ଅନ୍ତର୍ଜାତୀୟ

ଇସ୍ତଫା ଦେବାକୁ ୩ ସର୍ତ୍ତ ରଖିଲେ ଇମ୍ରାନ

ଇସଲାମାବାଦ,୯ା୪: ଇସ୍ତଫା ଦେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପ୍ରସ୍ତୁତ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ତେବେ ଇସ୍ତଫା ପାଇଁ ଇମ୍ରାନ ୩ଟି ସର୍ତ୍ତ ରଖିଛନ୍ତି।…

2 years ago

ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ୬ ମାସରେ ଆବଶ୍ୟକ ୩ ବିଲିୟନ୍‌ ଡଲାର, ଅର୍ଥମନ୍ତ୍ରୀଙ୍କ ସୂଚନା…

କଲମ୍ବୋ, ୯।୪ : ଶ୍ରୀଲଙ୍କାରେ ଉତ୍କଟ ଆର୍ଥିକ ଜାରି ରହିଛି। ଏଥିରୁ ମୁକ୍ତି ଲାଗି ଆସନ୍ତା ୬ ମାସ ମଧ୍ୟରେ ୩ ବିଲିୟନ୍‌ ଡଲାର ଆବଶ୍ୟକ ବୋଲି…

2 years ago

ଜରୁରିକାଳୀନ ବୈଠକ ଡାକିଲେ ଇମ୍ରାନ

ଇସଲାମାବାଦ,୯ା୪: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ପାକିସ୍ତାନର ଜାତୀୟ ଆସେମ୍ବ୍ଲି ଶନିବାର ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ହେବ। ସୁପ୍ରିମକୋର୍ଟ ଗୁରୁବାର ଦେଇଥିବା ରାୟରେ ଡେପୁଟି ବାଚସ୍ପତିଙ୍କ ଅନାସ୍ଥା…

2 years ago

ପ୍ରତି ୧୬ ଜଣରେ ଜଣେ କରୋନା ପଜିଟିଭ୍‌…

ଲଣ୍ଡନ, ୯।୪ : ବ୍ରିଟେନ୍‌ରେ କରୋନା ସଂକ୍ରମଣ ରେକର୍ଡସ୍ତରରେ ପହଞ୍ଚିଛି। ଏଠାରେ ପ୍ରତି ୧୬ ଜଣରେ ଜଣେ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଦେଶରେ କରୋନା ସଂକ୍ରମଣ ହାର…

2 years ago

କ୍ଷୀର ଲିଟର ୨୦୦୦ ଟଙ୍କା, କପେ ଚା’ ଦାମ୍‌ ଶହେ…

କଲମ୍ବୋ, ୯।୪ : ଶ୍ରୀଲଙ୍କା ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ କ୍ଷୀର ଲିଟର ୨୦୦୦ ଟଙ୍କା ଛୁଇଁଥିବାବେଳେ କପେ ଚା’ ଦାମ୍‌ ଶହେ ଟଙ୍କାରେ…

2 years ago

ମାନିଲା ରୁଷିଆ, ଯୁଦ୍ଧରେ ହୋଇଛି ବହୁ କ୍ଷତି…

ମସ୍କୋ, ୯।୪ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧକୁ ଦେଢ଼ମାସ ବିତିଛି। ପୂର୍ବରୁ ୟୁକ୍ରେନ୍‌ ବାରମ୍ବାର ରୁଷିଆର କ୍ଷତି ହୋଇଥିବା ଦାବି କରୁଥିଲା। ଏହା ସହିତ ଆମେରିକାର କେତେକ…

2 years ago

‘ବାଜପେୟୀଙ୍କଠାରୁ କିଛି ଶିଖନ୍ତୁ ଇମ୍ରାନ’

ଇସଲାମାବାଦ,୯ା୪: ପାକିସ୍ତାନରେ ରାଜନୈତିକ ବିବାଦର କୌଣସି ଅନ୍ତ ନ ଥିବା ପରି ମନେହୁଏ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଜାତୀୟ ଅଧିବେଶନ ଡକାଯାଇଛି, କିନ୍ତୁ ବିରୋଧୀମାନେ କହିଛନ୍ତି ଯେ,…

2 years ago

କମିନି କରୋନା, ରୁହ ସତର୍କ, ଜାତିସଂଘ ମହାସଚିବଙ୍କ ଚେତାବନୀ…

ଜେନେଭା, ୯।୪ : କରୋନା ଭାଇରସ ଅନେକ ଦେଶରେ ଏବେ ବି ବିପଦ ସୃଷ୍ଟି କରୁଛି। ହାରାହାରି, ପ୍ରତି ଚାରି ମାସରେ ନୂଆ ଭାରିଆଣ୍ଟ୍‌ ସୃଷ୍ଟି ହେଉଛି।…

2 years ago

‘ବିଦେଶୀ ଷଡ଼ଯନ୍ତ୍ର’ ଯାଞ୍ଚ ପାଇଁ ଆୟୋଗ ଗଠନ ପୂର୍ବରୁ ମନା କଲେ ଅଧିକାରୀ

ଇସଲାମାବାଦ,୯ା୪: ପାକିସ୍ତାନର ପୂର୍ବତନ ବରିଷ୍ଠ ଅଧିକାରୀ ଇମ୍ରାନ ଖାନ୍‌ଙ୍କ ନେତୃତ୍ୱାଧୀନ ସରକାରକୁ ହଟାଇବା ପାଇଁ ଏକ ‘ଷଡଯନ୍ତ୍ର’ର ଯାଞ୍ଚ ପାଇଁ ଫେଡେରାଲ କ୍ୟାବିନେଟ ଗଠନ କରିଥିବା ଆୟୋଗର…

2 years ago

ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନର କ୍ଷେପଣାସ୍ତ୍ର ପରୀକ୍ଷା

ଇସଲାମାବାଦ,୯ା୪: ପାକିସ୍ତାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନ ଶାହିନ-୩ କ୍ଷେପଣାସ୍ତ୍ର ପରୀକ୍ଷଣ କରିଛି। ଏକ ରିପୋର୍ଟ ଅନୁଯାୟୀ ଶନିବାର ଏହି କ୍ଷେପଣାସ୍ତ୍ର ପରୀକ୍ଷା କରାଯାଇଛି। ଏହାର…

2 years ago