ଫୁରସତ

ଅଜବ ମ୍ୟୁଜିୟମ୍‌ : ସଂରକ୍ଷିତ ରହିଛି ୪ ହଜାର ବାସନ

ଯଦି କେବେ ମ୍ୟୁଜିୟମ ଯାଇଥିବେ ତେବେ ନିଶ୍ଚିତ ଇତିହାସ ସହିତ ଜଡ଼ିତ କିଛି ସାମଗ୍ରୀ, ବିଲୁପ୍ତ ପଶୁପକ୍ଷୀଙ୍କ କଙ୍କାଳ, ମହାପୁରୁଷମାନେ ବ୍ୟବହାର କରୁଥିବା ଜିନିଷ ଦେଖିଥିବେ। ମାତ୍ର ଭାରତରେ ଏମିତି ମ୍ୟୁଜିୟମ ଅଛି, ଯେଉଁଠି ଅଜବ ସାମଗ୍ରୀ ରଖାଯାଇଛି; ଯାହା...

ଏହି ଦେଶରେ ପିଲାମାନଙ୍କ ଶୋଇବାରେ ଲାଗିଲା କଟକଣା

ଚାଇନାର ଝୋଜିୟାଙ୍ଗ୍‌ ଜିଲାରେ ଏକ ନିର୍ଦ୍ଦେଶ ଜାରି ହୋଇଛି। ଏହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଏହି ନିୟମ କେବଳ ସ୍କୁଲରେ ପଢୁଥିବା ପିଲାମାନଙ୍କ ପାଇଁ ଲାଗୁ ହେବ। ପିଲାମାନେ ହୋମଓ୍ବାର୍କ ଯେତିକି ନ କରିବେ ସେତିକି ଶୋଇବା ଜରୁରୀ...

ଇଣ୍ଡୋନେସିଆର ତାଳଗଛ ଚଢା ପ୍ରତିଯୋଗିତା

ଅଗଷ୍ଟ ୧୭ ତାରିଖ ହେଉଛି ଇଣ୍ଡୋନେସିଆର ସ୍ବାଧୀନତା ଦିବସ। ଏହିଦିନକୁ ଇଣ୍ଡୋନେସିଆ ବାସୀ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରନ୍ତି। ପାରମ୍ପରିକ ପର୍ବ ପାଳନ ସହ ଆତସବାଜି ହୁଏ। ବିଭିନ୍ନପ୍ରକାର ପ୍ରତିଯୋଗିତା ବି ଆୟୋଜନ କରାଯାଏ। ସେହି ପ୍ରତିଯୋଗିତା ମଧ୍ୟରେ ତାଳଗଛ...

ଚୁମ୍ବନରୁ ଚୟନ ହୁଏ ପ୍ରେମୀ

ଚୁମ୍ବନ ଉପରେ ଯେ କେବଳ ମଣିଷର ଅଧିକାର ଅଛି ସେପରି ଭାବିବା ଠିକ୍‌ ନୁହେଁ। ହ୍ବାଇଟ୍‌ ଫ୍ରଣ୍ଟେଡ୍‌ ପ୍ୟାରଟ ନାମରେ ଗୋଟି ପ୍ରଜାତିର ଶୁଆ ଦେଖିବାକୁ ମିଳନ୍ତି, ଯେଉଁମାନେ ଚୁମ୍ବନ ଦେବାରେ ମାହିର। ଏହି ଶୁଆଗୁଡ଼ିକ ଖୁବ୍‌ ଆକର୍ଷଣୀୟ ଲାଗନ୍ତି।...

ବହୁମୂଲ୍ୟ କଙ୍କଡା ରକ୍ତ: ଏକ ଲିଟର ମୂଲ୍ୟ ୧୦ ଲକ୍ଷ ଟଙ୍କା

ହର୍ଷସୁ’ କଙ୍କଡା ଦେଖିବାକୁ ଘୋଡାର ନାଲ ଭଳି। ହେଲେ ଏହାର ସାଙ୍କୁଚ ପରି ଲାଞ୍ଜ ଥାଏ। ଏହାର ବୈଜ୍ଞାନିକ ନାମ ହେଉଛି ଲିମୁଲସ୍‌ ପଲିଫେମସ୍‌। ଆଉ ଏହି କଙ୍କଡାର ରକ୍ତ ନୀଳ ରଙ୍ଗର ହୋଇଥାଏ। ଉକ୍ତ କଙ୍କଡାର ରକ୍ତ ମେଡିକାଲ...

ଆଳୁ ଆକୃତି ହୋଟେଲ

ଯୁକ୍ତରାଷ୍ଟ୍ର ଆମେରିକାର ଇଡାହୋ ରାଜ୍ୟର ରାଜଧାନୀ ବୋଇସେଠାରେ ରହିଛି ଏଭଳି ଏକ ହୋଟେଲ, ଯାହା ହେଖିବାକୁ ଆଳୁ ଆକୃତିର। ଏହି ହୋଟେଲକୁ ଦେଖିଲେ ଲାଗେ ମାଟି ଉପରେ ଏକ ବଡ ଆଳୁ ରଖାଯାଇଛି । ୬ ଟନ୍‌ ଓଜନ ବିଶିଷ୍ଟ...

