ଅନ୍ତର୍ଜାତୀୟ

କରୋନା ଲଢେଇରେ ଯୋଡି ହେଲା ଆଉ ଏକ ଅସ୍ତ୍ର

ଲଣ୍ଡନ,୪ ।୧୧: କରୋନା ଯୁଦ୍ଧରେ ଲଢିବାକୁ ଆଉ ଏକ ଅସ୍ତ୍ର ମିଳିଯାଇଛି । ବ୍ରିଟେନରେ କରୋନାର ଚିକିତ୍ସା ପାଇଁ ‘ମର୍କ’ ବଟିକାକୁ ବ୍ୟବହାର କରିବାକୁ ମଞ୍ଜୁରୀ ମିଳିଛି…

3 years ago

ଇଚ୍ଛା ଥିଲା କାର୍‌ କିଣିବାକୁ, ପାଖରେ ଅର୍ଥ ନ ଥିବାରୁ ମୁହଁରେ କାର୍‌ ଲୋଗୋ ଟାଟୁ କଲେ ଏହି ଯୁବକ

ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି। ସମସ୍ତଙ୍କ ରୁଚି ବି ଅଲଗା ଅଲଗା। କିଛି ଲୋକ ଗାଡ଼ି କିଣି ଚଢ଼ିବା ପାଇଁ ବହୁତ ପସନ୍ଦ କରିଥାନ୍ତି। କିନ୍ତୁ…

3 years ago

ଚଳିତ ଶତାବ୍ଦୀରେ ଆସିବ ପ୍ରଳୟ, ଧ୍ୱଂସ ହେବ ପୃଥିବୀ, ୨୩୪ ବୈଜ୍ଞାନିକଙ୍କ ଚେତାବନୀ…

ଓ୍ବାଶିଂଟନ/ନୂଆଦିଲ୍ଲୀ,୪।୧୧: ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ପ୍ରଳୟ ଆସିବ। ଏଥିରେ ପୃଥିବୀ ଧ୍ୱଂସ ପାଇଯିବ। ଏହାକୁ ନେଇ ବୈଜ୍ଞାନିକମାନେ ଚିନ୍ତିତ ଅଛନ୍ତି। ଏସମ୍ପର୍କିତ…

3 years ago

ଏଲ୍‌ଏସିରେ ଫାଇବର ତାର ବିଛାଇଛି ଚାଇନା, ପେଣ୍ଟାଗନ୍‌ ରିପୋର୍ଟ…

ଓ୍ବାଶିଂଟନ,୪।୧୧: ଭାରତ ବିରୋଧରେ ଚାଇନା ଷଡଯନ୍ତ୍ର ଜାରି ରଖିଛି। ଗତ ବର୍ଷ ଉଭୟ ଦେଶ ମଧ୍ୟରେ ସୀମା ବିବାଦ ଯୋଗୁ ସଙ୍କଟ ଦେଖାଦେଇଥିଲା। ତେବେ ଏବେ ଚାଇନା…

3 years ago

ଆମେରିକାରେ ହେବ ଦୀପାବଳି ଛୁଟି…

ଓ୍ବାଶିଂଟନ,୪।୧୧: ଆଲୋକର ପର୍ବ ଦୀପାବଳି ଅବସରରେ ଏବେ ଆମେରିକାରେ ବି ଛୁଟି ହେବ। ନ୍ୟୁୟର୍କ ସାଂସଦ କାରୋଲିନ ବି ମାଲୋନିଙ୍କ ନେତୃତ୍ୱରେ ସଦସ୍ୟମାନେ କହିଛନ୍ତି ଯେ ଦୀପାବଳି…

3 years ago

ମର୍ମନ୍ତୁଦ ସଡକ ଦୁର୍ଘଟଣା:ଚାଲିଗଲା ୨୨ ଜୀବନ

ଇସଲାମବାଦ: ପାକ ଅଧିକୃତ କାଶ୍ମୀର ତଥା ପିଓକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ନାଳକୁ ବସ ଖସିପଡିବାରୁ ୨୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ ଜଣ ଆହତ…

3 years ago

ଏଣିକି ଆମେରିକା ଯାଇପାରିବେ କୋଭାକ୍ସିନ୍‌ ନେଇଥିବା ବ୍ୟକ୍ତି

ୱାଶିଂଟନ,୪।୧୧: ଭାରତର ସ୍ବଦେଶୀ ଟିକା କୋଭାକ୍ସିନର ଉଭୟ ଡୋଜ୍‌ ନେଇଥିବା ବ୍ୟକ୍ତି ଏଣିକି ବିନା ଦ୍ୱିଧାରେ ଆମେରିକା ଯାତ୍ରା କରିପାରିବେ। ଏନେଇ ଆମେରିକା ପ୍ରଶାସନ ସବୁଜ ସଙ୍କେତ…

3 years ago

ଚାଇନାରେ ଦ୍ରୁତ ଗତିରେ ବଢୁଛି ଆଣବିକ ଅସ୍ତ୍ରଶସ୍ତ୍ର ଭଣ୍ଡାର

ବେଜିଂ,୪।୧୧: ଆଜିକାଲି ଚାଇନା ଆଣବିକ ଅସ୍ତ୍ରଶସ୍ତ୍ର ଭଣ୍ଡାର ବଢାଇବାରେ ବ୍ୟସ୍ତ ଅଛି। ଆମେରିକାର ଅଧିକାରୀମାନେ ଏକ ବର୍ଷ ପୂର୍ବେ ଆକଳନ କରିଥିବା ତୁଳନାରେ ଚାଇନା ଏହାର ଆଣବିକ…

3 years ago

ପେଗାସସ୍‌କୁ ବ୍ଲାକ୍‌ ଲିଷ୍ଟରେ ରଖିଲା ଆମେରିକା

ଓ୍ବାଶିଂଟନ୍‌,୩ା୧୧: ବିଶ୍ୱବ୍ୟାପୀ ଝଡ଼ ସୃଷ୍ଟି କରିଥିବା ଇସ୍ରାଏଲର ପେଗାସସ୍‌ ସ୍ପାଏଓ୍ବେର ପ୍ରସ୍ତୁତକର୍ତ୍ତା ଏନ୍‌ଏସ୍‌ଓ ଗ୍ରୁପ୍‌କୁ ବୁଧବାର ଆମେରିକା କଳା ତାଲିକାଭୁକ୍ତ କରିଛି। ଗତ ଜୁଲାଇ ୧୮ରେ ପେଗାସସ୍‌…

3 years ago

ଫେସ୍‌ବୁକ୍‌ ଡିଲିଟ୍‌ କରିବ ୧ ବିଲିୟନରୁ ଅଧିକ ଲୋକଙ୍କ ଫେସ୍‌ ପ୍ରିଣ୍ଟ୍‌

ଓ୍ବାଶିଂଟନ,୩ା୧୧: ଫେସ୍‌ବୁକ୍‌ ଏହାର ଚେହେରା ଚିହ୍ନଟ ପ୍ରଣାଳୀ ବନ୍ଦ କରିବ ଏବଂ ୧ ବିଲିୟନରୁ ଅଧିକ ଲୋକଙ୍କ ଫେସପ୍ରିଣ୍ଟ ବିଲୋପ କରିବ ବୋଲି କହିଛି। ସମଗ୍ର ବିଶ୍ୱରେ…

3 years ago