ଫୁରସତ

ଜମିରେ ନାଗମଣି ଦେଖି ଲୋକଙ୍କ ପୂଜାର୍ଚ୍ଚନା

କର୍ନାଟକ: ଦୁନିଆରେ ପ୍ରତିଦିନ କିଛି ନା କିଛି ନୂଆ ଘଟଣା ଦେଖିବାକୁ ମିଳୁଛି। କିଛି ଘଟଣାକୁ ଲୋକେ ଚମତ୍କାର ଆଖ୍ୟା ଦେଇ ପୂଜାର୍ଚ୍ଚନା କରିଥାନ୍ତି। ଏମିତି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି କର୍ନାଟକରେ। କର୍ନାଟକର ଏକ ଗାଁର ଲୋକେ...

ହୋଟେଲ ବେଡ୍‌ରୁମ୍‌ରେ କଡ଼ ଲେଉଟାଇଲେ ହୁଏ ଏପରି…

ପୃଥିବୀର ବିଭିନ୍ନ ଦେଶ ଦେଶ ମଧ୍ୟରେ ସୀମାରେଖା ଟଣାଯିବା ସମୟରେ ବହୁ ରୋଚକ ଘଟଣାମାନ ଘଟିଛି। ସେପରି କିଛି ଘଟଣା ମଧ୍ୟରୁ ଏକ ନିଆରା ଉଦାହରଣ ପାଲଟିଛି ଫ୍ରାନ୍ସ୍‌ ଏବଂ ସ୍ବିଜରଲାଣ୍ଡ୍‌ ସୀମା ମଧ୍ୟରେ ଥିବା ଏକ ବିଳାସପୂର୍ଣ୍ଣ ତାରକା...

ବିଦେଶ ମାଟିରୁ ଟାଣିଆଣିଛି ଗାଁର ମୋହ, ଏବେ ଉନ୍ନତି ପାଇଁ ସମର୍ପିତ କରିଛନ୍ତି ଜୀବନ

ଆଜିକାର ଯୁବପିଢିଙ୍କ ସ୍ବପ୍ନ ଭଲ ପାଠ ପଢି ବିଦେଶରେ ଚାକିରି କରିବେ। ଆଉ ବିଦେଶୀ ଟଙ୍କା ଉପାର୍ଜନ କରି ବିତାଇବେ ଏକ ସୌଖିନ ଓ ବିଳାସମୟ ଜୀବନ। ସେଇଥିପାଇଁ ତ ଗାଁ ଏବେ ଲାଗୁଛି ଖାଁ ଖାଁ। କେବଳ କିଛି...

ହୋଟେଲର ବାର୍‌ ସୁଇଜରଲ୍ୟାଣ୍ଡ୍‌ରେ, ବାଥ୍‌ରୁମ ଫ୍ରାନ୍ସରେ

ବିଶ୍ୱରେ ଏମିତି କିଛି ହୋଟେଲ ରହିଛି, ଯାହା ବିଳାସପୂର୍ଣ୍ଣ ଏବଂ ସୁନ୍ଦର ନିର୍ମାଣ ଶୈଳୀ ଯୋଗୁ ପ୍ରସିଦ୍ଧ। କିନ୍ତୁ ଗୋଟିଏ ହୋଟେଲର ରୁମ୍‌ ଭିତରେ ବାର୍‌ ରହିଛି ଗୋଟିଏ ଦେଶରେ ବାଥ୍‌ରୁମ୍‌ ରହିଛି ଆଉ ଗୋଟିଏ ଦେଶରେ। ଶୁଣିବାକୁ ଅଡୁଆ...

ବିବାହ କଲେ ୬୭ ବର୍ଷ ବରକୁ ୬୫ ବର୍ଷୀୟା କନ୍ୟା

ତ୍ରିଶୂର,୨୯।୧୨: କେରଳ ତ୍ରିଶୂର ଜିଲାର ରାମାଭରମାପୁରମରେ ୬୭ ବର୍ଷ ବରକୁ ୬୫ ବର୍ଷୀୟା କନ୍ୟା ବିବାହ କରିବା ଦୃଶ୍ୟ ସମସ୍ତଙ୍କୁ ଆନନ୍ଦ ଦେଇଛି। ଏକ ସରକାରୀ ବୃଦ୍ଧାଶ୍ରମରେ ରହୁଥିବା ୬୭ ବର୍ଷୀୟ କୋଚାନିୟନ ମେନନ ଉକ୍ତ ଆଶ୍ରମର ୬୫ ବର୍ଷୀୟ...

ଜଙ୍ଗଲରେ ନିଆଁ: ସାଇକେଲ ଆରୋହୀଙ୍କୁ ଅଟକାଇ ପାଣି ପିଇଲା କୋଆଲା; ଭିଡ଼ିଓ ଭାଇରାଲ

ଏଡ଼ିଲେଡ୍‌,୨୯।୧୨: ଅଷ୍ଟ୍ରେଲିଆ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନା ଧରୁନି। ବହୁ ବନ୍ୟପ୍ରାଣୀଙ୍କ ଏହାଦ୍ୱାରା ମୃତ୍ୟୁ ଘଟିଥିବା କୁହାଯାଉଛି। ସମ୍ପ୍ରତି ସୋସିଆଲ୍‌ ମିଡ଼ିଆରେ ଜଙ୍ଗଲ ନିଆଁ ଯୋଗୁ କିଭଳି ବନ୍ୟପ୍ରାଣୀ ହନ୍ତସନ୍ତ ହେଉଛନ୍ତି ତାହାର କିଛି ଫଟୋ ଓ ଭିଡ଼ିଓ...

