ଫୁରସତ

ଜାପାନୀ ଶିଳ୍ପପତି ନିଜ ଟୁଇଟର ଫଲୋଅର୍ସଙ୍କୁ ବାଣ୍ଟିବେ ୪୬ କୋଟି…

ଟୋକିଓ, ୯।୧: ପୃଥିବୀର ବିଭିନ୍ନ ଲୋକଙ୍କ ମଧ୍ୟରେ ଭିନ୍ନ ଭିନ୍ନ ସଉକ ଦେଖିବାକୁ ମିଳିଥାଏ। ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଜାପାନର ଶିଳ୍ପପତି ୟୁସାକୁ ମିଜାବା। ସେ ନିଜ ଟୁଇଟର ଫଲୋଅର୍ସଙ୍କୁ ଖୁସି କରିବା ପାଇଁ ଏକ ନିଆରା ପଦକ୍ଷେପ...

ପୃଥିବୀଠାରୁ ବଡ଼ ଗ୍ରହର ମିଳିଲା ସନ୍ଧାନ: ମାତ୍ର ୩୭ ଦିନରେ ହେଉଛି ଏକ ବର୍ଷ

ଓ୍ବାଶିଂଟନ୍‌, ୯।୧: ପୃଥିବୀଠାରୁ ଏକ ବଡ଼ ଗ୍ରହର ସନ୍ଧାନ ମିଳିଛି। ଏଲିଅନ୍‌ଙ୍କ ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଥିବା ସ୍ପେସକ୍ରାଫ୍ଟର ଟେଲିସ୍କୋପ୍‌ ଦ୍ୱାରା ଏହି ଗ୍ରହର ଉପସ୍ଥିତି ବିଷୟରେ ଜଣାପଡ଼ିଛି। ଏହା ପୃଥିବୀଠାରୁ ଶହେ ଆଲୋକ ବର୍ଷ ଦୂରରେ ରହିଛି। ଗ୍ରହର...

ଆଉ ଦେଖିବାକୁ ମିଳିବନି ଲାଲ୍‌ରଙ୍ଗର ସେଓ

ସାଧାରଣତଃ ବଜାରରେ ଲାଲ୍‌ରଙ୍ଗର ସେଓ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ। ମାତ୍ର ଏବେ ଆଉ ଏହି ସେଓ ଦେଖିବାକୁ ମିଳିବନି। ଏଥିପାଇଁ ପରିବର୍ତ୍ତିତ ଜଳବାୟୁ ହିଁ ଦାୟୀ ବୋଲି ବୈଜ୍ଞାନିକମାନେ କହୁଛନ୍ତି। ଆଜିକାଲି ବଜାରରେ ଯେଉଁ ସେଓ ଦେଖିବାକୁ ମିଳୁଛି...

ଫ୍ୟାଶନରେ ଆଗରେ ଥିଲେ ପ୍ରାଚୀନ ଭାରତୀୟ

ନୁଆଦିଲ୍ଲୀ: ସୋସିଆଲ ମିଡିଆ ଏବେ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଦୂରଦୂରାନ୍ତରେ ରହୁଥିବା ଲୋକଙ୍କ ସହ ଯୋଗାଯୋଗରେ ରହିବାର ଏହା ମୁଖ୍ୟ ମାଧ୍ୟମ ପାଲଟିଥିବା ବେଳେ ଦେଶବିଦେଶର ଟିକିନିଖି ଖବର ମଧ୍ୟ ଏହା ମାଧ୍ୟମରେ ସମସ୍ତଙ୍କ ନିକଟରେ ଖୁବ୍‌ ସହଜରେ...

ରାଷ୍ଟ୍ରପତିଙ୍କ ଗୋଟିଏ ଟୁଇଟ୍‌ ଯୋଗୁ ଭାରତରେ ବିବାହ କଲେ ଆମେରିକା ଯୁବତୀ

ଥିରୁଭାନନ୍ତପୁରମ୍‌, ୯।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗୋଟିଏ ଟୁଇଟ୍‌ ଯୋଗୁ ଜଣେ ଆମେରିକା ମହିଳା ଭାରତରେ ବିବାହ କରିଛନ୍ତି। ଆଶଲେ ହଲ୍‌ ନାମକ ଜଣେ ଯୁବତୀଙ୍କ ବିବାହ କୋଚିର ଏକ ହୋଟେଲରେ ଅନୁଷ୍ଠିତ ହେବାର ଥିଲା। ସେ ୮ ମାସ...

୨୦୧୯ରେ ସବୁଠୁ ବେଶି ବଦଳିଛି ପାଗ

ନୂଆଦିଲ୍ଲୀ: ଭାରତରେ ବିଶ୍ୱତାପନ(ଗ୍ଲୋବାଲ୍‌ ଓ୍ବାର୍ମିଂ)ର ପ୍ରଭାବ ସ୍ପଷ୍ଟ ଅନୁଭୂତ। ୧୯୦୧ ମସିହା ପରେ ୨୦୧୯ ଭାରତରେ ସପ୍ତମ ଉତ୍ତପ୍ତ ବର୍ଷ ଥିଲା। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ(ଆଇଏମ୍‌ଡି) ପକ୍ଷରୁ ନିକଟରେ ମିଳିଥିବା ତଥ୍ୟରୁ ଏହା ଜଣାପଡ଼ିଛି। ଦେଶରେ ୨୦୧୬କୁ ସର୍ବାଧିକ...