କେଶହୀନ କନିଆ

ବିବାହ ବେଳେ କନିଆର ଶୃଙ୍ଗାର ସମସ୍ତଙ୍କୁ ଆକୃଷ୍ଟ କରେ। ଶୃଙ୍ଗାର ଭିତରେ କେଶ ବିନ୍ୟାସର ଥାଏ ବିଶେଷ ଗୁରୁତ୍ୱ। କନିଆର କେଶ ଯେତେ ସୁନ୍ଦର କେଶ ବିନ୍ୟାସ ସେତେ ଆକର୍ଷକ ହୁଏ। ହେଲେ ନିକଟରେ ଜଣେ କେଶ ନ ଥିବା...

ବ୍ୟକ୍ତିତ୍ୱ: ସ୍ବଦେଶ ଦୀପକ

ଭାରତୀୟ ନାଟ୍ୟ ସାହିତ୍ୟରେ ସ୍ବଦେଶ ଦୀପକ ନାମଟି ଏକ ଅତି ପରିଚିତ ନାମ। ବିଶେଷକରି ନାଟକ କଥା ଉଠିଲେ ତାଙ୍କ ରଚିତ ନାଟକ ‘କୋର୍ଟ ମାର୍ସଲ’ଟି ଆଖି ଆଗକୁ ଚାଲିଆସେ। ଏହାକୁ ଆଧୁନିକ ଭାରତର ନାଟ୍ୟସାହିତ୍ୟରେ ଏକ ମାଇଲଖୁଣ୍ଟ ବୋଲି...

କୁକୁର ପାଲଟିଛି କିଙ୍ଗ ଅଫ ବାଲାନ୍ସ

ହାର୍ଲସୋ ହେଉଛି ଏକ ୫ ବର୍ଷୀୟ ଦାଚ୍‌ସହୁଣ୍ଡ ପ୍ରଜାତିର କୁକୁର। ତା’ର ଘର ଉତ୍ତର ଆୟର୍ଲାଣ୍ଡର ବେଲଫାଷ୍ଟରେ। ହେଲେ ଏବେ ସେ ସୋସିଆଲ୍‌ ମିଡିଆରେ ବେଶ୍‌ ଚର୍ଚ୍ଚିତ। କାରଣ ହାର୍ଲସୋ ନିଜ ମୁଣ୍ଡରେ ବିଭିନ୍ନ ଜିନିଷକୁ ସନ୍ତୁଳନ ରକ୍ଷାକରି ରଖିପାରୁଛି।...

ସେଲିବ୍ରିଟିଙ୍କ ଡର

ପ୍ରତ୍ୟେକ ବ୍ୟକ୍ତିଙ୍କର କୌଣସି ନା କୌଣସି ଜିନିଷ ଲାଗି ଡର ନିଶ୍ଚିତ ଭାବେ ରହିଥାଏ। ତେବେ ବଲିଉଡର କିଛି ସେଲିବ୍ରିଟିଙ୍କ କ’ଣ ସବୁ ଡର ରହିଛି ଆସନ୍ତୁ ଜାଣିବା… * ଶ୍ରଦ୍ଧା କପୁରଙ୍କୁ ବିଜୁଳି ଏବଂ ଘଡଘଡିକୁ ବହୁତ ଡରଲାଗେ।...

ଫଟୋ ସତ ଲାଗେ ମିଛ

ଫଟୋଗ୍ରାଫି ଏକ କଳା। ଏହା ଦ୍ୱାରା ସାମାନ୍ୟ ବି ଅସାମାନ୍ୟ ଲାଗିପାରେ। ଏକ ଭ୍ରମର ଦୁନିଆ ତିଆରି କରିପାରେ। ସେମିତି କିଛି ଫଟୋ ଆମେ ଦେଉଛୁ, ଯାହା ବାସ୍ତବ ହେଲେ ବି ଅବାସ୍ତବ ଲାଗେ। ଜାଣନ୍ତୁ ସେ ସମ୍ପର୍କରେ… ମୁଣ୍ଡ...

ପର୍ଯ୍ୟଟନସ୍ଥଳୀ: ପ୍ରାଚୀନ ମନ୍ଦିରର ସହର ଅବନ୍ତିପୁର

ଜମ୍ମୁ ଓ କଶ୍ମୀରସ୍ଥିତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ଅବନ୍ତିପୁରର ବେଶ୍‌ ନାଁ ରହିଛି। ପ୍ରାକୃତିକ ବୈଭବରେ ଭରା ଏହି ପର୍ଯ୍ୟଟନସ୍ଥଳୀରେ ଅନେକ ପ୍ରାଚୀନ ମନ୍ଦିର ଦେଖିବାକୁ ମିଳିଥାଏ। ସେଥିପାଇଁ ଅନେକେ ଏହାକୁ ପ୍ରାଚୀନ ମନ୍ଦିରର ସହର ଅବନ୍ତିପୁର ବୋଲି...

Advertisement
Dharitri Youth Conclave 2024
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri