ଅନ୍ତର୍ଜାତୀୟ

ଭିନିତ୍‌ସିଆରେ ରୁଷିଆର ମିଶାଇଲ ମାଡ଼: ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି, ଏବେବି ୩୯ ନିଖୋଜ

କିଭ୍‌,୧୫ା୭: କେନ୍ଦ୍ରୀୟ ୟୁକ୍ରେନ୍‌ର ଭିନିତ୍‌ସିଆ ସହରରେ ରୁଷିଆ ପକ୍ଷରୁ ମିଶାଇଲ ମାଡ଼ କରାଯାଇଛି। ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୨୩କୁ ବୃଦ୍ଧି ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା…

2 years ago

ଭାରତ ପାଇଁ ବଡ ପଦକ୍ଷେପ ନେଲା ଆମେରିକା

ଓ୍ବାଶିଂଟନ୍‌,୧୫।୭: ଛୋଟ ଏବଂ ଦୁର୍ବଳ ପଡୋଶୀ ଦେଶ ଉପରେ ଚାଇନା କ୍ରମାଗତ ଭାବରେ ନିଜର ପ୍ରାଧାନ୍ୟ ହାସଲ କରୁଛି। ତେବେ ଚାଇନାର ବିସ୍ତାରବାଦୀ ନୀତି ଭାରତ ଆଗରେ…

2 years ago

ଗୋଟାବାୟାଙ୍କ ଇସ୍ତଫା ପରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ପଦ ସମ୍ଭାଳିବେ ରାନିଲ

ଲମ୍ବୋ,୧୫ା୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଇସ୍ତଫା ଦେବା ପରେ ବିକ୍ଷୋଭକାରୀମାନେ ଅତ୍ୟଧିକ ଆନନ୍ଦିତ ହୋଇଛନ୍ତି। ତାଙ୍କ ଇସ୍ତଫା ଶ୍ରୀଲଙ୍କା ପାର୍ଲମେଣ୍ଟ ବାଚସ୍ପତି ମହିନ୍ଦା ୟାପା ଆବ୍‌ୟଓ୍ବେର୍ଦେନା…

2 years ago

ଟ୍ରମ୍ପ୍‌ଙ୍କ ପ୍ରଥମ ସ୍ତ୍ରୀ ଇଭାନାଙ୍କ ପରଲୋକ

ଓ୍ବାଶିଂଟନ୍‌, ୧୫ା୭:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଥମ ସ୍ତ୍ରୀ ଇଭାନା ଟ୍ରମ୍ପ୍‌(୭୩)ଙ୍କ ଗୁରୁବାର ଅପରାହ୍ନରେ ନ୍ୟୁୟର୍କରେ ପରଲୋକ ହୋଇଛି। ଏ ନେଇ ଟ୍ରମ୍ପ୍‌ ନିଜ ସୋସିଆଲ…

2 years ago

କାନାଡାରେ ଶିଖ୍‌ ନେତାଙ୍କୁ ହତ୍ୟା

ଓଟାଓ୍ବା,୧୫।୭: କାନାଡାର ଶିଖ ନେତା ତଥା ପଞ୍ଜାବୀ ମୂଳ ବ୍ୟବସାୟୀ ରିପୁଦାମାନ ସିଂ ମଲିକଙ୍କୁ ଗୁଳି ମାରି ହତ୍ୟା କରାଯାଇଛି। ସେ ତାଙ୍କ କାରରେ ଯାଉଥିବାବେଳେ ତାଙ୍କୁ…

2 years ago

ଇସ୍ତଫା ଦେଲେ ଶ୍ରୀଲଙ୍କା ରାଷ୍ଟ୍ରପତି

କଲମ୍ବୋ,୧୫।୭: ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଗୁରୁବାର ମାଳଦ୍ୱୀପରୁ ସିଙ୍ଗାପୁର ଯିବାପରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଶ୍ରୀଲଙ୍କା ପାର୍ଲାମେଣ୍ଟ ବାଚସ୍ପତି ମହିନ୍ଦା ୟାପା ଆବେୟଓ୍ବର୍ଦେନାଙ୍କ…

2 years ago

କାନାଡ଼ାରେ ଭାଙ୍ଗିଦେଲେ ଗାନ୍ଧୀ ପ୍ରତିମୂର୍ତ୍ତି, ଭାରତର ପ୍ରତିବାଦ

ରିଚ୍‌ମଣ୍ଡ, ୧୪ା୭: କାନାଡାର ରିଚ୍‌ମଣ୍ଡ ହିଲ୍‌ ସହରରେ ଥିବା ମହାତ୍ମା ଗାନ୍ଧୀଙ୍କ ଏକ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରାଯାଇଛି। କିଛି ଖଲିସ୍ତାନୀ ସମର୍ଥକ ଏବଂ ପାକିସ୍ତାନ ବଂଶୋଦ୍ଭବ…

2 years ago

ସିଙ୍ଗାପୁର ଗଲେ ଗୋଟାବାୟା

କଲମ୍ବୋ,୧୪।୭: ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ସାଙ୍ଗକୁ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଗୁରୁବାର ମାଳଦ୍ୱୀପରୁ ସିଙ୍ଗାପୁର ଯାଇଛନ୍ତି। ସେଠାରୁ ସେ ସାଉଦି ଆରବ…

2 years ago

ଶ୍ରୀଲଙ୍କା ପରିସ୍ଥିତି ଜଟିଳ: ପୁଣି ଲାଗିଲା କର୍ଫ୍ୟୁ

କଲମ୍ବୋ,୧୪।୭: ଆର୍ଥିକ ସଙ୍କଟରେ ଫସିଥିବା ଶ୍ରୀଲଙ୍କାରେ ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଦେଶ ଛାଡିବା ପରେ ଦେଶରେ ରାଜନୈତିକ ପରିସ୍ଥିତି ଆହୁରି…

2 years ago

ପାକିସ୍ତାନରେ ବନ୍ୟା: ମୃତ୍ୟୁସଖ୍ୟା ୨୦୪କୁ ବୃଦ୍ଧି

ଇସଲାମାବାଦ,୧୪ା୭:  ପ୍ରବଳ ବର୍ଷା ହେତୁ ପାକିସ୍ତାନର ଅନେକ ଜିଲାରେ ବନ୍ୟା ପରିସ୍ଥିତି ଉପୁଜିଛି। ଫଳରେ ପାକିସ୍ତାନ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୧୬୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ…

2 years ago