୩ ମାସରେ ୧୨ ଲିଟର କ୍ଷୀରଦାନ କରି ୫ ନବଜାତକଙ୍କ ଜୀବନ ବଞ୍ଚାଇଛନ୍ତି ଶିକ୍ଷୟିତ୍ରୀ

ଅହମ୍ମଦାବାଦ୍‌,୨୯।୧୨: ମା କ୍ଷୀର ଜବଜାତକଙ୍କ ପାଇଁ ଅମୃତ ତୁଲ୍ୟ। ତେବେ କେତେକ କ୍ଷେତ୍ରରେ ନବଜାତକଙ୍କୁ ଏହା ମିଳିପାରେନା। ଗୁଜରାଟରେ ଜଣେ ୨୯ ବର୍ଷ ବୟସ୍କା ଶିକ୍ଷୟିତ୍ରୀ ରୁଶିନା ମାରଫତିୟା ୩ ମାସରେ ନିଜର ୧୨ଲିଟର କ୍ଷୀରଦାନ କରି ୫ ନବଜାତକଙ୍କ...

ଭାରତୀୟ ସେନାଙ୍କୁ ସୁରକ୍ଷା ଦେଇଥାଏ ଏହି ମନ୍ଦିର

ରାଜସ୍ଥାନର ଜୈସଲମେରଠାରୁ ପ୍ରାୟ ୧୨୨ କିଲୋମିଟର ଦୂର ତନୋଟଠାରେ ଏମିତି ଏକ ଦେବୀ ମନ୍ଦିର ରହିଛି ଯାହା ସୀମାରେ ଥିବା ଯବାନଙ୍କର ଜୀବନ ରକ୍ଷା କରିଥାଏ ବୋଲି ବିଶ୍ୱାସ ରହିଛି। କୁହାଯାଏ କି ଏହି ମନ୍ଦିରରେ ଏମିତି ଶକ୍ତି ଅଛି...

ବରକନ୍ୟାଙ୍କୁ ଉପହାର ମିଳିଲା ୫ ହାର୍ଟ, ୩୦ କିଡ୍‌ନୀ, ୧୪୦ ଚକ୍ଷୁ

ରାଜସ୍ଥାନ: ବିବାହ ଉତ୍ସବରେ ବରକନ୍ୟାଙ୍କୁ ଅନେକ ଉପହାର ମିଳିଥାଏ। ଅଳଙ୍କାରଠାରୁ ଆରମ୍ଭ କରି ଘରକରଣା ସାମଗ୍ରୀ ପର୍ଯ୍ୟନ୍ତ। ମାତ୍ର ଏକ ବିବାହ ଉତ୍ସବରେ ଉପହାର ସ୍ବରୂପ ବରକନ୍ୟାଙ୍କୁ ୫ଟି ହାର୍ଟ, ୩୦ କିଡ୍‌ନୀ ଏବଂ ୧୪୦ ଚକ୍ଷୁ ମିଳିବା ଘଟଣା...

ବରିଷ୍ଠ ନାଗରିକଙ୍କୁ ସେବା ଯୋଗାଉଛି ବାଇକ୍‌ ଆମ୍ବୁଲାନ୍ସ୍‌…

ବରିଷ୍ଠ ନାଗରିକଙ୍କ ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି। ଏହି ମର୍ମରେ ହାଇଦ୍ରାବାଦ୍‌ରେ ବରିଷ୍ଠ ନାଗରିକଙ୍କ ପାଇଁ ଜରୁରୀକାଳୀନ ସେବା ପ୍ରଦାନ ଲାଗି ସ୍ବେଛାସେବୀ ସଂଗଠନ ହ୍ୟୁମାନ ରାଇଟସ୍‌ ଅର୍ଗାନାଇଜେସନ୍‌ ଅଫ୍‌ ଗୁଡ୍‌ ସମାରିଟାନ୍ସ ଇଣ୍ଡିଆ...

ବିଶ୍ୱର ସବୁଠୁ ଭୋକିଲା, ମାରାତ୍ମକ ଜୀବ

ନୂଆଦିଲ୍ଲୀ: ସାଧାରଣତଃ ସାପ ଭୟଙ୍କର ବୋଲି ସମସ୍ତେ ଜାଣିଛନ୍ତି। ସାପର ବିଷ ନିମିଷକରେ ମଣିଷର ଜୀବନ ନେଇଯାଏ। ମାତ୍ର ସାପଠାରୁ ବି ଭୟଙ୍କର ଜୀବ ଅଛି। ଆଖିକୁ ଏହି ଜୀବଟି ଛୋଟିଆ ଦେଖାଯାଉଥିଲେ ମଧ୍ୟ ଭାରି ମାରାତ୍ମକ। ତା’ ବିଷରେ...

ମାଇନସ୍‌ ୫୨ ଡିଗ୍ରୀରେ ଦୌଡିଲେ ମାରାଥନ ଧାବକ: ଚେହେରାରେ ଜମିଗଲା ବରଫ

ବେଜିଂ,୨୮।୧୨: ଉତ୍ତର ଚାଇନାର ମଙ୍ଗୋଲିଆ ନିକଟରେ ଥିବା ଜେନେ ସହରରେ ୨୦୧୯ର ଚାଇନା ପୋଲ ଅଫ୍‌ କୋଲ୍ଡ ମାରାଥନର ଆୟୋଜନ କରାଯାଇଥିଲା। ଏଥିରେ ପାଖାପାଖି ୧୫ଶହ ପ୍ରତିଯୋଗୀ ଦୌଡିଥିଲେ। ବୁଧବାର ଆୟୋଜିତ ଏହି ପ୍ରତିଯୋଗୀତା ସମୟରେ ସେଠାକାର ତାପମାତ୍ରା ଥିଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri