କ୍ରିକେଟ ବିଶ୍ୱକପ୍‌

ବୁମ୍‌ରାଙ୍କ ୫୦ତମ ଅନ୍ତର୍ଜାତୀୟ ମ୍ୟାଚ୍‌

ସାଉଥାମ୍ପ୍‌ଟନ,୫।୬- ଭାରତୀୟ ପେସର ଯଶ୍‌ପ୍ରୀତ ବୁମ୍‌ରା ଏଠାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲାରେ କ୍ୟାରିୟରର ୫୦ତମ ମ୍ୟାଚ୍‌ ଖେଳିଛନ୍ତି। ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ସେ ଦକ୍ଷିଣ ଆଫ୍ରିକୀୟ ଓପ୍‌ନର ହାସିମ ଅମ୍‌ଲା ଓ କ୍ୱିଣ୍ଟନ ଡିକକ୍‌ଙ୍କ ଉଇକେଟ ନେଇଛନ୍ତି।...

ପ୍ରଥମେ ବୋଲିଂ କରିବ ଭାରତ

ସାଉଥାମ୍ପଟନ,୫।୬- ଚଳିତ ବିଶ୍ୱକପ୍‌ର ଭାରତ ବିପକ୍ଷ ମ୍ୟାଚ୍‌ରେ ଫାଫ ଡୁପ୍ଲେସିଙ୍କ ନେତୃତ୍ୱାଧୀନ ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଦୁଇ ମ୍ୟାଚ୍‌ରେ ଦ୍ୱିତୀୟ ବ୍ୟାଟିଂ କରି ଚାପର ସମ୍ମୁଖୀନ ହୋଇଥିବାରୁ ଡୁପ୍ଲେସି ଏଥର...

ବିଶ୍ୱକପ୍‌ରେ ଅଜବ ସଂଯୋଗ

କ୍ରିକେଟ ବିଶ୍ୱକପର ଗତ ୩ ସଂସ୍କରଣରେ ଏକ ଅଜବ ସଂଯୋଗ ଦେଖାଦେଇଛି। ୨୦୦୭ (ଓ୍ବେଷ୍ଟଇଣ୍ଡିଜ), ୨୦୧୧ (ଭାରତ) ଓ ୨୦୧୫ (ଅଷ୍ଟ୍ରେଲିଆ) ବିଶ୍ୱକପ୍‌ରେ ପ୍ରଥମ ଶତକ ଲଗାଇଥିବା ବ୍ୟାଟ୍ସମ୍ୟାନଙ୍କ ଦଳ ହିଁ ଚାମ୍ପିୟନ ହୋଇଛି। ଓ୍ବେଷ୍ଟଇଣ୍ଡିଜଠାରେ ଆୟୋଜିତ ୨୦୦୭ ବିଶ୍ୱକପ୍‌ରେ...

ଭାରତ ସପକ୍ଷରେ ନାହିଁ ରେକର୍ଡ

ସାଉଥାମ୍ପଟନ,୫।୬- ଚଳିତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରୁ ଭାରତୀୟ ଦଳ ତା’ର ଅଭିଯାନ ଆରମ୍ଭ କରିବାକୁ ଯାଉଛି। ହେଲେ ବିଶ୍ୱକପ୍‌ର ଅନ୍ୟତମ ଫେଭରାଇଟ୍‌ ଭାରତ ସପକ୍ଷରେ ରେକର୍ଡ ନାହିଁ। ଦୁଇ ଦଳ ଏପର୍ଯ୍ୟନ୍ତ ୪ ଥର ବିଶ୍ୱକପ୍‌ରେ ପରସ୍ପରକୁ...

ବିଶ୍ୱକପ୍‌ରୁ ଷ୍ଟେଇନ୍‌ ଆଉଟ୍‌

ସାଉଥାମ୍ପଟନ୍‌, ୪।୬(ପି.ଟି.)- ଆଇସିସି ବିଶ୍ୱକପ୍‌ରେ ଭାରତ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଦଳକୁ ମଙ୍ଗଳବାର ଶକ୍ତ ଧକ୍କା ଲାଗିଛି। ଦଳର ପ୍ରମୁଖ ତଥା ଅଭିଜ୍ଞ ଦ୍ରୁତ ବୋଲର ଡେଲ୍‌ ଷ୍ଟେଇନ୍‌ ଆଘାତଜନିତ ସମସ୍ୟା ଲାଗି ପୂରା ବିଶ୍ୱକପ୍‌ରୁ...

ଆର୍ଚର, ରଏଙ୍କ ମ୍ୟାଚ୍ ଫି କଟିଲା

ନଟ୍ଟିଂହାମ, ୪୬(ପି.ଟି.)- ଆଇସିସି ଆଚରଣ ସଂହିତା ଉଲ୍ଲଂଘନ କରିଥତ୍ବା କାରଣରୁ ଦୁଇ ଇଂଲଣ୍ଡ କ୍ରିକେଟର ଜୋଫ୍ରା ଅାର୍ଚର ଓ ଜୋ ରୁଟ୍ଙ୍କୁ ଅାଥର୍ତ୍କ ଦଣ୍ଡରେ ଦଣ୍ଡିତ କରାଯାଇଛି ସୋମବାର ଏଠାରେ ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥତ୍ବା ଅାଇସିସି ବିଶ୍ୱକପ୍ର...