ଘରଭଡ଼ାରୁ ମୁକ୍ତି ପାଇଁ ଯୁବତୀ ନେଲେ ଏମିତି ପଦକ୍ଷେପ

ଏଡିନ୍‌ବର୍ଗ: ଘରଭଡ଼ା ଦେଇ ଜଣେ ୨୫ ବର୍ଷୀୟା ଯୁବତୀ ଏତେ ବିରକ୍ତି ହୋଇଯାଇଥିଲେ ଯେ, ଶେଷରେ ୩୫ ବର୍ଷର ଏକ ପୁରୁଣା ଭ୍ୟାନ କିଣି ନିଜର ଘର କରିଦେଇଛନ୍ତି। ସ୍କଟ୍‌ଲାଣ୍ଡ୍‌ର ପେସ୍ଲେ ସହରରେ ରହୁଥିବା କ୍ୟାଟ୍‌ଲିନ୍‌ ମନେ ୩ ହଜାର...

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ୯୦ ହଜାର ଜୀବଜନ୍ତୁଙ୍କ ଜୀବନ ବଞ୍ଚାଇଲେଣି ଗୋଟିଏ ପରିବାର

କାନବେରା,୯।୧: ଅଷ୍ଟ୍ରେଲିଆରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଫଳରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି। ଦୀର୍ଘ ୪ ମାସ ହେବ ଜଙ୍ଗଲରେ ଲାଗିଥିବା ଏହି ନିଆଁ ଏବେ ଚରମସୀମାରେ ପହଞ୍ଚିଛି। ଫଳରେ ଜଙ୍ଗଲରେ ଥିବା ପାଖାପାଖି ୫୦ କୋଟି...

ସମ୍ପର୍କ ଯୋଡ଼ିବାର ମାଧ୍ୟମ

୧୯୧୫ ମସିହା ୯ ଜାନୁୟାରୀରେ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ସ୍ବଦେଶ ଫେରିଥିଲେ। ଏହି ଦିବସକୁ ସ୍ମରଣ କରିବା ଲାଗି ଭାରତ ସରକାରଙ୍କ ଦ୍ୱାରା ପ୍ରତିବର୍ଷ ଏହି ଦିନକୁ ପ୍ରବାସୀ ଭାରତୀୟ ଦିବସ ଭାବେ ପାଳନ କରାଯାଉଛି। ୨୦୦୩ରୁ ଏହି...

୯୪ ବର୍ଷ ବୟସରେ ଆରମ୍ଭ କଲେ ବ୍ୟବସାୟ

ମହିନ୍ଦ୍ରା ଗ୍ରୁପ୍‌ର ଚେୟାରମ୍ୟାନ ଆନନ୍ଦ ମହିନ୍ଦ୍ରା ବିଭିନ୍ନ ସମୟରେ ନିଜ ଟୁଇଟରରେ ଲୋକଙ୍କୁ ପ୍ରେରଣା ଦେବା ଭଳି କାହାଣୀ ଶେୟାର କରିଥାନ୍ତି। ଏବେ ସେ ଚଣ୍ଡିଗଡ ୯୪ ବର୍ଷୀୟା ହରଭଜନ କୌରଙ୍କ କାହାଣୀ ଶେୟାର କରିଛନ୍ତି। ପରିଣତ ବୟସରେ ହରଭଜନ...

ଚାଇନା ଆକାଶରେ ଦେଖାଗଲା ଏକାଥରକେ ୩ ସୂର୍ଯ୍ୟ

କୁହାଯାଏ, ପ୍ରକୃତି ସୌନ୍ଦର୍ଯ୍ୟର ଉପମା ନାହିଁ। ଏହାର ଏକ ଝଲକ ଦେଖିବାକୁ ମିଳିଛି ଚାଇନାରେ। ଏକାଥରକେ ଚାଇନା ଆକାଶରେ ୩ଟି ସୂର୍ଯ୍ୟ ଦେଖିବାକୁ ମିଳିଥିଲା। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଏହି ଅଦ୍ଭୁତ ଦୃଶ୍ୟ ଦେଖି ଲୋକେ ମଧ୍ୟ ଆଶ୍ଚର୍ଯ୍ୟ...

କୁକୁରକୁ ହେଲମେଟ୍‌ ପିନ୍ଧାଇ ବାଇକ୍‌ରେ ବୁଲାଇଲେ ମାଲିକ: ସୋସିଆଲ୍‌ ମିଡ଼ିଆରେ ଭାଇରାଲ; ଲୋକେ କଲେ ପ୍ରଶଂସା

ଚେନ୍ନାଇ,୮।୧: ଏବେ ସୋସିଆଲ୍‌ ମିଡ଼ିଆରେ କୁକୁରକୁ ହେଲମେଟ୍‌ ପିନ୍ଧାଇ ବାଇକ୍‌ରେ ବୁଲାଇଥିବା ଜଣେ ମାଲିକଙ୍କ ଫଟୋ ଏବଂ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଏହାର ତାମିଲନାଡୁର ବୋଲି କୁହାଯାଉଛି। ମାଲିକ ଜଣକ ନିଜ ପୋଷା କୁକୁରକୁ ପଛରେ ବସାଇ ହେଲମେଟ୍‌...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri