ଅନ୍ତର୍ଜାତୀୟ

ଚାଇନାକୁ ବାଇଡେନ୍‌ଙ୍କ ଧମକ, ରୁଷିଆକୁ ସହାୟତା କଲେ ପରିଣାମ ହେବ ଭୟଙ୍କର…

ଓ୍ବାଶିଂଟନ,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଏପରି ସ୍ଥଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଚାଇନାକୁ ତାଗିଦ୍‌ କରିଛନ୍ତି। ବାଇଡେନ୍‌ ଚାଇନାର ରାଷ୍ଟ୍ରପତି…

3 years ago

କ୍ଷୀର ଦାମ ୧୫୦ ଟଙ୍କା, ଚିନି କିଲୋ ୧୦୦

ଇସ୍‌ଲାମାବାଦ,୧୪ ।୩: ପାକିିସ୍ତାନର ଇମ୍ରାନ ସରକାର ପୁଣି ଟାର୍ଗେଟରେ । ଗୋଟିଏ ପଟେ ମହଙ୍ଗା ମାଡ ହୋଇଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ବିଶ୍ୱ ନେତାଙ୍କ…

3 years ago

ରୁଷିଆ ଆକ୍ରମଣରେ ନଷ୍ଟ ହେଲାଣି ୟୁକ୍ରେନର ୭ ହସ୍ପିଟାଲ, ୧୦୪ କ୍ଷତିଗ୍ରସ୍ତ

କ୍ୱିଭ୍‌,୧୪ ।୩: ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ ଆକ୍ରମଣକୁ ଆହୁରି ତୀବ୍ର କରାଯାଇଛି । ଏହାରି ଭିତରେ ଦ କ୍ୱିଭ ଇଣ୍ଡିପେଣ୍ଡେଟର ରିପୋର୍ଟରୁ ଜଣାପଡିଛି କି ରୁଷିଆ…

3 years ago

ନିରୀହ ବନାମ ଶକ୍ତିଶାଳୀ ପୁଟିନ୍‌…

କ୍ୱିଭ୍‌,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି ରହିଛି। ଧୀରେ ଧୀରେ ରୁଷିଆ ଆକ୍ରମଣକୁ ବୃଦ୍ଧି କରୁଛି। ଗୋଟିଏ ପଟେ ୟୁକ୍ରେନ୍‌ର ନିରୀହ ଜନସାଧାରଣ ଥିବାବେଳେ…

3 years ago

ଏଥର ଭିଡିଓ ଲିଙ୍କ ଜରିଆରେ କଥା ହେବେ ରୁଷିଆ-ୟୁକ୍ରେନ୍‌

ମସ୍କୋ/କ୍ୱିଭ,୧୪ ।୩: ୟୁକ୍ରେନ୍‌-ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏହା ୨ ସପ୍ତାହରୁ ଅଧିକ ସମୟ ହେବ ଚାଲିଥିବା ବେଳେ ରୁଷିଆର ଆକ୍ରମଣ ବେଳକୁ ବେଳ…

3 years ago

ଯୁଦ୍ଧ ନୁହେଁ, ଗଣହତ୍ୟା

ଲଭିଭ୍‌, ୧୪ା୩: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କ ସୈନ୍ୟ ବାହିନୀ ୟୁକ୍ରେନ୍‌ ଆକ୍ରମଣ ଜାରି ରଖିଛନ୍ତି। ସେମାନେ କେବଳ ୟୁକ୍ରେନୀୟ ସୈନ୍ୟଙ୍କୁ ଟାର୍ଗେଟ…

3 years ago

ୟୁକ୍ରେନ୍‌ରେ ଆମେରିକୀୟ ଫିଲ୍ମ ନିର୍ମାତା ନିହତ

ଓ୍ବାଶିଂଟନ୍‌, ୧୪ା୩: ଆମେରିକୀୟ ଫିଲ୍ମ ନିର୍ମାତା ତଥା ଖବରଦାତା ରବିବାର ୟୁକ୍ରେନ୍‌ରେ ରୁଷିଆ ଆକ୍ରମଣର ଶିକାର ହୋଇଛନ୍ତି। କ୍ୱିଭ୍‌ରେ ରୁଷୀୟ ସୈନ୍ୟଙ୍କ ଗୁଳି ବାଜିବାରୁ ତାଙ୍କ ମୃତ୍ୟୁ…

3 years ago

ଚାଇନାକୁ ଫେରିଲା ଲକ୍‌ଡାଉନ

ବେଜିଂ,୧୩।୩: ଚାଇନାର ଅନ୍ୟତମ ସର୍ବବୃହତ ସହର ଶେନ୍‌ଝେନ୍‌ରେ ରବିବାର ୬୬ କୋଭିଡ୍‌ ମାମଲା ଚିହ୍ନଟ ହେବା ସହ ଦେଶରେ ମାମଲା ସଂଖ୍ୟା ୩,୪୦୦କୁ ବୃଦ୍ଧି ପାଇଛି। ପଡୋଶୀ…

3 years ago

‘ଯୁଦ୍ଧରେ ମଲେଣି ୧୨,୫୦୦ରୁ ଅଧିକ ରୁଷୀୟ ସୈନ୍ୟ; ୩୭୪ ଟ୍ୟାଙ୍କ୍‌, ୭୪ ବିମାନ ଧ୍ୱଂସ’

କ୍ୱିଭ୍‌,୧୩।୩: ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧର ଆଜି ହେଉଛି ୧୮ ତମ ଦିନ। ରୁଷିଆର ଭୟଙ୍କର ଆକ୍ରମଣରେ ୟୁକ୍ରେନର ଅନେକ ସହର ନଷ୍ଟ ହୋଇଯାଇଛି।…

3 years ago

ଯାତ୍ରୀଙ୍କ ପୋଷାକରୁ ମିଳିଲା ୯ ସାପ

ଲସ୍‌ ଲଞ୍ଜେଲ୍ସ,୧୩।୩: ଜଣେ ବେଆଇନ ଚୋରଚାଲାଣକାରୀ ତାଙ୍କ ପୋଷାକରେ ସାପ ଓ ଶରୀସୃପ ଲୁଚାଇ ରଖିଥିଲେ। ଏହି ଶରୀସୃପଙ୍କୁ ସେ ଆମେରିକା ଆଣିବାକୁ ଉଦ୍ୟମ କରିଥିଲେ ବୋଲି…

3 years ago