କ୍ରିକେଟ ବିଶ୍ୱକପ୍‌

ଭାରତ-ନ୍ୟୁଜିଲାଣ୍ଡ ମ୍ୟାଚ୍‌ ୱାଙ୍ଖଡେ ଷ୍ଟାଡିୟମରେ ବଡ଼ଧରଣର ଅଘଟଣର ଚେତାବନୀ, ଆଲର୍ଟରେ ପୋଲିସ୍‌

ମୁମ୍ବାଇ,୧୫।୧୧: ୱାଙ୍ଖଡେ ଷ୍ଟାଡିୟମରେ ଆଇସିସି କ୍ରିକେଟ୍ ବିଶ୍ୱକପ ୨୦୨୩ ରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ସେମିଫାଇନାଲ ସଂଘର୍ଷ ପୂର୍ବରୁ ପୋଲିସକୁ ଧମକପୂର୍ଣ୍ଣ ବାର୍ତ୍ତା ମିଳିଛି। ଅଜଣା ବ୍ୟକ୍ତି ମୁମ୍ବାଇ ପୋଲିସକୁ ଏକ୍ସ (ପୂର୍ବ ଟୁଇଟର) ରେ ଏକ...

ଆଜି ଓ୍ବାଙ୍ଖ୍‌ଡ଼େ ଟକ୍କର: ନ୍ୟୁଜିଲାଣ୍ଡ ପ୍ରତି ଭାରତ ସତର୍କ

ମୁମ୍ବାଇ,୧୫୧୧(ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଏହାର ଅନ୍ତିମ ଚରଣରେ ପହଞ୍ଚିଛି। ବୁଧବାର ପ୍ରଥମ ସେମିଫାଇନାଲରେ ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ମୁକାବିଲା କରିବେ। ଚମତ୍କାର ପ୍ରଦର୍ଶନ ଜରିଆରେ ଲିଗ୍‌ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍‌ ଜିତି ଭାରତ ସେମିଫାଇନାଲରେ ପ୍ରବେଶ...

ବର୍ଷା କାରଣରୁ ସେମିଫାଇନାଲ ମ୍ୟାଚ୍ ବାତିଲେ ହେଲେ ଫାଇନାଲ ଖେଳିବ ଟିମ୍ ଇଣ୍ଡିଆ, ଜାଣନ୍ତୁ କିପରି

ନୂଆଦିଲ୍ଲୀ, ୧୩ା୧୧: ଚଳିତ ଦିନିକିଆ ବିଶ୍ୱକପ ଏହାର ଅନ୍ତିମ ଚରଣରେ ଉପନୀତ ହୋଇଛି। କ୍ରିକେଟ୍ ର ଏହି ମହାକୁମ୍ଭର ପ୍ରଥମ ସେମିଫାଇନାଲ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ୍ ସମ୍ବନ୍ଧରେ ଗୋଟିଏ ନିୟମ ଭାରତୀୟ ପ୍ରଶଂସକଙ୍କୁ ଖୁସି...

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ ମ୍ୟାଚ୍ ପରିଚାଳନା କରିବେ ଏହି ଦୁଇ ଅମ୍ପାୟାର, ଘୋଷଣା କଲା ଆଇସିସି

ନୂଆଦିଲ୍ଲୀ, ୧୩।୧୧: ଚଳିତ ଦିନିକିଆ କ୍ରିକେଟ ବିଶ୍ୱକପ ସେମିଫାଇନାଲ ମୁକାବିଲା ପରିଚାଳନା କରିବାକୁ ଥିବା ପାଇଁ ଅମ୍ପାୟାରଙ୍କ ନାମ ଘୋଷଣା କରିଛି ଆଇସିସି। ରଡ ଟକର ଏବଂ ରିଚାର୍ଡ ଇଲିଙ୍ଗୱର୍ଥ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ହେବାକୁ ଥିବା ପ୍ରଥମ ସେମିଫାଇନାଲ ମ୍ୟାଚ୍...

