ଗାଈ ଗୋବରରୁ ସାବୁନ ତିଆରି: ଦାମ୍ ୧୨୫ ଟଙ୍କା
ନୂଆଦିଲ୍ଲୀ,୨।୧୦: ଭାରତ ସରକାରଙ୍କ ଖଦୀ ଓ ଗ୍ରାମୋଦ୍ୟୋଗ ବିଭାଗ ପକ୍ଷରୁ ଗାଈ ଗୋବରରୁ ସାବୁନ ତିଆରି କରାଯାଇଛି। ଆୟୋଜିତ ଏକ ଉତ୍ସବରେ ସଡ଼କ ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଏହାର ବଜାର ପ୍ରବେଶ କରାଇଛନ୍ତି। ସାଧାରଣ ସାବୁନର ଦାମ୍ ୩୦-୪୦...
ମହାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଏୟାର ଇଣ୍ଡିଆ: ଏ-୩୨୦ ଏୟାର ବସ୍ରେ ଗାନ୍ଧୀଙ୍କ ଛବି
ନୂଆଦିଲ୍ଲୀ,୨।୧୦: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏୟାର ଇଣ୍ଡିଆ ଶ୍ରଦ୍ଧାଞ୍ଜଳି ଦେଇଛି। ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଏହାର ଏୟାର ବସ୍ ଏ-୩୨୦ରେ ଗାନ୍ଧୀଙ୍କ ଛବି ଲଗାଯାଇଛି। ଏ-୩୨୦ ଏୟାର ବସ୍ର ଟେଲ୍ରେ ଗାନ୍ଧୀଙ୍କ...
ଗାନ୍ଧୀ ଜୟନ୍ତୀରେ ସ୍ବତନ୍ତ୍ର ବାର୍ତ୍ତା ଦେଲେ ସଲମାନ୍: ସୋସିଆଲ୍ ମିଡ଼ିଆରେ ଭାଇରାଲ; ଦେଖିଲେଣି ୮ ଲକ୍ଷରୁ ଅଧିକ
ମୁମ୍ବାଇ,୨।୧୦: ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଅବସରରେ ବଲିଉଡ୍ ଅଭିନେତା ସଲମାନ୍ ଖାଁ ସ୍ବତନ୍ତ୍ର ବାର୍ତ୍ତା ଦେଇଛନ୍ତି। ସେ ସ୍ବଚ୍ଛ ଭାରତ ଅଭିଯାନ ଜାରି ରଖିବା ସହିତ ସମସ୍ତଙ୍କୁ ଫିଟ୍ ରହିବାକୁ ଅନୁରୋଧ କରିଛନ୍ତି। ଏହାର...
ଭାରତ ଆସିବେ ଚୀନ ରାଷ୍ଟ୍ରପତି ଶି. ଜିନପିଙ୍ଗ୍
ଚେନ୍ନାଇ,୨।୧୦: ଅକ୍ଟୋବର ଦ୍ୱିତୀୟ ସପ୍ତାହରେ ଚୀନ ରାଷ୍ଟ୍ରପତି ଶି. ଜିନପିଙ୍ଗ୍ ଭାରତ ଗ୍ରସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଚେନ୍ନାଇର ମହାବଳୀପୁରମ ଗସ୍ତ କରିବେ ବୋଲି ସୂଚନା ମିଳିଛି। ଏହି ଦୁଇନେତାଙ୍କ ସ୍ବାଗତ ପାଇଁ...
ଇସ୍ରୋ ବୈଜ୍ଞାନିକଙ୍କ ସନ୍ଦେହ ଜନକ ମୃତ୍ୟୁ: ତଦନ୍ତ ଜାରି
ହାଇଦ୍ରାବାଦ୍,୨।୧୦: ଇସ୍ରୋ ବୈଜ୍ଞାନିକ ଏସ୍.ଆର୍. ସୁରେଶ କୁମାରଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଆମେରପେଟ୍ ସ୍ଥିତ ନିଜ ବାସ ଭବନରୁ ସୁରେଶଙ୍କ ମୃତ୍ୟୁ ଦେହକୁ ଉଦ୍ଧାର କରାଯାଇଛି। ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଯାଇଛି। ସୁରେଶ ଇସ୍ରୋର ନ୍ୟାସନାଲ...
ଓଡ଼ିଆ ପ୍ରଶଂସକଙ୍କୁ ଦେଖି ଆଶ୍ଚର୍ଯ୍ୟ ହେଲେ କୋହଲି
ବିଶାଖାପାଟନା,୨।୯: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ଅଛନ୍ତି। କିନ୍ତୁ ମଙ୍ଗଳବାର କୋହଲି ତାଙ୍କର ଜଣେ ବଡ ପ୍ରଶଂସକଙ୍କୁ ଭେଟି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ପ୍ରଥମ ଟେଷ୍ଟ...
ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ଆରମ୍ଭ: ଟସ୍ ଜିଣି ପ୍ରଥମେ ଭାରତର ବ୍ୟାଟିଂ ନିଷ୍ପତ୍ତି
ବିଶାଖାପାଟଣା,୨।୧୦: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ବୁଧବାରଠାରୁ ଆରମ୍ଭ ହୋଇଛି। ସିରିଜର ପ୍ରଥମ ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିଣି ବ୍ୟାଟିଂ ନିଷ୍ପତ୍ତି ନେଇଛି। ଏହି ମ୍ୟାଚ ପାଇଁ ଭାରତ ପାଇଁ ଚୂଡାନ୍ତ...
ନମସ୍ତେ ବାପୁ କହି ଗାନ୍ଧୀଙ୍କ ଛାତିରେ ୩ଟି ଗୁଳି ଚଳାଇଥିଲେ ଗଡସେ
ନୂଆଦିଲ୍ଲୀ,୨।୧୦:ଅକ୍ଟୋବର ୨ ତାରିଖ। ଜାତିର ଜନକ ମହାତ୍ମା ଗାନ୍ଧିଙ୍କ ଜନ୍ମଦିନ। ଏବର୍ଷ ସାରା ଦେଶ ପାଳନ କରୁଛି ମହାତ୍ମାଙ୍କ ୧୫୦ ତମ ପୁଣ୍ୟତିଥି। ଏହି ପରିପ୍ରେକ୍ଷୀରେ ସବୁଠି ଚାଲିଛି ଗାନ୍ଧିସ୍ମୃତିର ରୋମନ୍ଥନ। ଏଇ ପରିପ୍ରେକ୍ଷୀରେ ମନେ ପଡେ ସେଦିନର କଥା...
ବଳାତ୍କାର ଅଭିଯୋଗ:ନେପାଳ ବାଚସ୍ପତିଙ୍କ ଇସ୍ତଫା
କାଠମାଣ୍ଡୁ,୨ା୧୦(ପି.ଟି.): ଜଣେ ମହିଳା କର୍ମଚାରୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ନେପାଳ ପାର୍ଲାମେଣ୍ଟର ବାଚସ୍ପତି କ୍ରିଷ୍ଣ ବାହାଦୁର ମହାରା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ଉପବାଚସ୍ପତି ଶିବମୟ ତୁମ୍ବହାମ୍ଫେଙ୍କୁ ପ୍ରଦାନ କରିଛନ୍ତି। ଅଭିଯୋଗର ସତ୍ୟତା ନାହିଁ...
ରାଜୀବ କୁମାରଙ୍କୁ ଆଗୁଆ ଜାମିନ
କୋଲକାତା, ୨ା୧୦(ପି.ଟି.): ସାରଦା ଚିଟ୍ଫଣ୍ଡ ଦୁର୍ନୀତି ମାମଲାରେ ବରିଷ୍ଠ ପୋଲିସ ଅଧିକାରୀ ରାଜୀବ କୁମାରଙ୍କୁ ମଙ୍ଗଳବାର କୋଲକାତା ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ଜଷ୍ଟିସ ଏସ୍. ମୁନ୍ସିି ଓ ଜଷ୍ଟିସ ଏସ୍. ଦାସଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ...
ପଶ୍ଚିମବଙ୍ଗରେ ଲାଗୁହେବ ଏନ୍ଆର୍ସି
କୋଲକାତା, ୨ା୧୦(ପି.ଟି.): ପଶ୍ଚିମବଙ୍ଗରେ ଏନ୍ଆର୍ସି( ଜାତୀୟ ନାଗରିକ ପଞ୍ଜିକା) ଲାଗୁ କରାଯିବ। ଏହା ପୂର୍ବରୁ ନାଗରିକତ୍ୱ ସଂଶୋଧନ ବିଲ୍ ପାସ୍ କରାଯାଇ ସମସ୍ତ ହିନ୍ଦୁ, ଶିଖ୍, ଜୈନ୍ ଓ ବାୈଦ୍ଧ ଧର୍ମାବଲମ୍ବୀଙ୍କୁ ଏନ୍ଆର୍ସିରେ ସାମିଲ କରାଯିବ ବୋଲି ମଙ୍ଗଳବାର ଏକ...
ପୂଜାରେ ଟ୍ବିନ୍ ସିଟି ଜଗିବେ ୬୩ ପ୍ଲାଟୁନ ଫୋର୍ସ
ଭୁବନେଶ୍ୱର,୨-୯(ବ୍ୟୁରୋ): ଦୁର୍ଗାପୂଜା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। କଟକ ଓ ଭୁବନେଶ୍ୱରରେ ୬୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ। ଏହାସହ ରାପିଡ୍ ଆକ୍ସନ ଫୋର୍ସ ଓ ସ୍ବତନ୍ତ୍ର କମାଣ୍ଡୋ ୟୁନିଟ୍ ମଧ୍ୟ ନିୟୋଜିତ...
Archives


