ଅନ୍ତର୍ଜାତୀୟ

ଆଡଲ୍ଫ ହିଟ୍‌ଲରଙ୍କ ଘଣ୍ଟା ନିଲାମ, ଏତିକି ଦାମ୍‌ରେ ହେଲା ବିକ୍ରି

ଓ୍ବାଶିଂଟନ,୩୦ା୭: ଏକଛତ୍ରବାଦୀ ଶାସକ ଆଡଲ୍ଫ ହିଟଲରଙ୍କ ଘଣ୍ଟା ଆମେରିକାରେ ୧୧ ଲକ୍ଷ ଡଲାର ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୮ କୋଟି ୭୧ ଲକ୍ଷ ୧୪ ହଜାର ୫୦୦…

2 years ago

ଗୃହଯୁଦ୍ଧ ମୁହାଁ ଇରାକ୍‌, ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସଂସଦରେ ପ୍ରବେଶ କଲେ ପ୍ରଦର୍ଶନକାରୀ…

ବାଗଦାଦ୍‌, ୩୦।୭ : ଇରାକ୍‌ ଗୃହଯୁଦ୍ଧ ମୁହାଁ ହେବାରେ ଲାଗିଛି। ସପ୍ତାହ ମଧ୍ୟରେ ଦ୍ୱିତୀୟ ଥର ପାଇଁ ସଂସଦରେ ପ୍ରଦର୍ଶନକାରୀ ପ୍ରବେଶ କରିଛନ୍ତି। ଶନିବାର ଏକ ପ୍ରଭାବଶାଳୀ…

2 years ago

‘ୟୁକ୍ରେନକୁ ବିଶ୍ୱ ମାନଚିତ୍ରରୁ ହଟାଇବାକୁ ଚାହୁଁଛି ରୁଷିଆ’

ଓ୍ବାଶିଂଟନ,୩୦ା୭: ମିଳିତ ଜାତିସଂଘରେ ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ୍‌ ଗ୍ରୀନଫିଲ୍ଡ କହିଛନ୍ତି, ରୁଷିଆ ୟୁକ୍ରେନକୁ ବିଶ୍ୱ ମାନଚିତ୍ରରୁ ହଟାଇବା ଅର୍ଥାତ୍‌ ମୂଳପୋଛ କରିବାକୁ ଚାହୁଁଛି। ଗ୍ରୀନଫିଲ୍ଡ ଜାତିସଂଘ…

2 years ago

ଟ୍ରେନ୍‌-ବସ୍‌ ମୁହାଁମୁହିଁ, ୭ ଛାତ୍ର-୪ ଶିକ୍ଷକ ମୃତ…

ଢାକା, ୩୦।୭ : ବାଂଲାଦେଶର ଚଟଗାଁସ୍ଥିତ ଜଗୁଆଳୀ ବିହୀନ ରେଳ କ୍ରସିଂରେ ଏକ ମିନିବସର ଟ୍ରେନ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ୭ଜଣ ଛାତ୍ର…

2 years ago

ଆର୍ଥିକ ସଙ୍କଟ ଯୋଗୁ ବଢୁଛି ଗଣିକା ବୃତ୍ତି, ଚିନ୍ତାରେ ସରକାର…

କଲମ୍ବୋ, ୩୦।୭ : ଅର୍ଥିକ ସଙ୍କଟ ଘେରି ରହିଥିବା ଶ୍ରୀଲଙ୍କା ସାମ୍ନାରେ ଏକ ନୂତନ ଆହ୍ବାନ ସୃଷ୍ଟି ହୋଇଛି। ଚାକିରୀ ହରାଇଥିବା ଅଧିକାଂଶ ମହିଳା ବର୍ତ୍ତମାନ ରୋଜଗାର…

2 years ago

ପାକିସ୍ତାନ ପାଇଁ ଭସ୍ମାସୁର ପାଲଟିଛନ୍ତି ଆତଙ୍କବାଦୀ, ୬ ମାସରେ ୪୩୪ ଆକ୍ରମଣରେ ୩୨୩ ପାକିସ୍ତାନୀ ସୈନ୍ୟ ମୃତ…

ଇସଲାମାବାଦ, ୩୦।୭ : ପାକିସ୍ତାନର ସୁରକ୍ଷା ଅବସ୍ଥା ଅତ୍ୟନ୍ତ ଖରାପ ସ୍ଥିତିରେ ପହଞ୍ଚିଛି। କେବଳ ଚଳିତ ବର୍ଷର ପ୍ରଥମ ଛଅ ମାସରେ ସୁରକ୍ଷା ବାହିନୀ ଉପରେ ୪୩୪…

2 years ago

ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ: ଛାତ୍ର-ଶିକ୍ଷକଙ୍କ ସମେତ ୧୧ମୃତ

ଢାକା,୩୦।୭: ବାଂଲାଦେଶରୁ ଏକ ଭୟଙ୍କର ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ଏଠାରେ ଉଚ୍ଚଶିକ୍ଷା ଏବଂ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଏକ ଦଳ ସେମାନଙ୍କ ଶିକ୍ଷକମାନଙ୍କ…

2 years ago

ରୁଷିଆ ଆକ୍ରମଣ ପରେ ୟୁକ୍ରେନରୁ ଶସ୍ୟ ରତ୍ପାନୀ ଆରମ୍ଭ

ଓଡେସା,୩୦।୭: ରୁଷିଆ-ୟୁକ୍ରେନ ମଧ୍ୟରେ ଶସ୍ୟ ଚୁକ୍ତି ହେବା ପରେ ଓଡେସାରୁ ୟୁକ୍ରେନକୁ ଶସ୍ୟ ରପ୍ତାନି ଆରମ୍ଭ ହୋଇଛି। ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଓଡେସା ସ୍ଥିତ କଳାସାଗରରେ…

2 years ago

ବ୍ରାଜିଲରେ ପ୍ରଥମ‘ମଙ୍କିପକ୍ସ’ଆକ୍ରାନ୍ତଙ୍କ ମୃତ୍ୟୁ

ବ୍ରାସିଲିଆ,୩୦।୭: କରୋନା ପରେ ଏବେ ଧିରେ ଧିରେ କାୟା ମେଲାଉଛି ‘ମଙ୍କିପକ୍ସ’ସଂକ୍ରମଣ। ଏହାରି ଭିତରେ ବ୍ରାଜିଲରେ ପ୍ରଥମ‘ମଙ୍କିପକ୍ସ’ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ୪୧ ବର୍ଷୀୟ ପୁରୁଷ…

2 years ago

ପାକିସ୍ତାନର ପ୍ରଥମ ହିନ୍ଦୁ ମହିଳା ଡିଏସ୍‌ପି ମନିଶା ରୋପେଟା

ଇସ୍‌ଲାମାବାଦ୍‌,୩୦।୭: ପାକିସ୍ତାନ ସିନ୍ଧରେ ଜଣେ ହିନ୍ଦୁ ମହିଳା ପୋଲିସ ଅଧିକାରୀ ମନିଶା ରୋପେଟାଙ୍କୁ ଡେପୁଟି ସୁପରିଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ପାକିସ୍ତାନରେ ଏହା ପ୍ରଥମ ଘଟଣା,…

2 years ago