ଫୁରସତ

ବିବାହ କରିବେ ଓଡ଼ିଶାର ‘ଛପାକ୍‌’ ପ୍ରମୋଦିନୀ

କଟକ ଅଫିସ,୧୭ା୧: ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଡ଼ିଶାର ‘ଛପାକ୍‌’ ତଥା ଏସିଡ୍‌ ପୀଡ଼ିତା ପ୍ରମୋଦିନୀ ରାଉଳ। ଏସିଡ୍‌ ଆକ୍ରମଣର ଶିକାର ହେବା ପରେ ଦୀର୍ଘବର୍ଷ ଧରି ତାଙ୍କ ସୁଖଦୁଃଖର ସାଥୀ ଭାବେ ଛିଡ଼ା ହୋଇଥିବା କଟକର ସରୋଜ...

ହାତରେ ତଲଓ୍ବାର ଧରି କଲେ ରିପୋର୍ଟିଂ: ଭିଡିଓ ଭାଇରାଲ

ବଲିଉଡ୍‌ ମୁଭି ବଜରଙ୍ଗି ଭାଇଜାନର ଖବର ଦାତା ଚାନ୍ଦ ନଓ୍ବାବଙ୍କ କଥା ସମସ୍ତଙ୍କୁ ଅଳ୍ପ ବହୁତେ ଜଣାଥିବ। ଏବେ ପାକିସ୍ତାନର ଏମିତି ଜଣେ ଖବରଦାତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯିଏ ହାତରେ ତଲଓ୍ବାର ଧରି ଖବର ସଂଗ୍ରହ...

୧୭ ବର୍ଷରେ ୧୯୦ ସେମି କେଶ…

ସୁରଟ, ୧୬।୧: ସୁରଟର ଜଣେ ୧୭ ବର୍ଷ ବୟସ୍କା ବାଳିକା ନିଜର କେଶ ପାଇଁ ଏବେ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ସ୍ଥାନୀୟ ଅରଓ୍ବଲୀ ଜିଲାର ମୋଡ଼ାସ୍‌ ରହୁଥିବା ନୀଲାଶିଂ ପଟେଲଙ୍କର କେଶର ଲମ୍ବ ୧୯୦ ସେମି। ପୃଥିବୀର ଲମ୍ବା କେଶ...

ନରରାକ୍ଷସ: ଶ୍ମଶାନରୁ ୧୫୦ ମୃତଦେହ କାଢ଼ି ଖାଇସାରିଲେଣି

କାହାଣୀରେ ଶୁଣିଥିବେ ନରରାକ୍ଷସ କଥା। ଯେ କି ଜିଅନ୍ତା ମଣିଷ ମାରି ଖାଇଥାନ୍ତି। ମାତ୍ର ଆଜି ମଧ୍ୟ ଦୁନିଆରେ ନରରାକ୍ଷସ ଅଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଛି। ତଥାପି ସତ। ଏପରି ଦେଖିବାକୁ ମିଳିଛି ପାକିସ୍ତାନରେ। ଏଠାରେ ଦୁଇଭାଇ ଶ୍ମଶାନରୁ ମୃତଦେହ...

ମିଛ କହିଲେ ହାଡ଼ ଦୁର୍ବଳ ହୁଏ

ଫରିଦାବାଦ୍‌: ଜଣେ ବ୍ୟକ୍ତି ଶାରୀରିକ ଭାବେ ସୁସ୍ଥ ରହିବା ଫଳରେ ଅନେକ ରୋଗଠାରୁ ଦୂରେଇ ରହିଥାଆନ୍ତି। ଫଳରେ ଶରୀରର ହାଡ଼ ମଜଭୁତ ହେବା ସହ ଫ୍ରାକ୍ଚର ହେବାର ସମ୍ଭାବନା ମଧ୍ୟ କମ୍‌ ଥାଏ। କିନ୍ତୁ ଏହାର ବିପରୀତରେ କାର୍ଯ୍ୟ କରିବା...

ଅଦରକାରୀ ପାର୍ଟସ୍‌ରେ ଦିବ୍ୟାଙ୍ଗ ତିଆରି କଲେ ଇ-ବାଇକ୍‌

ସୁରଟ୍‌: ଦୃଢ଼ ଇଚ୍ଛାଶକ୍ତି ଆଗକୁ ବାଟ କଢାଇନିଏ ଯାହା ହୋଇଛି ବିଷ୍ଣୁ ପଟେଲଙ୍କ କ୍ଷେତ୍ରରେ। ଗୁଜରାଟର ସୁରଟ୍‌ ନିବାସୀ ବିଷ୍ଣୁ ଜଣେ ଦିବ୍ୟାଙ୍ଗ। ବୟସ ୬୦ ବର୍ଷ। ପିଲାବେଳୁ ସେ ପୋଲିଓରେ ଆକ୍ରାନ୍ତ ହେବା ପରେ ଚାଲି ପାରୁନାହାନ୍ତି। ବେଶି...

