ଅନ୍ତର୍ଜାତୀୟ

ସେନା ପାରାଚ୍ୟୁଟ ଟ୍ରେନିଂ ନେଉଛି କୁକୁର

ମସ୍କୋ,୧୦।୭: ବିମାନ ଅବତରଣ କରିପାରୁ ନ ଥିବା ସ୍ଥାନରେ ସାମରିକ ସେନାରେ ନିଯୁକ୍ତ କୁକୁରଙ୍କୁ ସାଥିରେ ନେବା ପାଇଁ ନୂଆ ପାରାଚ୍ୟୁଟ୍‌ ବ୍ୟବସ୍ଥା କରିଛି ରୁଷ। ଅନ୍ତିମ…

3 years ago

ପାକିସ୍ତାନ ମନ୍ତ୍ରୀଙ୍କ ଦାବି ଆରମ୍ଭ ହୋଇ ସାରିଛି କରୋନାର ଚତୁର୍ଥ ଲହର

ଇସ୍‌ଲାମାବାଦ,୧୦ ।୭: ସାରା ବିଶ୍ୱ ଏବେ କରୋନା ଯୁଦ୍ଧ ଲଢି ଚାଲିଥିବା ବେଳେ ପାକିସ୍ତାନର ପ୍ଲାନିଙ୍ଗ ଡେଭଲପମେଣ୍ଟ ଆଣ୍ଡ ସ୍ପେଶାଲ ଇନିସିଏଟିଭ ମନ୍ତ୍ରୀ ଅସଦ ଉମର କହିଛନ୍ତି…

3 years ago

ବିପଦ ଆସୁଛି ମାଡ଼ି, ପୃଥିବୀ ମୁହାଁ ସୌରଝଡ଼, ଘଣ୍ଟାପ୍ରତି ବେଗ ୧୬ ଲକ୍ଷ କିଲୋମିଟର…

ଓ୍ବାଶିଂଟନ,୧୦।୭: ଗୋଟିଏ ପରେ ଗୋଟିଏ ବିପଦ ପୃଥିବୀ ଉପରେ ଘନେଇ ଆସୁଛି। କରୋନ ମହାମାରୀ ଆତଙ୍କ ଜାରି ରହିଥିବାବେଳେ ଏବେ ମହାକାଶରେ ପୃଥିବୀ ପାଇଁ ବିପଦ ଦେଖାଦେଇଛି।…

3 years ago

ଆଣ୍ଟାର୍କଟିକାରେ ନୂତନ ପ୍ରଜାତି ଗୁଳ୍ମ ଚିହ୍ନଟ, ଭାରତୀ ନାମରେ ହେଲା ନାମିତ…

ଆଣ୍ଟାର୍କଟିକା,୧୦।୭: ଭାରତୀୟ ବୈଜ୍ଞାନିକମାନେ ଅଣ୍ଟାର୍କଟିକାରେ ନୂତନ ପ୍ରଜାତିର ଗୁଳ୍ମ ଚିହ୍ନଟ କରିଛନ୍ତି। ଏହି ଗୁଳ୍ମକୁ ସ୍ଥାନୀୟ ଭାରତୀ ଷ୍ଟେଶନ ନାମରେ ନାମ କରଣ କରାଯାଇଛି। ଏହାକୁ ବୈଜ୍ଞାନିକ…

3 years ago

ଗ୍ରୀଷ୍ମ ପ୍ରବାହରେ ଶହେ କୋଟିରୁ ଅଧିକ ଜଳଜୀବଙ୍କ ମୃତ୍ୟୁ ଆଶଙ୍କା…

ଓଟଓ୍ବା,୧୦।୭: କାନାଡ଼ାରେ ଦେଖାଦେଇଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଶହେ କୋଟିରୁ ଅଧିକ ଜଳଜୀବଙ୍କ ମୃତ୍ୟୁ ଘଟିଥିବା ପରିବେଶବିଜ୍ଞାନୀ ଆଶଙ୍କା କରିଛନ୍ତି। ପଶ୍ଚିମ କାନାଡ଼ା ଏବଂ ଉତ୍ତର-ପଶ୍ଚିମ ଆମେରିକାର…

3 years ago

ତୃତୀୟ ଲହର ସଂକ୍ରମଣରେ ପିଲାଙ୍କୁ ଯନ୍ତ୍ରଣା ହେବ ଅଧିକ, ମୃତ୍ୟୁ ହାର କମ୍ ରହିବ!

ଲଣ୍ଡନ,୧୦ ।୭: କରୋନା ମହାମାରୀର ଦ୍ୱିତୀୟ ଲହର ଏବେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାର ତୃତୀୟ ଲହରକୁ ନେଇ ଭୟଭିତ ଅଛନ୍ତି ବିଶ୍ୱବାସୀ…

3 years ago

୨ ଭିନ୍ନ ଭିନ୍ନ ଭାକ୍ସିନ୍‌ ନେଲେ ବଢ଼ିବ ରୋଗ ପ୍ରତିରୋଧକ ଶକ୍ତି, ଭାକ୍ସିନ୍‌ ମିକ୍ସିଂ ପାଇଁ ଅନୁମତି…

ବର୍ଲିନ୍‌,୧୦।୭: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଏପରିସ୍ଥଳେ ୨ ଭିନ୍ନ ଭିନ୍ନ ଭାକ୍ସିନ୍‌ ନେଲେ ରୋଗ ପ୍ରତିରୋଧକ…

3 years ago

୧୪ ଚାଇନା କମ୍ପାନୀକୁ ବ୍ଲାକ୍‌ଲିଷ୍ଟ୍‌ ଘୋଷଣା କଲା ଆମେରିକା…

ଓ୍ବାଶିଂଟନ,୧୦।୭: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସରକାର ପକ୍ଷରୁ ଚାଇନା ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଚାଇନାର ୧୪ କମ୍ପାନୀକୁ ଆମେରିକା ବ୍ଲାକ୍‌ଲିଷ୍ଟ୍‌ ଘୋଷଣା କରିଛି।…

3 years ago

ତାଲିବାନ କବ୍‌ଜାରେ ୮୫% ଆଫଗାନିସ୍ତାନ

କାବୁଲ, ୧୦।୭: ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର କରୁଥିବାବେଳେ ସେଠାର ଉଗ୍ରପନ୍ଥୀ ସଂଗଠନ ତାଲିବାନ ପୁଣିଥରେ ସକ୍ରିୟ ହୋଇଉଠିଛି। ଏହାର ସଦସ୍ୟମାନେ ବିଭିନ୍ନ ଅଞ୍ଚଳ ଉପରେ ଆକ୍ରମଣ…

3 years ago

ଓହ୍ଲାଇବା ସମୟରେ ଦୁର୍ଘଟଣାର ଶିକାର ହେଲା ହଟ୍ ଏୟାର ବେଲୁନ୍‌: ୧୧ ଆହତ

ୱେଲିଂଟନ,୯ ।୭: ନ୍ୟୁଜିଲାଣ୍ଡରେ ଶୁକ୍ରବାର ଏକ ହଟ୍ ଏୟାର୍ ବେଲୁନ ଓହ୍ଲାଇବା ସମୟରେ ଦୁର୍ଘଟଣାର ଶିକାର ହୋଇଛି । ଏଥିରେ ଥିବା ୧୧ ଜଣ ଯାତ୍ରୀ ଆହତ…

3 years ago