Advertisement

ଅନ୍ତର୍ଜାତୀୟ

US strikes on Houthi: ମାତ୍ର ୨୫ ସେକେଣ୍ଡରେ ହୁତିଙ୍କୁ ଧ୍ବଂସ କରିଦେଲା ଆମେରିକା! ଭିଡ଼ିଓ ଶେୟାର କଲେ ଟ୍ରମ୍ପUS strikes on Houthi: ମାତ୍ର ୨୫ ସେକେଣ୍ଡରେ ହୁତିଙ୍କୁ ଧ୍ବଂସ କରିଦେଲା ଆମେରିକା! ଭିଡ଼ିଓ ଶେୟାର କଲେ ଟ୍ରମ୍ପ

US strikes on Houthi: ମାତ୍ର ୨୫ ସେକେଣ୍ଡରେ ହୁତିଙ୍କୁ ଧ୍ବଂସ କରିଦେଲା ଆମେରିକା! ଭିଡ଼ିଓ ଶେୟାର କଲେ ଟ୍ରମ୍ପ

ଓ୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ଭିଡିଓ ଶେୟାର କରିଛନ୍ତି। ଏଥିରେ ୟେମେନରେ ହୁତି ବିଦ୍ରୋହୀଙ୍କ ଉପରେ ଆମେରିକାର ବିମାନ ଆକ୍ରମଣ ଦର୍ଶାଯାଇଛି। ଏହି ଭିଡିଓ…

2 weeks ago
ଆମେରିକାକୁ ପାନେ ଦେଲା ଚାଇନା: ଆପଣାଇଲା ଯେସାକୁ ତେସା ନୀତିଆମେରିକାକୁ ପାନେ ଦେଲା ଚାଇନା: ଆପଣାଇଲା ଯେସାକୁ ତେସା ନୀତି

ଆମେରିକାକୁ ପାନେ ଦେଲା ଚାଇନା: ଆପଣାଇଲା ଯେସାକୁ ତେସା ନୀତି

ବେଜିଂ,୫।୪:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚାଇନାରୁ ଆମଦାନୀ ସାମଗ୍ରୀ ଉପରେ ୩୪ ପ୍ରତିଶତ ପାରସ୍ପରିକ ଶୁଳ୍କ ଲଗାଇବାକୁ ଘୋଷଣା କରିବାର ଦିନକ ପରେ ବେଜିଂ ମଧ୍ୟ ଯେସାକୁ…

2 weeks ago
ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପ: ସୁନାମୀ ଚେତାବନୀ ଜାରିସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପ: ସୁନାମୀ ଚେତାବନୀ ଜାରି

ସକାଳୁ ସକାଳୁ ଶକ୍ତିଶାଳୀ ଭୂକମ୍ପ: ସୁନାମୀ ଚେତାବନୀ ଜାରି

ନୂଆଦିଲ୍ଲୀ,୫।୪: ନ୍ୟୁ ବ୍ରିଟେନ ଦ୍ୱୀପର ଉପକୂଳରେ ଶନିବାର ସକାଳୁ ୬.୯ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ପାପୁଆ ନ୍ୟୁ ଗିନି ପାଇଁ ସୁନାମି ଚେତାବନୀ…

2 weeks ago
ଚାଇନାର ପ୍ରହାରରେ ଆମେରିକୀୟ ଶେୟାର ବଜାରରେ ହାହାକାରଚାଇନାର ପ୍ରହାରରେ ଆମେରିକୀୟ ଶେୟାର ବଜାରରେ ହାହାକାର

ଚାଇନାର ପ୍ରହାରରେ ଆମେରିକୀୟ ଶେୟାର ବଜାରରେ ହାହାକାର

ଓ୍ବାଶିଂଟନ୍‌,୪।୪: ବିଶ୍ୱର ଦୁଇଟି ବୃହତ୍‌ ଅର୍ଥନୀତି ପରସ୍ପର ସହିତ ଟାରିଫ୍‌ ଓ୍ବାର୍‌ ଆରମ୍ଭ କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ…

2 weeks ago
ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ଭାରତରେ ବି…ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ଭାରତରେ ବି…

ଭୂକମ୍ପ ଝଟ୍‌କାରେ ଥରିଲା ନେପାଳ, ଭାରତରେ ବି…

କାଠମାଣ୍ଡୁ/ଲକ୍ଷ୍ନୌ,୪।୪:ନେପାଳରେ ଶୁକ୍ରବାର ରାତି ୭ଟା ୫୨ ମିନିଟ୍‌ ସମୟରେ ୫.୦ ତୀବ୍ରତାର ଭୂକମ୍ପ ହୋଇଛି। ଏହାର କମ୍ପନ ଉତ୍ତର ଭାରତର ବିଭିନ୍ନ ଭାଗରେ ଅନୁଭୂତ ହୋଇଛି। ୨୦…

2 weeks ago
ଟ୍ରମ୍ପଙ୍କୁ କଡ଼ା ଜବାବ ଦେଲା ଚାଇନା,ଆମେରୀକୀୟ ସାମଗ୍ରୀ ଉପରେ ଲଗାଇଲା ୩୪% ଟାରିଫ୍‌ଟ୍ରମ୍ପଙ୍କୁ କଡ଼ା ଜବାବ ଦେଲା ଚାଇନା,ଆମେରୀକୀୟ ସାମଗ୍ରୀ ଉପରେ ଲଗାଇଲା ୩୪% ଟାରିଫ୍‌

ଟ୍ରମ୍ପଙ୍କୁ କଡ଼ା ଜବାବ ଦେଲା ଚାଇନା,ଆମେରୀକୀୟ ସାମଗ୍ରୀ ଉପରେ ଲଗାଇଲା ୩୪% ଟାରିଫ୍‌

ନୂଆଦିଲ୍ଲୀ,୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଘୋଷଣା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ବିଶ୍ୱର ଅନେକ ଦେଶ ଏହାକୁ ବିରୋଧ କରୁଛନ୍ତି। ଟ୍ରମ୍ପଙ୍କ ଟାରିଫ୍‌  ଦ୍ୱାରା…

2 weeks ago
ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ୟୁନୁସଙ୍କୁ କ’ଣ କହିଲେ ମୋଦି, ଜାଣନ୍ତୁବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ୟୁନୁସଙ୍କୁ କ’ଣ କହିଲେ ମୋଦି, ଜାଣନ୍ତୁ

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ୟୁନୁସଙ୍କୁ କ’ଣ କହିଲେ ମୋଦି, ଜାଣନ୍ତୁ

ବ୍ୟାଙ୍କକ,୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ପରାମର୍ଶଦାତା ମହମ୍ମଦ ୟୁନୁସ ପରସ୍ପରଙ୍କୁ ଭେଟିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା…

2 weeks ago
ୟୁନୁସଙ୍କୁ ଚେତାଇ ଦେଲେ ମୋଦି: ପରିବେଶକୁ ବିଗାଡ଼ିବା କାର୍ଯ୍ୟ କରନାହିଁ, ନଚେତ୍‌…ୟୁନୁସଙ୍କୁ ଚେତାଇ ଦେଲେ ମୋଦି: ପରିବେଶକୁ ବିଗାଡ଼ିବା କାର୍ଯ୍ୟ କରନାହିଁ, ନଚେତ୍‌…

ୟୁନୁସଙ୍କୁ ଚେତାଇ ଦେଲେ ମୋଦି: ପରିବେଶକୁ ବିଗାଡ଼ିବା କାର୍ଯ୍ୟ କରନାହିଁ, ନଚେତ୍‌…

ବ୍ୟାଙ୍କକ,୪।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି BIMSTEC ଶିଖର ସମ୍ମିଳନୀ ଅବସରରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କୁ ଭେଟିଛନ୍ତି। ବାଂଲାଦେଶରେ ବିଦ୍ରୋହ ପରେ ଏହା ଦୁଇ ଦେଶର…

2 weeks ago
ଟ୍ରେଡ ଓ୍ବାର ମଧ୍ୟରେ ଭାରତକୁ ମିଳିଲା ପୁଟିନଙ୍କ ସହଯୋଗଟ୍ରେଡ ଓ୍ବାର ମଧ୍ୟରେ ଭାରତକୁ ମିଳିଲା ପୁଟିନଙ୍କ ସହଯୋଗ

ଟ୍ରେଡ ଓ୍ବାର ମଧ୍ୟରେ ଭାରତକୁ ମିଳିଲା ପୁଟିନଙ୍କ ସହଯୋଗ

ନୂଆଦିଲ୍ଲୀ/ମସ୍କୋ,୪।୪: ଆମେରିକା ଦ୍ୱାରା ଶୁଳ୍କ ବୃଦ୍ଧି ମଧ୍ୟରେ, ଭାରତକୁ ତା’ର ବନ୍ଧୁ ରୁଷିଆର ସମର୍ଥନ ମିଳିଛି। ରୁଷିଆ ରାଷ୍ଟ୍ରପତି ପୁଟିନ ଭାରତକୁ ନିବେଶ ପାଇଁ ସର୍ବୋତ୍ତମ ଦେଶ…

2 weeks ago
ଟ୍ରମ୍ପ ଦେଖାଇଲେ ଗୋଲ୍ଡ କାର୍ଡ, ଜାଣନ୍ତୁ ଆମେରିକାର ନାଗରିକତା ପାଇଁ କେତେ ଖର୍ଚ୍ଚ କରିବାକୁ ପଡିବଟ୍ରମ୍ପ ଦେଖାଇଲେ ଗୋଲ୍ଡ କାର୍ଡ, ଜାଣନ୍ତୁ ଆମେରିକାର ନାଗରିକତା ପାଇଁ କେତେ ଖର୍ଚ୍ଚ କରିବାକୁ ପଡିବ

ଟ୍ରମ୍ପ ଦେଖାଇଲେ ଗୋଲ୍ଡ କାର୍ଡ, ଜାଣନ୍ତୁ ଆମେରିକାର ନାଗରିକତା ପାଇଁ କେତେ ଖର୍ଚ୍ଚ କରିବାକୁ ପଡିବ

ଓ୍ବାଶିଂଟନ,୪।୪: ରାଷ୍ଟ୍ରପତି ହେବା ପରେ, ଡୋନାଲ୍ଡ ଟ୍ରମ୍ପ ନିରନ୍ତର ପ୍ରବାସନ ନିୟମରେ ବଡ଼ ପରିବର୍ତ୍ତନ ଆଣିଛନ୍ତି। ତଥାପି, କିଛି ଦିନ ପୂର୍ବରୁ ଟ୍ରମ୍ପ ଘୋଷଣା କରିଥିଲେ ଯେ…

2 weeks ago