ହିନ୍ଦୁ ରୀତିନୀତିରେ ମାଙ୍କଡ଼ର ଅନ୍ତିମ ସଂସ୍କାର

ଦଭାନ୍‌ଗିରି: ଅନେକ ସମୟରେ ପଶୁମାନଙ୍କର ବ୍ୟବହାର ସମସ୍ତଙ୍କୁ ପ୍ରଭାବିତ କରିଥାଏ। ଏହାଦ୍ୱାରା ପଶୁ ଓ ଲୋକମାନଙ୍କ ମଧ୍ୟରେ ନିବିଡ଼ତା ବଢିଯାଏ, ଯାହା ଘଟିଛି କର୍ନାଟକର ଛନ୍ନାଗିରି ତହସିଲ ଅନ୍ତର୍ଗତ ଏସ୍‌ଭିଆର୍‌ କଲୋନୀରେ। ଏହି କଲୋନୀକୁ କିଛିଦିନ ତଳେ ଦଳେ ମାଙ୍କଡ଼...

ଜାଣନ୍ତୁ କୁକୁର କାନ୍ଦିବା ପଛରେ କ’ଣ ରହିଛି କାରଣ

ପ୍ରତି ଧର୍ମରେ ଭିନ୍ନ ଭିନ୍ନ କଥା ସମ୍ପର୍କରେ ବର୍ଣ୍ଣନା କରାଯାଇଛି। କିଛି କଥା ମଣିଷ ଉପରେ ଆଧାରିତ ହୋଇଥିବାବେଳେ ଆଉ କିଛି ପଶୁପକ୍ଷୀଙ୍କ ଉପରେ। ଏଥିମଧ୍ୟରୁ କୁକୁର କାହିଁକି ରାତିରେ ଭୁକିଥାଏ ବା କାନ୍ଦିଥାଏ ବୋଲି ବର୍ଣ୍ଣିତ ଅଛି। ତାହା...

ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁର ଧୂଆଁରେ ସମଗ୍ର ବିଶ୍ୱ ହେବ ପ୍ରଭାବିତ

ଓ୍ବାଶିଂଟନ୍‌: ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁରୁ ବାହାରିଥିବା ଧୂଆଁ ସମଗ୍ର ପୃଥିବୀର ୪୦ ହଜାର ୭୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିବା ସମ୍ଭାବନା ରହିଛି। ଏବେସୁଦ୍ଧା ଅଧା ଅଂଶରେ ବ୍ୟାପି ସାରିଲାଣି। ନାସା ବୈଜ୍ଞାନିକ ସାଟେଲାଇଟ୍‌ ମାଧ୍ୟମରେ ଏହାକୁ ଟ୍ରାକ୍‌ କରିଛନ୍ତି। ଏହି...

ମୋତେ ତରବାରୀ ଦିଅନ୍ତୁ, ସ୍ତ୍ରୀଙ୍କୁ ଯୁଦ୍ଧରେ ପରାସ୍ତ କରି ଛାଡପତ୍ର ନେବି

ଆମେରିକାର ଏକ କୋର୍ଟ ରୁମ୍‌ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତି ସ୍ତ୍ରୀଙ୍କୁ ଛାଡପତ୍ର ଦେବା ପୂର୍ବରୁ ଏକ ଅଜବ ସର୍ତ୍ତ ରଖିଛନ୍ତି। ଛାଡପତ୍ର ପୂର୍ବରୁ ସେ ତାଙ୍କୁ ଯୁଦ୍ଧରେ ପରାସ୍ତ କରିବାକୁ ଚାହିଁଛନ୍ତି। ଡେଭିଡ...

ଜ୍ୱାଳାମୁଖୀ ନିକଟରେ ବିବାହ କଲେ ବରକନ୍ୟା

ମନିଲା: ଫିଲିପାଇନ୍ସର ଏକ ସକ୍ରିୟ ଜ୍ୱାଳାମୁଖୀ ହେଉଛି ‘ତାଲ୍‌’। ରବିବାର ଏହାର ଆଖପାଖ ଅଞ୍ଚଳରେ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା। ଏହା ସତ୍ତ୍ୱେ ଜ୍ୱାଳାମୁଖୀ ନିକଟରେ ବିବାହ କରିଛନ୍ତି ବରକନ୍ୟା। ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ...

ହାରମୋନିୟମ୍‌ର ତାଳେତାଳେ କୁକୁର ଗାଇଲା ଗୀତ: ସୋସିଆଲ୍‌ ମିଡିଆରେ ଭାଇରାଲ

ନୂଆଦିଲ୍ଲୀ,୧୫।୧: ମଣିଷ ବିଭିନ୍ନ ବାଦ୍ୟ ଯନ୍ତ୍ରର ତାଳେତାଳେ ଗୀତ ଗାଇବା ଦେଖାଯାଇଥାଏ। ତେବେ ଏବେ ସୋସିଆଲ୍‌ ମିଡିଆରେ ହାରମୋନିୟମ୍‌ର ତାଳେତାଳେ ଏକ କୁକୁର ତେରେ ବିନ୍‌…ଗୀତ ଗାଉଥିବାର ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହାକୁ ଫେସ୍‌ବୁକ୍‌ରେ ସୁବିର୍‌ ଖାଁ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri