ଫୁରସତ

ସୌଦି ଆରବରେ ଏବେ ଆଉ ନଷ୍ଟ ହେବନାହିଁ ଖାଦ୍ୟ

ରିୟାଦ,୧୬।୧୨: ସୌଦି ଆରବରେ ବହୁପରିମାଣରେ ଖାଦ୍ୟ ନଷ୍ଟ ହେଉଥିବା ଦେଖାଯାଏ। ଏହାର କାରଣ ହେଉଛି ଏମାନେ ଖାଇବା ସମୟରେ ବଡ ବଡ ଥାଳି ବ୍ୟବହାର କରିବା ସହ ଆଭିଜାତ୍ୟର ପ୍ରତୀକ ସ୍ବରୂପ ଏଥିରେ ବହୁ ପରିମାଣରେ ଖାଦ୍ୟ ପରସନ୍ତି। ଯାହା...

ଭାଇରାଲ ହେଉଛି ୯୩ ବର୍ଷୀୟା ମହିଳାଙ୍କ ଫଟୋଶୁଟ୍‌

ବୟସ ବଢିଲେ ଧୀରେ ଧୀରେ ଶରୀର ଅବସ ହୋଇଯାଇଥାଏ। ଲୋକେ ଆଉ କାମଧନ୍ଦା କରିବାକୁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ବିଶେଷ ଭାବେ ଏମାନେ ଅନ୍ୟ ଉପରେ ନିର୍ଭର କରିବା ଆରମ୍ଭ କରି ଦିଅନ୍ତି। ହେଲେ ୯୩ ବର୍ଷୀୟ ପୋଲିନ...

ଜୋତା ଚୋରାଇବାରୁ ରାଗିଗଲେ ବର, ବିବାହ ଭାଙ୍ଗିଦେଲେ କନ୍ୟା

ମୁଜାଫରନଗର, ୧୫।୧୨: ବିବାହ ସମୟରେ ଜୋତା ଚୋରାଇବା ଏକ ପରମ୍ପରା ରହିଛି। କନ୍ୟାଙ୍କ ଭଉଣୀ ଏହି ପରମ୍ପରା ନିଭାଇବାର ବିଧି ରହିଛି। କିନ୍ତୁ ଏହି ଜୋତା ଚୋରା ପରମ୍ପରା ଯୋଗୁ ଏକ ବିବାହ ଭାଙ୍ଗିଯାଇଛି। ଉତ୍ତର ପ୍ରଦେଶର ମୁଜାଫରନଗରରେ ଘଟିଛି...

ନୂଆ ଚାକିରୀ ପାଇଁ କ’ଣ ସବୁ କରିବା ଆବଶ୍ୟକ ଜାଣନ୍ତୁ..

କୌଣସି କାରଣ ବସତଃ ଚାକିରୀ ଚାଲିଗଲେ ଅନେକେ ଡିପ୍ରେସନର ଶିକାର ହୋଇଥାନ୍ତି। ତେବେ ଏଭଳି ସମୟରେ ନିରାଶ ନ ହୋଇ ଧର୍ଯ୍ୟର ସହ ନୂତନ ଚାକିରୀ ସନ୍ଧାନ କରିବା ଉଚିତ। ତେବେ ନୂଆ ଚାକିରୀ ପାଇଁ କ’ଣ ସବୁ କରିବା...

ନାପ୍‌ ଷ୍ଟୋର

ବ୍ୟସ୍ତବହୁଳ ଜୀବନ ଭିତରେ ଶାନ୍ତିର ନିଦ ଶୋଇବା ଲାଗି କାହା ପାଖେ ସମୟ ନାହିଁ। କାର୍ଯ୍ୟ ବ୍ୟସ୍ତତା ଏବଂ ସମୟର ଘୋର ଅଭାବ ହେତୁ ଅନେକେ ଅନିଦ୍ରା ଭଳି ରୋଗରେ ମଧ୍ୟ ପିଡିତ ହେଉଛନ୍ତି। ଏହାକୁ ଧ୍ୟାନରେ ରଖି ନ୍ୟୁୟର୍କଠାରେ...

ତାରରେ ମା’ ଦୁର୍ଗାଙ୍କ ପ୍ରତିମୂର୍ତ୍ତି

ଦୁର୍ଗାପୂଜା ସମୟରେ ମା’ ଦୁର୍ଗାଙ୍କର ଅନେକ ପ୍ରକାରର ମୂର୍ତ୍ତି ଗଢ଼ାଯାଏ। କିଛି କାରିଗର ତ ବିଭିନ୍ନ ଉପାଦାନରେ ମା’ଙ୍କ ମୂର୍ତ୍ତି ଗଢ଼ିଥାଆନ୍ତି। ତେବେ ନିକଟରେ ଆସାମର ଧିବ୍ରୁ ଜିଲାର ଆସାମ ଷ୍ଟେଟ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟିରେ କାର୍ଯ୍ୟରତ ଅଧିବାସୀ ସଞ୍ଜୀବ...

