ଫୁରସତ

ଦାମ୍ପତ୍ୟ ଜୀବନକୁ ଅଧିକ ରୋମାଣ୍ଟିକ୍‌ କରିବା ପାଇଁ…

ଦାମ୍ପତ୍ୟ ଜୀବନରେ ପରସ୍ପର ମଧ୍ୟରେ ଭଲ ପାଇବା ଅତି ଗୁରୁତ୍ୱପୂର୍ଣ୍ଣ। ଦାମ୍ପତ୍ୟ ଜୀବନକୁ ଏହା ରୋମାଣ୍ଟିକ୍‌ କରେ। ଏହା ବିନା ଦାମ୍ପତ୍ୟ ଜୀବନ ରଙ୍ଗହୀନ ମନେ ହୋଇଥାଏ । ସାଧାରଣତଃ ଦେଖାଯାଏ ବିବାହର କିଛି ବର୍ଷ ପରେ ଦାମ୍ପତ୍ୟ ଜୀବନରେ...

ପ୍ଲାଷ୍ଟିକ୍‌ ବୋତଲରୁ ତିଆରି ୨୮.୫ ମିଟର ଉଚ୍ଚର କ୍ରିସ୍‌ମାସ ଟ୍ରି’

ଲେବାନନ୍‌: ପ୍ଲାଷ୍ଟିକ୍‌ ବ୍ୟବହାର ଯୋଗୁ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱ ପ୍ରତି ଏହା ବିପଦ ସୃଷ୍ଟି କରିଚାଲିଛି। ପ୍ରତ୍ୟେକ ଦେଶର ସରକାର ଏହାକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ଜୋର୍‌ଦାର ପ୍ରୟାସ ବି ଚଳାଇଛନ୍ତି। ଏହି ଅଭିଯାନରେ ସାମିଲ ହୋଇଛି...

କୁଟାର ବ୍ୟବହାର କରି ଲକ୍ଷପତି ହେଲେ ଚାଷୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କିଛିଦିନ ତଳେ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଥିଲା ଯେ, ସରକାରଙ୍କ ସମେତ କୋର୍ଟ ମଧ୍ୟ ନାକେଦମ ହୋଇପଡ଼ିଥିଲେ। ପ୍ରଦୂଷଣ ବଢ଼ିବାର ଦୋଷ ସିଧା ଚାଷୀଙ୍କ ମୁଣ୍ଡକୁ ଯାଇଥିଲା। କାରଣ ସେମାନେ ଧାନ ଅମଳ କରିବା ପରେ...

୫ ମାସରେ ନଦୀରେ ପରିଣତ ହୁଏ ହୋଟେଲ

ଷ୍ଟକ୍‌ହୋମ୍‌,୨୩।୧୨: ସ୍ବିଡେନ୍‌ରେ ପ୍ରତିବର୍ଷ ଶୀତଦିନେ ଟୋର୍ନ ନଦୀରେ ବରଫ ହୋଟେଲ ନିର୍ମାଣ କରାଯାଏ। ଶୀତଦିନେ ଏଠାରେ ତାପମାତ୍ରା ମାଇନସ୍‌ ୧୮ରୁ ୪୦ ଡିଗ୍ରୀ ସେଲସିୟସ୍‌ ମଧ୍ୟରେ ରହିଥାଏ। ଫଳରେ ବରଫ ହୋଟେଲ ନିର୍ମାଣ କରିବା ସହଜ ହୋଇଥାଏ। ୧୯୮୯ଠାରୁ ଏଭଳି...

ମହାକାଶ ମନ୍ଥନ

‘ଅଗ୍ନି-୨’ର ସଫଳ ଉତ୍‌କ୍ଷେପଣ : ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପଣ କରାଯାଇପାରୁଥିବା କ୍ଷେପଣାସ୍ତ୍ର ‘ଅଗ୍ନି-୨’ର ସଫଳ ପରୀକ୍ଷଣ ବାଲେଶ୍ୱର ଚାନ୍ଦିପୁର ଆଇଟିଆର ଏବଂ ଭଦ୍ରକ ଜିଲାସ୍ଥିତ ଅବଦୁଲ୍‌ କଲାମ ଦ୍ୱୀପରେ କରାଯାଇଛି। ଉତ୍‌କ୍ଷେପିତ ହେଲା ଜିସାଟ୍‌-୩୧ : ଆମ ଦେଶରେ ଏଟିଏମ୍‌...

ମିନି ରୋବଟ୍‌

ରୋବଟ୍‌ର ଚାହିଦା ଦିନକୁ ଦିନ ବଢ଼ିଚାଲିଛି। ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇ ସେଥିରୁ ସଫଳତା ମିଳିବାର ନଜିର ମଧ୍ୟ ରହିଛି। ନିକଟରେ ଇଂଲଣ୍ଡର ବୈଜ୍ଞାନିକମାନେ ଏକ କ୍ଷୁଦ୍ର ରୋବଟ୍‌ ପ୍ରସ୍ତୁତ କରିଛନ୍ତି। ଏହା କାନ୍ଥ ଉପରେ ଚଢ଼ି ତାହାକୁ...

୮ କୋଟି ଟଙ୍କାର କୁକୁର ଚୋରି

ବେଙ୍ଗାଲୁରୁ, ୨୩।୧୨: କର୍ନାଟକ ବେଙ୍ଗାଲୁରୁରେ ୮ କୋଟି ଟଙ୍କାର ଏକ ପୋଷା କୁକୁରକୁ ଚୋର ଚୋରାଇ ନେଇଛନ୍ତି। ଏନେଇ ମାଲିକ ଚେଥାନ୍‌ ଏନ୍‌. ସ୍ଥାନୀୟ ହନ୍ତମନ୍ତନଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି। କୁକୁରକୁ ଖୋଜି ଆଣିବା ପାଇଁ ମାଲିକ...

‘ଚନ୍ଦ୍ରୟାନ-୨’ ମିଶନ

ଶେଷ ପାଦରେ ଉପନୀତ ୨୦୧୯। ଚଳିତବର୍ଷ ଘଟିଥିବା ପ୍ରମୁଖ ବିଜ୍ଞାନ ତଥା ସ୍ବାସ୍ଥ୍ୟଭିତ୍ତିକ ତଥ୍ୟାବଳୀକୁ ନେଇ ଉପସ୍ଥାପନା… ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱାରା ଚନ୍ଦ୍ର ବିଷୟରେ ଅଧିକ ତଥ୍ୟ ଜାଣିବା ପାଇଁ ଚଳିତ ବର୍ଷ ‘ଚନ୍ଦ୍ରୟାନ-୨’ ଅଭିଯାନ...

ଘୋଡ଼ାର ମୂଲ୍ୟ ୧୦ କୋଟି: ଏକ୍ସପ୍ରେସ୍‌ ଟ୍ରେନ୍‌ଠାରୁ ବି ଅଧିକ ବେଗରେ ଦୌଡ଼ିଥାଏ

ମୁମ୍ବାଇ,୨୩।୧୨: ଘୋଡ଼ା ମୂଲ୍ୟ ପୁଣି ୧୦ କୋଟି ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ। ମହାରାଷ୍ଟ୍ର ସାରଙ୍ଗଖେଡ଼ାଠାରେ ଚାଲିଥିବା ଚେତକ ଉତ୍ସବରେ ଏଭଳି ଏକ ଘୋଡ଼ା ମାଲିକ ସହିତ ଯୋଗଦେଇଛି। ମାଲିକ ତାରା ସିଂ ଘୋଡ଼ାର...

ପ୍ରି ଓ୍ବେଡିଂ ଫଟୋ ଶୁଟ୍‌ରେ ସିଏଏ-ଏନ୍‌ଆର୍‌ସିକୁ ନା

ସାରା ଦେଶରେ ଏବେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ନ୍ୟାଶନାଲ ରେଜିଷ୍ଟର ଅଫ୍‌ ସିଟିଜେନ୍ସ(ଏନ୍‌ଆର୍‌ସି)କୁ ନେଇ ବିରୋଧ ପ୍ରଦର୍ଶନ କରାଯାଉଥିବା ବେଳେ ଏବେ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। କେରଳ ଥିରୁଭାନନ୍ତପୁରମର...

ଏମିତି ଏକ ବଲ୍‌ବ, ଯାହାର ପାଳନ କରାଯାଇଥିଲା ଜନ୍ମଦିନ

ସାଧାରଣତଃ କୌଣସି ବଲ୍‌ବ ଗୋଟେ ବର୍ଷରୁ ଅଧିକ ଜଳେ ନାହିଁ। ତେବେ ଅନେକ କମ୍ପାନୀ ଲଙ୍ଗ୍‌ ଲାଷ୍ଟିଙ୍ଗ୍‌ର ଗ୍ୟାରେଣ୍ଟି ମଧ୍ୟ ଦେଉଛନ୍ତି। କିନ୍ତୁ ଦୁନିଆରେ ଏପରି ଏକ ବଲ୍‌ବ ଅଛି, ଯାହା ୧୧୮ ବର୍ଷ ହେଲାଣି ଲଗାତର ଜଳୁଛି। ସେଣ୍ଟିନିୟର୍‌...

ଗ୍ରାହକମାନଙ୍କର ଡିମାଣ୍ଡ ଅନୁସାରେ ମିଳୁଛି ବିଚିତ୍ର ଆକୃତିର ଫଳ

ଚାଇନାର ଏକ କମ୍ପାନୀ ‘ଫ୍ରୁଟ୍‌ ଗୋଲ୍‌ଡ’ ବିଚିତ୍ର ଆକାରର ଫଳ ଓ ପରିବା ତିଆରି କରିବା ପାଇଁ ପ୍ରସିଦ୍ଧ। ଚତୁର୍ଭୁଜାକାର ସେଓଠାରୁ ଆରମ୍ଭ କରି ଦିଲ୍‌ ଡିଜାଇନ୍‌ର ତରଭୁଜ ପର୍ଯ୍ୟନ୍ତ ଏବଂ ଲାଫିଙ୍ଗ୍‌ ବୁଦ୍ଧଙ୍କ ଆକୃତିର ନାସ୍‌ପାତି, ଷ୍ଟାର ଆକାରର...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri