ଅନ୍ତର୍ଜାତୀୟ

ରୁଷିଆ ଛାଡ଼ିଲେ ଏଲେନା ମିଲାଶିନା

ମସ୍କୋ,୫ା୨: ପୁରସ୍କାର ବିଜୟିନୀ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ନାଲିଷ୍ଟ ଏଲେନା ମିଲାଶିନା ଚେଚନ୍ୟାରୁ ହତ୍ୟା ଧମକ ପାଇବା ପରେ ଶୁକ୍ରବାର ସାମୟିକ ଭାବେ ରୁଷିଆ ଛାଡ଼ିଛନ୍ତି। ଚେଚନ୍ୟାରେ ମାନବାଧିକାର ଉଲ୍ଲଂଘନ…

3 years ago

‘ଆମେ ଭାରତ ସହ ଛିଡ଼ା ହୋଇଛୁ’

ଓ୍ବାଶିଂଟନ,୪।୨: ଚାଇନାର ଆକ୍ରୋଶ ବିରୋଧରେ ଭାରତ ସହ ଛିଡ଼ା ହୋଇଛି ଆମେରିକା। ୨୦୨୦ରେ ଗଲଓ୍ବାନ ଘାଟିରେ ଭାରତୀୟ ଯବାନଙ୍କୁ ଆକ୍ରମଣ କରିଥିବା ପିଏଲ୍‌ଏ ସୈନ୍ୟଙ୍କୁ ଚାଇନା ଓ୍ବିଣ୍ଟର…

3 years ago

ଧଳା ଘୋଡ଼ାରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ !

ପୋଙ୍ଗୟାଙ୍ଗ,୪ ।୨: କିମ ଜଙ୍ଗ ଉନ ଉତ୍ତର କୋରିଆର ଏକ ନୂଆ ପ୍ରଚାର ଭିଡିଓରେ ନଜର ଆସିଛନ୍ତି । ଏହି ଭିଡିଓରେ କିମଙ୍କୁ ଏକ ଧଳା ଘୋଡା…

3 years ago

ବିବାହର ଗୋଟିଏ ଦିନ ପରେ ଛାଡପତ୍ର ନେଲେ ସ୍ତ୍ରୀ-ସ୍ବାମୀ

ଆବୁଧାବି,୪।୨: ବିବାହ ସାତ ଜନ୍ମର ବନ୍ଧନ ଭାବରେ ବିବେଚନା କରାଯାଏ, କିନ୍ତୁ ବେଳେବେଳେ ଏହି ବନ୍ଧନ ଏତେ ଶୀଘ୍ର ଭାଙ୍ଗିଯାଏ ଯେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ସଂଯୁକ୍ତ…

3 years ago

ତୁର୍କୀ ସୀମାରେ ବରଫ ପାଲଟିଗଲେ ୧୯ ଶରଣାର୍ଥୀ

ଇସ୍ତାନବୁଲ,୩।୨: ଗ୍ରୀସ୍‌-ତୁର୍କୀ ସୀମା ନିକଟରୁ ଗୁରୁବାର ଆଉ ୭ ଜଣ ଶରଣାର୍ଥୀଙ୍କ ମୃତଦେହ ମିଳିଛି। ଏହାକୁ ମିଶାଇ ସୀମାରେ ତୁଷାରପାତରେ ମୃତ ଶରଣାର୍ଥୀଙ୍କ ସଂଖ୍ୟା ୧୯ରେ ପହଞ୍ଚତ୍ଛି।…

3 years ago

ପାକିସ୍ତାନର ୨ଟି କ୍ୟାମ୍ପ ଉପରେ ବଡ଼ଧରଣର ଆତଙ୍କବାଦୀ ଆକ୍ରମଣ

କରାଚୀ,୩।୨: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ସୁରକ୍ଷା ବଳର ଦୁଇଟି କ୍ୟାମ୍ପ ଉପରେ ଆକ୍ରମଣ ହୋଇଛି। ଏଥିରେ ୧୩ ଆତଙ୍କବାଦୀ ଓ ୭ ସୈନ୍ୟ ନିହତ ହୋଇଥିବା ସେଠାର…

3 years ago

ଆଇଏସ୍‌ଆଇଏସ୍‌ ମୁଖ୍ୟଙ୍କୁ ନିପାତ କଲା ଆମେରିକା

ଓ୍ବାଶିଂଟନ,୩।୨: ଇସ୍ଲାମିକ ଷ୍ଟେଟ୍‌ ଆତଙ୍କବାଦୀ ଗୋଷ୍ଠୀର ମୁଖ୍ୟଆବୁ ଇବ୍ରାହିମ ଅଲ ହାଶିମି ଅଲ କୁରାଶଙ୍କୁ ଯୁଦ୍ଧ କ୍ଷେତ୍ରରୁ ହଟାଇ ଦେଇଛି ଆମେରିକୀୟ ସେନା। ଏ ନେଇ ଆମେରିକା…

3 years ago

ଝିଅକୁ ଭାଲୁ ମୁହଁକୁ ଫୋପାଡ଼ି ଦେଲା ମା’

ତାଶକେଣ୍ଟ,୩।୨: ଉଜବେକିସ୍ତାନର ଏକ ଜୁ (ପ୍ରାଣୀ ଉଦ୍ୟାନ କେନ୍ଦ୍ର)ରେ ୩ ବର୍ଷୀୟା ଝିଅକୁ ଭାଲୁ ମୁହଁକୁ ଫିଙ୍ଗି ଦେଇଥିଲେ ମା’। ଆହତ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ତାଙ୍କ…

3 years ago

ରୁଷିଆ-ୟୁକ୍ରେନ ପଛରେ ଆମେରିକାର ତୈଳ ରାଜନୀତି

ମସ୍କୋ,୩ା୨: ରୁଷିଆ-ୟୁକ୍ରେନ ମଧ୍ୟରେ ବିବାଦ ଦିନକୁ ଦିନ ଉଗ୍ର ରୂପ ନେଉଛି। ଗୋଟିଏ ପଟେ କ୍ରିମିଆ ଏବଂ ଅନ୍ୟପଟେ ନାଟୋ ମଧ୍ୟ ଗଠନ ହୋଇଛି। ଏହା ବ୍ୟତୀତ…

3 years ago

ଗଲଓ୍ବାନରେ ୪ ନୁହେଁ, ୧୦ ଗୁଣା ଅଧିକ ଚାଇନିଜ ସୈନ୍ୟ ପ୍ରାଣ ହରାଇଥିଲେ

ନୂଆଦିଲ୍ଲୀ,୩।୨: ୨୦୨୦ ଜୁନରେ ଗଲଓ୍ବାନ ଘାଟିରେ ଦୁଇ ଦେଶର ସୈନ୍ୟ ମୁହଁମୁହିଁ ହୋଇଥିଲେ। ଏଥିରେ ୪୨ ଚାଇନିଜ ଯବାନଙ୍କ ମୃତ୍ୟୁ ହୋଇଥିଲା, ଯାହାକି ଚାଇନା ସରକାରଙ୍କ ପକ୍ଷରୁ…

3 years ago