ଅନ୍ତର୍ଜାତୀୟ

୧୮ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଦିଆଯିବ ବୁଷ୍ଟର ଡୋଜ୍‌

ବ୍ରାସିଲିଆ,୧୭ା୧୧: ବ୍ରାଜିଲର ସ୍ବାସ୍ଥ୍ୟମନ୍ତ୍ରୀ ମାର୍ସେଲୋ କ୍ୱିରୋଗା ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ୧୮ ବର୍ଷରୁ ଅଧିକ ସମସ୍ତ ବ୍ରାଜିଲୀୟଙ୍କୁ କୋଭିଡ୍‌-୧୯ ଏକ ବୁଷ୍ଟର୍‌ ଡୋଜ୍‌…

3 years ago

କ୍ରିସ୍‌ମାସ ଦ୍ୱୀପରେ ୫ କୋଟିରୁ ଅଧିକ ନରଭକ୍ଷୀ କଙ୍କଡ଼ା…

ମେଲବୋର୍ନ,୧୭।୧୧: ଅଷ୍ଟ୍ରେଲିଆର କ୍ରିସ୍‌ମାସ ଦ୍ୱୀପରେ ୫ କୋଟିରୁ ଅଧିକ ଲାଲ୍‌ ରଙ୍ଗର ନରଭକ୍ଷୀ କଙ୍କଡ଼ା ଜମା ହୋଇଛନ୍ତି। କଙ୍କଡ଼ା ବ୍ରିଜ ପାର୍‌ ହୋଇ ରାସ୍ତାକ ପଳାଇ ଆସିଛନ୍ତି।…

3 years ago

ବିପଦ ମାଡ଼ି ଆସୁଛି, ପୃଥିବୀ ମୁହାଁ ବିରାଟ ଗ୍ରହାଣୁ ପିଣ୍ଡ …

ଓ୍ବାଶିଂଟନ,୧୭।୧୧: କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଏପରିସ୍ଥଳେ ପୃଥିବୀ ଉପରେ ନୂଆ ବିପଦ ମାଡ଼ି ଆସୁଛି। ବିଗ୍‌ ବେନ୍‌ ଘଣ୍ଟା ଆକାରଠାରୁ ତିନି ଗୁଣା…

3 years ago

ପାକିସ୍ତାନରେ ଖୋଲା ବୁଲୁଛନ୍ତି ଆତଙ୍କବାଦୀ…

ଜେନେଭା,୧୭।୧୧: ଜାତିସଂଘରେ ପାକିସ୍ତାନକୁ ଭାରତ ପକ୍ଷରୁ ଚେତବାନୀ ଦିଆଯାଇଛି। ସୀମା ପାର କରି ଆତଙ୍କବାଦୀମାନେ ଅନୁପ୍ରବେଶ କରୁଥିବା ନେଇ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି)ରେ ଭାରତ…

3 years ago

ଭାରତ ସହ ସୀମା ଯୁଦ୍ଧ କରୁଛି ଚାଇନା, ପଡ଼ୋଶୀଙ୍କ ପାଇଁ ବଢୁଛି ବିପଦ…

ଓ୍ବାଶିଂଟନ,୧୭।୧୧: ଦକ୍ଷିଣ ପୂର୍ବ ଏସିଆ ଏବଂ ଭାରତ ଗସ୍ତରୁ ଆମେରିକା ଫେରି ଆସିଥିବା ରିପବ୍ଲିକାନ୍‌ ପାର୍ଟିର ସାଂସଦ ଜନ କର୍ନିନ ଆମେରିକା ସଂସଦ ସମ୍ମୁଖରେ ଆଶ୍ଚର୍ଯ୍ୟଜନକ ତଥ୍ୟ…

3 years ago

କିପରି କମିବ କାର୍ବନ ନିର୍ଗମନ

ଓ୍ବାଶିଂଟନ୍‌, ୧୭ା୧୧: ପରିବେଶ ଉପରେ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ଭାବେ ପ୍ରତି ବ୍ୟକ୍ତିଙ୍କ ପ୍ରଭାବ ପଡ଼ିଥାଏ। ଦୈନନ୍ଦିନ ଜୀବନରେ ବ୍ୟବହାର କରାଯାଉଥିବା ବିଭିନ୍ନ ସାମଗ୍ରୀ ମାଧ୍ୟମରେ କାର୍ବନ…

3 years ago

ପୁଣି ପୃଥିବୀ ପାଇଁ ବିପଦ ଆଶଙ୍କା, ଚାଇନାରୁ ଠାବ ହେଲା ୧୮ ନୂଆ ଭାଇରସ୍‌

ବେଜିଂ, ୧୬ା୧୧: ଚାଇନା ଓ୍ବେଟମାର୍କେଟରୁ ଅନ୍ତର୍ଜାତୀୟ ଏକ ବୈଜ୍ଞାନିକ ଟିମ୍‌ ସ୍ତନ୍ୟପାୟୀ ଜୀବଙ୍କଠାରୁ ସୃଷ୍ଟ ୧୮ ନୂଆ ଭାଇରସ୍‌ ଠାବ କରିଛନ୍ତି। ଗୃହପାଳିତ ପ୍ରାଣୀ ଏବଂ ମଣିଷଙ୍କ…

3 years ago

ଆମେରିକାକୁ ପଛରେ ପକାଇଲା ଚାଇନା

ନୂଆଦିଲ୍ଲୀ,୧୬।୧୧: ସୁପରପାଓ୍ବାର ଏବଂ ଧନୀ ରାଷ୍ଟ୍ର ଭାବେ ଜଣା ଆମେରିକାକୁ ପଛରେ ପକାଇଛି ଚାଇନା। ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଚାଇନା ବିଶ୍ୱର ସବୁଠାରୁ ଧନୀ ଦେଶ ପାଲଟିଛି ବୋଲି…

3 years ago

କାମ୍ପାଲା ସହରକୁ ଥରାଇଲା ସିରିଜ ବିସ୍ଫୋରଣ

କାମ୍ପାଲା,୧୬।୧୧: ଆଫ୍ରିକୀୟ ଦେଶ ଉଗାଣ୍ଡାର ରାଜଧାନୀ କାମ୍ପାଲା ସହରର ସଂସଦ ଭବନ ନିକଟରେ ସୋମବାର ସିରିଏଲ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ବିସ୍ଫୋରଣ…

3 years ago

ଆମେରିକାକୁ ଚେତାବନୀ ଦେଲା ଚାଇନା: ନିଆଁ ସହ ଖେଳିଲେ ଜଳିଯିବ

ଓ୍ବାଶିଂଟନ୍‌,୧୬।୧୧: ତାଇୱାନର ସ୍ବାଧୀନତାକୁ ସମର୍ଥନ କରୁଥିବା ଆମେରିକାକୁ ପୁଣିଥରେ ଧମକ ଦେଇଛି ଚାଇନା। ହ୍ବାଇଟ ହାଉସରେ ଚାଲିଥିବା ଭର୍ଚୁଆଲ ଶିଖର ସମ୍ମିଳନୀରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ…

3 years ago