ସେମିଫାଇନାଲରୁ ବାଦ୍ ପଡ଼ିବା ପରେ ନିରାଶ ହୋଇ ବଡ଼ ବୟାନ ଦେଲେ ବାବର ଆଜାମ

କୋଲକାତା,୧୧।୧୧: ଶନିବାର ଖେଳାଯାଇଥିବା ଆଇସିସି ଦିନିକିଆ ବିଶ୍ୱକପ୍‌ର ଶେଷ ମ୍ୟାଚ୍‌ରେ ଇଂଲଣ୍ଡ ପାକିସ୍ତାନକୁ ୯୩ ରନରେ ପରାସ୍ତ କରିଛି। ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ନଅ ୱିକେଟ୍ ପାଇଁ ୩୩୭ ରନ୍ ସ୍କୋର କରିଥିଲା। ଏହାର ଜବାବରେ...

ବିଦାୟୀ ମ୍ୟାଚରେ ୧୦୦ ତମ ୱିକେଟ୍ ନେଇ ମ୍ୟାନ ଅଫ ଦି ମ୍ୟାଚ ଜିତିଲେ ଡେଭିଡ ୱିଲି

କୋଲକାତା, ୧୧ା୧୧: ଅନ୍ତର୍ଜାତୀୟ କ୍ରିକେଟ୍ ରେ ଅନ୍ତିମ ଦିନରେ ଇଂଲଣ୍ଡର ବାମହାତୀ ଦ୍ରୁତ ବୋଲର ଡେଭିଡ ୱିଲି ୧୦୦ ଟି ୱିକେଟ୍ ସହ ନିଜର ଦିନିକିଆ କ୍ୟାରିୟର ଶେଷ କରିଛନ୍ତି। ୩୩ ବର୍ଷୀୟ ୱିଲି ନିଜର ୧୦୦ ତମ ଦିନିକିଆରେ...

ବିଶ୍ୱକପ ୨୦୨୩ରେ ହେଲା ବଡ଼ ରେକର୍ଡ, ୧୦ ଲକ୍ଷ ଲୋକେ ଷ୍ଟାଡିୟମରେ ଆସି ଦେଖିଲେ ମ୍ୟାଚ୍

ନୂଆଦିଲ୍ଲୀ, ୧୧।୧୧: ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୩ରେ ଆଉ ଏକ ରେକର୍ଡ ପ୍ରତିଷ୍ଠା ହୋଇଛି। ବିଶ୍ୱକପରେ ବର୍ତ୍ତମାନ ଆଉ ସାତଟି ମ୍ୟାଚ୍ ବାକି ରହିଛି। ଏହା ପୂର୍ବରୁ ଷ୍ଟାଡିୟମରେ ଚଳିତ ବିଶ୍ୱକପରେ ଏକ ମିଲିୟନ ଅର୍ଥାତ ୧୦ ଲକ୍ଷ ଲୋକେ...

ଆହତ ହୋଇ ୨୦୨୩ ବିଶ୍ୱକପରୁ ବାଦ୍ ପଡ଼ିଲେ ବାଂଲାଦେଶ ଅଧିନାୟକ ଶାକିବ ଅଲ ହାସନ

ନୂଆଦିଲ୍ଲୀ,୭/୧୧: ଶ୍ରୀଲଙ୍କା ବିପକ୍ଷରେ ସହଜ ବିଜୟ ପରେ ବାଂଲାଦେଶକୁ ଲାଗିଛି ବଡ ଝଟକା। ବାମ ହାତ ଅଙ୍ଗୁଳି ଭାଙ୍ଗିଯିବାରୁ ଚାଲିଥିବା ଦିନିକିଆ ବିଶ୍ୱକପରୁ ବାଦ୍ ପଡିଛନ୍ତି ବାଂଲାଦେଶର ଷ୍ଟାର ଅଲରାଉଣ୍ଡର ତଥା ଅଧିନାୟକ ଶାକିବ ଅଲ ହାସନ। ଫଳରେ ନଭେମ୍ବର...

