ଅନ୍ତର୍ଜାତୀୟ

ୱାଶିଂଟନ ପହଞ୍ଚିଲେ ମୋଦି, ସ୍ୱାଗତ କଲେ ପ୍ରବାସୀ ଭାରତୀୟ

ୱାଶିଂଟନ,୨୩ ।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଦିନିଆ ଆମେରିକା ଗସ୍ତରେ ଯାଇ ୱାଶିଂଟନରେ ପହଞ୍ଚି ସାରିଛନ୍ତି । ବୁଧବାର ସେ ତାଙ୍କର ଗସ୍ତ ଆରମ୍ଭ କରିଥିବା…

3 years ago

ଥରିଲା ମେଲବୋର୍ନ

ମେଲବୋର୍ନ, ୨୨।୯: ଭୂକମ୍ପ ଅଷ୍ଟ୍ରେଲିଆର ମେଲବୋର୍ନ ସହରକୁ ଥରାଇ ଦେଇଛି। ବୁଧବାର ୬.୦ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା। ମେଲବୋର୍ନଠାରୁ ଉତ୍ତରପୂର୍ବ ୨୦୦ କି.ମି ଦୂର ମ୍ୟାନ୍ସଫିଲ୍ଡ…

3 years ago

‘ନ୍ୟୁଜିଲଣ୍ଡକୁ ପଠାଯାଇଥିବା ଧମକପୂର୍ଣ୍ଣ ଇମେଲ୍‌ ପଛରେ ଭାରତର ଲିଙ୍କ୍‌’

ଇସ୍‌ଲାମାବାଦ,୨୨।୯: ସୁରକ୍ଷାଗତ କାରଣ ଦର୍ଶାଇ ପାକିସ୍ତାନ ଗସ୍ତକୁ ବାତିଲ କରି ସ୍ବଦେଶ ଫେରିଯାଇଛି ନ୍ୟୁଜିଲାଣ୍ଡ କ୍ରିକେଟ ଦଳ। ତେବେ ଏହି ଗସ୍ତ ବାତିଲ ହେବା ପଛରେ ଭାରତର…

3 years ago

ଚାଇନା ହାତମୁଠାରେ ଇମ୍ରାନ ସରକାର

ଇସଲାମାବାଦ,୨୨।୯: ପାକିସ୍ତାନରେ ଚାଇନା ନିଜର ଆଧିପତ୍ୟ ବୃଦ୍ଧି କରିବାରେ ଳାଗିଛି। ପ୍ରଥମେ ଚାଇନା-ପାକିସ୍ତାନ ମଧ୍ୟରେ ଅର୍ଥନୈତିକ କରିଡର (ସିପିଇସି) ନିର୍ମାଣ କରାଯାଇଥିବାବେଳେ ଏବେ ପାକିସ୍ତାନରେ ସ୍ବାସ୍ଥ୍ୟ ସେବାକୁ…

3 years ago

ଭାରତର ଚେତାବନୀ କାମ ଦେଲା, କୋଭିଶିଲ୍ଡକୁ ବ୍ରିଟେନର ମାନ୍ୟତା…

ଲଣ୍ଡନ,୨୨।୯: ଶେଷରେ ଭାରତର ଚେତାବନୀ କାମ ଦେଇଛି। କୋଭିଶିଲ୍ଡକୁ ବ୍ରିଟେନ୍‌ ମାନ୍ୟତା ପ୍ରଦାନ କରିଛି। ଚେତାବନୀ ପରେ ବ୍ରିଟେନ ନିଜର ଭ୍ୟାକତସିନ୍‌ ନୀତିରେ ପୁଣି ପରିବର୍ତ୍ତନ କରିଛି।…

3 years ago

ଅକ୍ଟୋବରରୁ କରୋନା ଟିକା ରପ୍ତାନୀ କରିବ ଭାରତ, ଡବ୍ଲ୍ୟୁଏଚ୍‌ଓର ସ୍ବାଗତ…

ଜେନେଭା/ନୂଆଦିଲ୍ଲୀ, ୨୨।୯: ଭାରତ ଅକ୍ଟୋବରରୁ ପୁଣି କରୋନା ଟିକା ରପ୍ତାନୀ କରିବ। ଭାରତର ନିଷ୍ପତ୍ତିକୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ସ୍ବାଗତ କରାଯାଇଛି। ଏନେଇ ଡବ୍ଲ୍ୟୁଏଚ୍‌ଓ ମହାନିର୍ଦ୍ଦେଶକ…

3 years ago

ଭାବମୂର୍ତ୍ତି ପରିବର୍ତ୍ତନ ପ୍ରୟାସ, ଜାତିସଂଘ ମହାସଭାରେ ଉଦ୍‌ବୋଧନ ଦେବାକୁ ତାଲିବାନ୍‌ର ଇଛା…

ଜେନେଭା/କାବୁଲ,୨୨।୯: ତାଲିବାନ୍‌ ଜାତିସଂଘ ମହାସଭାରେ ପୃଥିବୀକୁ ଉଦ୍‌ବୋଧନ ଦେବାର ଇଛା ପ୍ରକଟ କରିଛି। ଏନେଇ ତାଲିବାନ୍‌ ସରକାରଙ୍କର ବୈଦେଶିକ ମନ୍ତ୍ରୀ ଆମିର ଖାଁ ଜାତିସଂଘ ମହାସଚିବ ଆଣ୍ଟୋନିଓ…

3 years ago

ସୁଦାନରେ ସେନା ବିଦ୍ରୋହ ଉଦ୍ୟମ

ଖାରତୁମ୍‌, ୨୨ା୯: ଉତ୍ତର-ପୂର୍ବ ଆଫ୍ରିକୀୟ ଦେଶ ସୁଦାନରେ ସରକାରକୁ କ୍ଷମତାଚ୍ୟୁତ କରି ଶାସନ ନିଜ ହାତକୁ ନେବାକୁ ସେନାର ଏକ ଗୋଷ୍ଠୀ ମଙ୍ଗଳବାର ଉଦ୍ୟମ କରିଛନ୍ତି। ସେମାନଙ୍କ…

3 years ago

କ୍ୟାବିନେଟ ସମ୍ପ୍ରସାରଣ କଲା ତାଲିବାନ୍‌

କାବୁଲ, ୨୨ା୯: ଆଫଗାନିସ୍ତାନରେ ଅନ୍ତରୀଣ ସରକାର ଗଢ଼ିଥିବା ତାଲିବାନ୍‌ ମଙ୍ଗଳବାର କ୍ୟାବିନେଟ ସମ୍ପ୍ରସାରଣ କରିଛି। ବିଭିନ୍ନ ବିଭାଗରେ ନୂଆ ଉପମନ୍ତ୍ରୀ ସାମିଲ ହୋଇଥିବାବେଳେ ଏଥର ମଧ୍ୟ କୌଣସି…

3 years ago

କୋଭିଶିଲ୍ଡକୁ ଆମେରିକାର ମଞ୍ଜୁରୀ

ନୂଆଦିଲ୍ଲୀ, ୨୨।୯: କୋଭିଡ୍‌-୧୯ ଟିକାର ଡବଲ ଡୋଜ୍‌ ନେଇଥିବା ଭାରତ ସମେତ ୩୩ଟି ଦେଶର ଲୋକେ ଆସନ୍ତା ନଭେମ୍ବର ମାସରୁ ଆମେରିକା ବିମାନ ଯାତ୍ରା କରିପାରିବେ। ଏଥିପାଇଁ…

3 years ago