ଅଳ୍ପ ବୟସରେ କଠିନ କାମ

ଇଚ୍ଛାଶକ୍ତି ନିକଟରେ ବୟସର ବାଧକତା ହାର ମାନିଥାଏ। ସେଥିଲାଗି ଅଳ୍ପ ବୟସର ପିଲାମାନେ ବି ଅନେକ କଠିନ କାମ କରି ଦେଖେଇଥାନ୍ତି। ଚାଇନାର ଝାଙ୍ଗ୍‌ ହୁଇମିନ୍‌ଙ୍କୁ ଦେଖାଯାଉ। ତାଙ୍କୁ ଯେତେବେଳେ ମାତ୍ର ଆଠବର୍ଷ ହୋଇଥିଲା ସେ ନିଷ୍ପତ୍ତି ନେଇଥିଲେ ମାରାଥନ...

ଏହି ଡ୍ରେସ୍‌କୁ ଛୁଇଁ ହେବନି

ସବୁବେଳେ ସେଲିବ୍ରିଟି ପିନ୍ଧୁଥିବା ପୋଷାକ ଚର୍ଚ୍ଚାକୁ ଆସେ, ଭାଇରାଲ ହୁଏ। କିନ୍ତୁ ନିକଟରେ ଏମିତି ଏକ ପୋଷାକ ଭାଇରାଲ ହୋଇଛି, ଯାହା କୌଣସି ସେଲିବ୍ରିଟିଙ୍କର ନୁହେଁ। ଏହି ଡ୍ରେସ୍‌ର ଆଉ ଏକ ବିଶେଷତ୍ୱ ହେଉଛି ଯେ, ଏହାକୁ ଆପଣ ଚାହିଁଲେ...

ରେଷ୍ଟୁରାଣ୍ଟରେ ଦିଆଯାଏ ଟଏଲେଟ ପାଣି

ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ବ୍ୟବସାୟୀ ବିଭିନ୍ନ ପନ୍ଥା ଆପଣେଇଥାଆନ୍ତି। ତନ୍ମଧ୍ୟରୁ କିଛି ହୋଇଥାଏ ବେଶ୍‌ ଅଜବ। ଯେମିତିକି ବେଲ୍‌ଜିୟମ, କୁନେରେ ଥିବା ଏକ ରେଷ୍ଟୁରାଣ୍ଟରେ ଗ୍ରାହକଙ୍କୁ ପିଇବାକୁ ଦିଆଯାଏ ଟଏଲେଟ ପାଣି। ଉକ୍ତ ରେଷ୍ଟୁରାଣ୍ଟର ନାମ ହେଉଛି ‘ଗଟ୍ସ...

ଓଟଙ୍କ ଡାକ୍ତରଖାନା

ମଣିଷଙ୍କ ଭଳି ପଶୁଙ୍କ ପାଇଁ ବି ଡାକ୍ତରଖାନା ଅଛି। ତେବେ ଖାସ୍‌କରି ଦୁବାଇରେ ଓଟଙ୍କ ପାଇଁ ନିର୍ମିତ ଡାକ୍ତରଖାନାର କଥା ଟିକେ ଅଲଗା। ଏଠି କେବଳ ଓଟଙ୍କର ଚିକିତ୍ସା କରାଯାଏ। ଡାକ୍ତରଖାନାଟିର ନାମ ହେଉଛି ‘ଦୁବାଇ କ୍ୟାମେଲ ହସ୍ପିଟାଲ’। ଏ...

ରହସ୍ୟମୟ ପର୍ଯ୍ୟଟନ ସ୍ଥଳୀ

ଏମିତି କିଛି ପର୍ଯ୍ୟଟନସ୍ଥଳ ରହିଛି, ଯାହା କେବଳ ତା’ର ସୌନ୍ଦର୍ଯ୍ୟ ପାଇଁ ନୁହେଁ । ତା’ର ରହସ୍ୟ ପାଇଁ ବି ପର୍ଯ୍ୟଟକଙ୍କୁ ନିଜ ଆଡକୁ ସବୁବେଳେ ଆକର୍ଷିତ କରିଥାଏ… ଡୁମାସ୍‌ ବେଳାଭୂମି: ଆରବ ସାଗର କୂଳରେ ଥିବା ଗୁଜରାଟର ଡୁମାସ...

ପର୍ଯ୍ୟଟନସ୍ଥଳୀ: ଐତିହାସିକ ଥଙ୍ଗାସେରୀ ଦୁର୍ଗ

କେରଳର କୋଲ୍ଲାମ୍‌ ସହର ଅନ୍ତର୍ଗତ ଏକ ତଟୀୟ  ଅଞ୍ଚଳ ହେଉଛି ଥଙ୍ଗାସେରୀ। ଏଠାରେ ରହିଛି ଏକ ପ୍ରାଚୀନ ଦୁର୍ଗ, ଯାହାର ନାଁ ହେଲା ଥଙ୍ଗାସେରୀ ଦୁର୍ଗ। ସେଣ୍ଟ ଥୋମାସ୍‌ ଦୁର୍ଗ ଭାବେ ବି ଏହା ପରିଚିତ… ଥଙ୍ଗାସେରୀ ହେଉଛି କେରଳର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri