Home Left

୬ ମ୍ୟାଚ୍‌ରୁ ୫ରେ ପରାଜୟ, IPL ପ୍ଲେଅଫ୍‌ ଦୌଡ଼ରୁ ବାଦ୍‌ ପଡ଼ିଲା ଚେନ୍ନାଇ?କ’ଣ କହୁଛି…

ନୂଆଦିଲ୍ଲୀ,୧୨।୪: ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଏପର୍ଯ୍ୟନ୍ତ IPL ୨୦୨୫ ବହୁତ ଖରାପ ରହିଛି। ପ୍ରଥମ ୬ ମ୍ୟାଚ୍‌ରୁ ୫ରେ CSK ପରାଜିତ ହୋଇଛି। ଏହି ସିଜିନରେ ଚେନ୍ନାଇ ପ୍ରଥମ ମ୍ୟାଚ ଜିତିଥିଲା। ଏହା ପରେ ଦଳ ଲଗାତାର ୫ଟି...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଟଳିଲେ ୨ ହାର୍ଡକୋର ମାଓବାଦୀ

ମାଲକାନଗିରି,୧୨ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ବଡ଼ ସଫଳତା ମିଳିଛି। ଦାନ୍ତଓ୍ବୋଡା ଏବଂ ବିଜାପୁର ସୀମାନ୍ତ ଇନ୍ଦ୍ରାବତୀ ଜଙ୍ଗଲରେ ପୋଲିସର ଏନକାଉଣ୍ଟରରେ ଦୁଇ ହାର୍ଡକୋର ମାଓବାଦୀ ନିହତ। ଏବେବି ଗୁଳିବିନିମୟ ଜାରି ରହିଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଅଧିକ...

କଙ୍ଗନାଙ୍କ ବିଦ୍ୟୁତ ବିଲ୍‌କୁ ନେଇ ବଢୁଛି ଚର୍ଚ୍ଚା: ଜାଣନ୍ତୁ କାହାକୁ ମିଳେ ବିଦ୍ୟୁତ ବିଲ୍‌ ରିହାତି

ନୂଆଦିଲ୍ଲୀ,୧୨।୪: ନିକଟରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ଅଭିନେତ୍ରୀ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ କହିଥିଲେ, ମନାଲୀରେ ଥିବା ତାଙ୍କ ଘରର ବିଦ୍ୟୁତ୍‌ ବିଲ ୧ ଲକ୍ଷ ଟଙ୍କା ହୋଇଛି କିନ୍ତୁ ସେ ସେଠାରେ ରହୁନାହାଁନ୍ତି। ଏହାସହ ସେ...

ବାପା କି ବୟଫ୍ରେଣ୍ଡ ନୁହେଁ, Janhvi Kapoorଙ୍କୁ କିଏ ଦେଲା ୪କୋଟି ଟଙ୍କାର ଗାଡି ଗିଫ୍ଟ?

ଜାହ୍ନବୀ କପୁରଙ୍କ ଚମତ୍କାର କାର୍‌ ସଂଗ୍ରହରେ ଆଉ ଏକ ଲଗଜରୀ କାର୍‌ ଯୋଡି ହୋଇଛି। ଏହି କାରଟି ଅନନ୍ୟା ର୍ବିଲା ଜାହ୍ନବୀଙ୍କୁ ଉପହାର ଦେଇଛନ୍ତି। ଅନନ୍ୟା ବିର୍ଲା ଦେଶର ସବୁଠାରୁ ଧନୀ ଝିଅମାନଙ୍କ ମଧ୍ୟରୁ ଜଣେ ଏବଂ ସେ ଜାହ୍ନବୀଙ୍କର...

କିଡ୍‌ନୀରେ ଷ୍ଟୋନ୍‌ ହୋଇଥିଲେ ପରିସ୍ରା ପଟେ ବାହାର କରିଦେବ ଏହି ପତ୍ର, ଜାଣନ୍ତୁ କିପରି କରିବେ ବ୍ୟବହାର…

ଆୟୁର୍ବେଦରେ ଅନେକ ପ୍ରକାରର ପତ୍ରକୁ ଔଷଧ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହୁଏ। ଏଥିମଧ୍ୟରୁ ଏକ ପତ୍ର ହେଉଛି ଅମରପୋଇ। ଏହାର ପତ୍ର ଶରୀର ପାଇଁ ବହୁତ ସ୍ବତନ୍ତ୍ର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଔଷଧୀୟ ଗୁଣରେ ଭରପୂର...

ପ୍ରସିଦ୍ଧ ଖେଳାଳି ତଥା IPL 2025ର କିମ୍ବଦନ୍ତୀ କମେଣ୍ଟଟରଙ୍କ ସ୍ତ୍ରୀ ବିକୁଛନ୍ତି ଜୁସ୍‌, ନାଁ ଜାଣିଲେ ଉଡିବ ହୋସ୍‌

IPL 2025ରେ ଅନେକ କ୍ରିକେଟ କିମ୍ବଦନ୍ତୀ ଭାଷ୍ୟକାର ବା କମେଣ୍ଟଟର ଅଛନ୍ତି। ଏଥିରେ ଗୋଟିଏ ନାମ ପୂର୍ବତନ ୱେଷ୍ଟଇଣ୍ଡିଜ ଖେଳାଳି ଡାରେନ ଗଙ୍ଗାଙ୍କର ମଧ୍ୟ ଅଛି। ଏହି ସିଜିନରେ ସେ ୱାଲର୍‌ଡ ଫିଡର ଇଂରାଜୀ କମେଣ୍ଟ୍ରି ପ୍ୟାନେଲର ଅଂଶ। ଏଥିପାଇଁ...

ଚାଲାଣ ହେଉଥିଲା ଗଞ୍ଜେଇ: ମାଡିବସିଲା ପୋଲିସ, ୪ ଗିରଫ

ବରଗଡ଼,୧୨।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଟାଉନ ପୋଲିସ ଦ୍ୱାରା ଏକ କିଣ୍ଟାଲ ୧୦ କେଜି ଗଞ୍ଜେଇ ଜବତ ସହିତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହିତ ଗଞ୍ଜେଇ ବୋଝେଇ ମାକ୍ସ ପିକଅପ ଓ ବୋଲେରୋ ଗାଡିକୁ ପୋଲିସ ଜବତ କରିଛି।...

ମା’ ସମଲେଶ୍ୱରୀଙ୍କ ମହାସ୍ନାନ, ମନ୍ଦିରରେ ଲାଗିଛି ଭକ୍ତଙ୍କ ଗହଳି

ବରଗଡ଼,୧୨ା୪: ଆଜି ଚୈତ୍ର ପୂର୍ଣ୍ଣିମା । ଏହି ଅବସରରେ ବରଗଡ଼ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାର୍ଷିକ ମହାସ୍ନାନ ଉତ୍ସବ ଚାଲିଛି। ଭୋର୍‌ ୪ଟାରୁ ମା’ଙ୍କ ସ୍ବତନ୍ତ୍ର ପୂଜା ସହ ଦେବୀଙ୍କ ମହାସ୍ନାନ ପର୍ବ ହୋଇଥିଲା। ସେହିପରି ଭୋର ୪ଟା ୫୦ମିନିଟରୁ...

ବଦଳିଲା କି Tatkal Ticket ବୁକିଂ କରିବାର ସମୟ? ବଡ଼ ଅପଡେଟ୍‌ ଦେଲା ଭାରତୀୟ ରେଲଓ୍ବେ

ନୂଆଦିଲ୍ଲୀ,୧୨।୪: ଭାରତୀୟ ରେଲଓ୍ବେ ସ୍ପଷ୍ଟ କରିଛି ଯେ ତତ୍କାଳ ଏବଂ ପ୍ରିମିୟମ ତତ୍କାଳ ଟିକେଟ ବୁକିଂ ସମୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ସାମାଜିକ ଗଣମାଧ୍ୟମରେ ଏହି ସମୟ ବଦଳାଇବା ସମ୍ପର୍କିତ କିଛି ମିଥ୍ୟା ଖବର ପ୍ରଚାର ହେଉଥିବାରୁ ଯାତ୍ରୀମାନଙ୍କ ମଧ୍ୟରେ...

ତୁଣ୍ଡ ଖୋଲିଲେ ପ୍ରସନ୍ନ ପାଟ୍ଟଶାଣୀ: କହିଲେ ନବୀନ ମିଛ କହୁଛନ୍ତି, ମୋ ବିରୋଧରେ ବି ପାଣ୍ଡିଆନ…

ଭୁବନେଶ୍ୱର,୧୨ା୪: ଦିନ ଥିଲା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଯାହା କହୁଥିଲେ ଏହା ଉପରେ କେହି ପଦାରେ ମଧ୍ୟ ଆଲୋଚନା କରିବାକୁ ସାହସ ଜୁଟାଇପାରୁ ନ ଥିଲେ। ଯଦି ଦଳର କୌଣସି ବିଷୟରେ କେହି ପଚାରୁଥିଲେ...

କ’ଣ ଅଫିସରେ କଫି ମେସିନରୁ ପିଉଛନ୍ତି କି କଫି? ସାବଧାନ ହୋଇପାରେ ମାରାତ୍ମକ ରୋଗ

ଆମ ମଧ୍ୟରୁ ଅଧିକାଂଶ ଲୋକ ଅଫିସ କଫି ମେସିନ ସହିତ ନିଜର ଦିନ ଆରମ୍ଭ କରନ୍ତି। ସକାଳର ବୈଠକ ପୂର୍ବରୁ ହେଉ କିମ୍ବା ଅପରାହ୍ନରେ, ଅଧିକାଂଶ ଲୋକ ଅଫିସ ମେସିନରୁ କଫି ପିଅନ୍ତି, କିନ୍ତୁ ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ...

ସୁରକ୍ଷା ବାହିନୀକୁ ବଡ଼ ସଫଳତା: ଟଳିପଡ଼ିଲେ ୩ ଆତଙ୍କବାଦୀ

ଶ୍ରୀନଗର,୧୨।୪: ଜମ୍ମୁ-କାଶ୍ମୀରର କିସ୍ତୱାର ଜିଲାର ଛାତରୁ ଅଞ୍ଚଳରେ ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି। ଏପର୍ଯ୍ୟନ୍ତ ସୁରକ୍ଷା ବାହିନୀର ଏକ ସର୍ଚ୍ଚ ଆଣ୍ଡ ଡିସ୍ଟ୍ରୋଞ୍ଜ ଅପରେଶନ ସମୟରେ ତିନି ଜଣ ଆତଙ୍କବାଦୀ ଟଳିପଡ଼ିଛନ୍ତି। ଏହି ଅପରେଶନ ୯ ଏପ୍ରିଲରୁ ଚାଲିଥିଲା।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image