ଅନ୍ତର୍ଜାତୀୟ

ପ୍ଲାଷ୍ଟିକ୍‌କୁ ନଷ୍ଟ କରିପାରିବ ଅତିବାଇଗଣି ରଶ୍ମି

ଲଣ୍ଡନ, ୬ା୭: ପରିବେଶ ସୁରକ୍ଷା ପ୍ରତି ବଡ଼ ବିପଦ ହୋଇ ଉଭା ହୋଇଥିବା ପ୍ଲାଷ୍ଟିକ୍‌ର ବ୍ୟବହାର ରୋକିବା ଏବଂ ଏହାର ବିକଳ୍ପ ଚିନ୍ତା କରାଯାଉଥିବାବେଳେ ବ୍ରିଟେନ ଗବେଷକ…

2 years ago

ପାକିସ୍ତାନରେ ଲଗାଣ ବର୍ଷା ଯୋଗୁ ୩ ଶିଶୁଙ୍କ ସମେତ ୬ ମୃତ

ଇସଲାମାବାଦ,୬ ।୭: ଦକ୍ଷିଣ-ପଶ୍ଚିମ ପାକିସ୍ତାନ ସମେତ ଦେଶର ଅଧିକାଂଶ ଭାଗରେ ଲଗାଣ ବର୍ଷା ଫଳରେ ୩ ଶିଶୁଙ୍କ ସମେତ ୬ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।…

2 years ago

ଆମେରିକାରେ ଗଡ଼ିଲା ରଥ

ଓ୍ବାଶିଂଟନ୍‌,୫।୭: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଶ ବିଦେଶରେ ବି ପାଳିତ ହୋଇଛି। ଏହିକ୍ରମରେ ଆମେରିକାର ଫ୍ଲୋରିଡା ରାଜ୍ୟ ମଧ୍ୟ ବାଦ୍‌ ପଡ଼ିନାହିଁ। ଫ୍ଲୋରିଡାର ଟାମ୍ପା ସହରରେ ରହୁଥିବା…

2 years ago

ଛିଦ୍ର ଥିବା ସତ୍ତ୍ୱେ ୧୪ ଘଣ୍ଟା ଧରି ଉଡ଼ିଲା ଏମିରେଟ୍ସ ବିମାନ

ବ୍ରିସ୍‌ବେନ,୫।୭: ଅଷ୍ଟ୍ରେଲିଆର ବ୍ରିସ୍‌ବେନ ବିମାନବନ୍ଦରରେ ଛିଦ୍ର ଥିବା ଏକ ଏମିରେଟ୍ସ ବିମାନ ସୁରକ୍ଷିତ ଭାବେ ଅବତରଣ କରିଛି। ହେଲେ ବିମାନର ବାମ ପାର୍ଶ୍ୱରେ ଥିବା ଡେଣା ନିକଟରେ…

2 years ago

ଶିକାଗୋ ପରେଡ୍‌ରେ ଗୁଳିକାଣ୍ଡ: ଶୁଟରଙ୍କୁ ଗିରଫ କଲା ପୋଲିସ

ଓ୍ବାଶିଂଟନ,୫।୭: ଆମେରିକା ସ୍ବାଧୀନତା ଦିବସ ଅବସରରେ ଶିକାଗୋର ହାଇଲାଣ୍ଡ ପାର୍କରେ ଚାଲିଥିବା ପରେଡ୍‌ରେ ଗୁଳିକାଣ୍ଡ ଘଟାଇଥିବା ଶୁଟରଙ୍କୁ ପୋଲିସ ଧରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ହେଲେ…

2 years ago

ଇଟାଲୀରେ ହିମସ୍ଖଳନ: ୬ ମୃତ

ରୋମ୍‌,୫।୭: ଇଟାଲୀ ଆଲପ୍ସ ପର୍ବତ କ୍ଷେତ୍ରର ମାରମୋଲାଡା ପାର୍ବତ୍ୟାଞ୍ଚଳରେ ରବିବାର ହିମସ୍ଖଳନରେ ୬ ଜଣଙ୍କ ମୃତ୍ୟୁ ହୋଇଯାଇଛି। ଉକ୍ତ ଘଟଣାରେ ୮ ଜଣ ଆହତ ହୋଇଥିବା ସ୍ଥାନୀୟ…

2 years ago

କନ୍ୟାଙ୍କୁ ସେନା ହେଲିକପ୍ଟରରେ ଘରକୁ ନେଇ ଆସିଲେ ତାଲିବାନ କମାଣ୍ଡର, ବିବାହ ପାଇଁ ଶ୍ୱଶୁରଙ୍କୁ ଦେଲେ ୧୨ ଲକ୍ଷ

କାବୁଲ,୫ ।୭: ତାଲିବାନ କମାଣ୍ଡର ତାଙ୍କ ନବବିବାହିତ ପତ୍ନୀଙ୍କୁ ଘରକୁ ଆଣିବାକୁ ସେନା ହେଲିକପ୍ଟରର ବ୍ୟବହାର କରିଥିବା ଜଣାପଡିଛି । ଗଣମାଧ୍ୟମର ସୂଚନା ଅନୁଯାୟୀ, କନ୍ୟାଙ୍କୁ ପୂର୍ବ…

2 years ago

ଆମେରିକାରେ ପୁଣି ଫୁଟିଲା ଗୁଳି: ୯ ମୃତ, ୫୯ ଆହତ

ଚିକାଗୋ,୫।୭: ଆମେରିକାର ଚିକାଗୋରେ ସ୍ବାଧୀନତା ଦିବସ ପରେଡରେ ଗୁଳି ବିନିମୟରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୯ ଜଣ ଆହତ ହୋଇଛନ୍ତି। ଫଲରେ ସ୍ବାଧୀନତାର ଉତ୍ସବ…

2 years ago

ଲୁହାନସ୍କରେ ପୁଟିନଙ୍କ ବିଜୟ ଘୋଷଣା

କିଭ୍‌/ମସ୍କୋ,୪ା୭: ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ସୋମବାର ୧୦୦ଦିନ ପୂରିଛି। ଇତିମଧ୍ୟରେ ପୂର୍ବ ୟୁକ୍ରେନ୍‌ ପ୍ରମୁଖ ଶିଳ୍ପାଞ୍ଚଳ ଲୁହାନସ୍କକୁ ରୁଷିଆ ସମ୍ପୂର୍ଣ୍ଣ ଭାବେ ଦଖଲ କରିଛି। ରୁଷିଆ…

2 years ago

୮୯ ୟୁକ୍ରେନ୍‌ ଆଥଲେଟ୍‌ଙ୍କୁ ହତ୍ୟା କରିଛି ରୁଷିଆ, ୧୩ ଜଣଙ୍କୁ ରଖିଛି ବନ୍ଧକ…

କ୍ୱିଭ୍‌, ୪।୭ : ରୁଷିଆ ୟୁକ୍ରେନ୍‌ର ୮୯ ଆଥଲେଟ୍‌ କୋଚ୍‌ ଏବଂ ଖେଳାଳିଙ୍କୁ ହତ୍ୟା କରିଛି। ସେହିପରି ୧୩ ଆଥଲେଟ୍‌ଙ୍କୁ ଏବେ ବନ୍ଧକ ରଖାଯାଇଛି। ଏନେଇ ୟୁକ୍ରେନ୍‌…

2 years ago