ମାଥ୍ୟୁସଙ୍କ ବିବାଦୀୟ ଆଉଟ: ଶାକିବଙ୍କ ଖେଳୁଆଡ଼ ମନୋଭାବ ନେଇ ପ୍ରଶ୍ନ ଉଠାଇଲେ ବରିଷ୍ଠ ଖେଳାଳି

ନୂଆଦିଲ୍ଲୀ,୬।୧୧: ଚାଲିଥିବା ଦିନିକିଆ ବିଶ୍ୱକପରେ ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ବାଂଲାଦେଶ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଅନେକ ବିବାଦୀୟ ମୁହୂର୍ତ୍ତ ଦେଖିବାକୁ ମିଳିଛି। ଏହି ମ୍ୟାଚରେ ଶ୍ରୀଲଙ୍କାର ଏଞ୍ଜଲା ମାଥ୍ୟୁସଙ୍କ ଆଉଟ ସବୁଠି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ...

ପାକିସ୍ତାନ ବିଜୟ ପରେ ରୋଚକ ମୋଡ଼ରେ ସେମିଫାଇନାଲ ରେସ୍; ଆଶାରେ ୭ ଟିମ୍, ଜାଣନ୍ତୁ ପାକିସ୍ତାନର ସ୍ଥିତି

ନୂଆଦିଲ୍ଲୀ,୪/୧୧: ବାବର ଆଜାମଙ୍କ ନେତୃତ୍ୱରେ ପାକିସ୍ତାନ ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ର ୩୫ ତମ ମ୍ୟାଚରେ ଡକୱର୍ଥ ଲୁଇସ ନିୟମରେ ନ୍ୟୁଜିଲ୍ୟାଣ୍ଡକୁ ୨୧ ରନରେ ପରାସ୍ତ କରି ସେମିଫାଇନାଲ ଆଶାକୁ ଜୀବିତ ରଖିଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଏହି ବିଜୟ...

ଅଷ୍ଟ୍ରେଲିଆକୁ ବଡ଼ ଝଟକା, ମୁଣ୍ଡରେ ଆଘାତ ପାଇଁ ଇଂଲଣ୍ଡ ବିପକ୍ଷ ମ୍ୟାଚରୁ ବାଦ ପଡ଼ିଲେ ଗ୍ଲେନ ମାକ୍ସୱେଲ

ଅହମଦାବାଦ,୧/୧୧: ଚଳିତ ବିଶ୍ୱକପ ଦିନିକିଆ ବିଶ୍ୱକପରେ ବୁଧବାର ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ଆଗରୁ ଅଷ୍ଟ୍ରେଲିଆ ଟିମକୁ ଲାଗିଛି ବଡ ଝଟକା। କ୍ରିକେଟ ଅଷ୍ଟ୍ରେଲିଆ ରିପୋର୍ଟ ଅନୁଯାୟୀ ଗଲ୍ଫ ଖେଳୁଥିବା ସମୟରେ ମାକ୍ସୱେଲ ପଛୁଆ ଗଳି ପଡ଼ିଥିଲେ, ଯେଉଁ ସମୟରେ ତାଙ୍କ...

ତିନି ପୂର୍ବ ଚାମ୍ପିୟନଙ୍କୁ ହରାଇ ସାରିଲାଣି ଆଫଗାନିସ୍ଥାନ, ଏହିପରି ପହଞ୍ଚିପାରେ ସେମିଫାଇନାଲରେ

ନୂଆଦିଲ୍ଲୀ,୩୦/୧୦: ଚଳିତ ଦିନିକିଆ ବିଶ୍ୱକପରେ ଯଦି କୌଣସି ଟିମ୍ ସବୁଠୁ ଆଶ୍ଚର୍ଯ୍ୟକର ଖେଳ ପ୍ରଦର୍ଶନ କରିଛି, ସେ ହେଉଛି ଆଫଗାନିସ୍ଥାନ। ଆତଙ୍କବାଦ ଏବଂ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଆଫଗାନିସ୍ଥାନ କ୍ରିକେଟରେ କିନ୍ତୁ ଆଗକୁ ବଢି଼ବା ଜାରି ରଖିଛି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri