୂପୃଷ୍ଠଠାରୁ ଦେଢ଼ କିମି ଉପରେ ଫୁଟିଛି। କୋଲୋରାଡାରେ ହୋଇଥିବା ଓ୍ବିଣ୍ଟର ଫେଷ୍ଟିଭାଲରେ ଏଭଳି କରାଯାଇଛି। ୧.୩ ଟନ୍ ବାରୁଦରେ ଏହି ବାଣ ତିଆରି ହୋଇଥିଲା। ଏହି ବାଣର ଉଚ୍ଚତା...
Archives
Model This Week
ପିଲାଙ୍କ ଧରିତ୍ରୀ