ସିଙ୍ଗାପୁରର କାଭେନାଘ ବ୍ରିଜ୍। ଏହି ଐତିହାସିକ ବ୍ରିଜ୍ରେ ଅଛି କିଛି ଜୀବନ୍ତ ଲାଗୁଥିବା ପ୍ରତିମୂର୍ତ୍ତି। ସେଗୁଡିକୁ ଦେଖିଲେ ଲାଗେ ସତେଯେମିତି ସଚଳ ମଣିଷ ହଠାତ୍ ସ୍ଥାଣୁ ପାଲଟି ଯାଇଛନ୍ତି। ଏହିସବୁ ପ୍ରତିମୂର୍ତ୍ତି ମଧ୍ୟରେ ନଦୀକୁ ଗାଧୋଇବା ପାଇଁ ଲମ୍ଫ ପ୍ରଦାନ...
ଚାଇନାର ସଙ୍ଗିତ ପ୍ରଯୋଜକ ତଥା ଚିତ୍ରକର ଗୁଓ ଫେଙ୍ଗ୍ ଏବେ ସଙ୍ଗିତ ଅପେକ୍ଷା ତାଙ୍କର ପେଣ୍ଟିଂ ପାଇଁ ଅଧିକ ପରିଚିତ ହୋଇପାରିଛନ୍ତି। ୧୯୯୧ ମସିହାରୁ ଏପର୍ଯ୍ୟନ୍ତ ସେ ୩୦୦ରୁ ଊର୍ଦ୍ଧ୍ୱ ପେଣ୍ଟିଂ କରିସାରିଲେଣି। ତେବେ ପୃଥିବୀର ସବୁଠାରୁ ଲମ୍ବା ପ୍ରାଚୀର...
ସୁରଟର ଦୁଇ ଗହଣା ନିର୍ମାତା ବିଶାଳ ଓ ଖୁସ୍ବୁ ଅଗ୍ରଓ୍ବାଲ ଏକ ଖାସ୍ ଗହଣା କରି ଗିନିଜ୍ ଓ୍ବାର୍ଲଡ୍ ରେକର୍ଡରେ ସ୍ଥାନ ପାଇଛନ୍ତି। ଏହି ଗହଣାଟି ହେଉଛି ହୀରାର ଏକ ମୁଦି। ୧୮ କ୍ୟାରେଟ୍ ରୋଜ୍ ଗୋଲ୍ଡରେ ନିର୍ମିତ ଏହି...
Archives
Model This Week
ପିଲାଙ୍କ ଧରିତ୍ରୀ