କମଳା ରଙ୍ଗର ହୋଇପାରେ ଭାରତୀୟ ଦଳର ନୂଆ ଜର୍ସି

ଲଣ୍ଡନ,୩।୬- କ୍ରିକେଟ ପ୍ରଶଂସକମାନେ ଚଳିତ ବିଶ୍ୱକପ୍‌ରେ ଭାରତୀୟ ଦଳର ଅଭିଯାନ ଆରମ୍ଭ ହେବାର ଅପେକ୍ଷା କରିଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳକୁ ଚଳିତ ଥର କେବଳ ନୀଳ ରଙ୍ଗରେ ଦେଖିବାକୁ ମିଳିବ ନାହିଁ। ଆଇସିସିର ନୂଆ ନିୟମ ଅନୁଯାୟୀ ଆୟୋଜକ...

୧୭ ହଜାର ଟଙ୍କାର ବିଶ୍ୱକପ୍‌ ଟିକେଟର ମୂଲ୍ୟ ଦେଢ଼ଲକ୍ଷ

ମୁମ୍ବାଇ,୩।୬- ଚଳିତ ମାସ ୩୦ ତାରିଖରେ ଏଜ୍‌ବାଷ୍ଟନଠାରେ ଆୟୋଜକ ଇଂଲଣ୍ଡ ଓ ଭାରତ ମଧ୍ୟରେ ବିଶ୍ୱକପ୍‌ ଲିଗ୍‌ ମ୍ୟାଚ୍‌ ଖେଳାଯିବ। ଏହି ମ୍ୟାଚ୍‌ର ଏକ ପ୍ଲାଟିନମ ଟିକେଟର ମୂଲ୍ୟ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଦ୍ୱାରା ୨୦,୬୬୮ ଟଙ୍କା ଧାର୍ଯ୍ୟ...

କ୍ରିକେଟର ଭଗବାନ୍‌ଙ୍କୁ ଭେଟିଲେ ରଣବୀର

ଲଣ୍ଡନ,୩।୬- ବଲିଉଡ୍‌ ଷ୍ଟାର ରଣବୀର ସିଂ ଏବେ କବୀର ଖାଁଙ୍କ ଫିଲ୍ମ ‘୮୩’ ଶୁଟିଂ ପାଇଁ ଏଠାରେ ଅଛନ୍ତି। ଏହି ଫିଲ୍ମ ଭାରତ ପାଇଁ ପ୍ରଥମ ବିଶ୍ୱକପ୍‌ ଆଣିଥିବା କପିଳଦେବଙ୍କ ଉପରେ ଆଧାରିତ। ଏବେ ବିଶ୍ୱକପ୍‌ ଚାଲିଥିବାରୁ ରଣବୀର ବହୁ...

ଦକ୍ଷିଣ ଆଫ୍ରିକାକୁ ଝଟକା

ସାଉଥାମ୍ପଟନ,୩।୬(ପି.ଟି.)-ଚଳିତ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ଦଳର ଚିନ୍ତା ବଢ଼ିବାରେ ଲାଗିଛି। ପ୍ରଥମ ଦୁଇ ମ୍ୟାଚ୍‌ ପରାସ୍ତ ହୋଇଥିବା ଫାଫ୍‌ ଡୁପ୍ଲେସିଙ୍କ ଦଳ ୩ୟ ମ୍ୟାଚ୍‌ରେ ବୁଧବାର ଭାରତକୁ ଭେଟିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ ପୂର୍ବରୁ ଦଳର ଯୁବ ପେସର ଲୁନ୍‌ଗି...

ଦ୍ରୁତତମ ଅଲରାଉଣ୍ଡର ସାକିବ

ଲଣ୍ଡନ,୩।୬-ବାଂଲାଦେଶ ଅଲରାଉଣ୍ଡର ସାକିବ ଅଲ ହାସନ ଦ୍ରୁତତମ ଅଲରାଉଣ୍ଡର ଭାବେ ଅନ୍ତର୍ଜାତୀୟ ଦିନିକିଆ ଫର୍ମାଟରେ ୫ ହଜାରରୁ ଅଧିକ ରନ୍‌ କରିବା ସହ ୨୫୦ ଉଇକେଟ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ମିଳିଥିବା ୨୧ ରନ୍‌ର ବିଜୟରେ ସାକିବ ଗୁରୁତ୍ୱପୂର୍ଣ୍ଣ...

ଆଇସିସି ବିଶ୍ୱକପ୍‌: ଇଂଲଣ୍ଡ- ପାକିସ୍ତାନ ମୁକାବିଲା ଆଜି

ଲଣ୍ଡନ,୩।୫(ଏଏଫପି)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ର ଚଳିତ ଦ୍ୱାଦଶ ସଂସ୍କରଣରେ ଆୟୋଜକ ତଥା ହଟ୍‌ ଫେଭରାଇଟ ଇଂଲଣ୍ଡ ସୋମବାର ୧୯୯୨ ଚାମ୍ପିୟନ ପାକିସ୍ତାନକୁ ଭେଟିବ। ନଟିଂହାମର ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌ ଉପରେ ଏବେ ସାରା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri