ଅନ୍ତର୍ଜାତୀୟ

ଲାଭା ଉଦ୍‌ଗିରଣ ଆଶଙ୍କା: ୪ ଲକ୍ଷଙ୍କୁ ସ୍ଥାନାନ୍ତର

କିନ୍‌ଶାସା, ୩୦ା୫: ଆଗ୍ନେୟ ଉଦ୍‌ଗିରଣ ଆଶଙ୍କାରେ ଡେମୋକ୍ରାଟିକ୍‌ ରିପବ୍ଲିକ୍‌ ଅଫ୍‌ କଙ୍ଗୋ (ଡିଆର୍‌ସି)ର ଗୋମାରୁ ୪ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ନାଇରାଗୋଙ୍ଗୋ ଆଗ୍ନେୟଗିରି…

3 years ago

ଥାଇଲାଣ୍ଡକୁ କଳାକୃତି ଫେରାଇଲା ଆମେରିକା

ଓ୍ବାଶିଂଟନ୍‌, ୩୦ା୫: ସାନ୍‌ଫ୍ରାନ୍ସିସ୍‌କୋ ଏସିଆନ୍‌ ଆର୍ଟ ମ୍ୟୁଜିୟମ୍‌ରେ ଶୋଭା ପାଉଥିବା ଦୁଇଟି ଧାର୍ମିକ ପ୍ରସ୍ତର କଳାକୃତିକୁ ଥାଇଲାଣ୍ଡକୁ ଫେରାଇଛି ଆମେରିକା। ୧୯୬୦ ଦଶକରେ ଭିଏତନାମ ଯୁଦ୍ଧବେଳେ ବେଆଇନ…

3 years ago

କବରରେ ୨୧୫ ପିଲାଙ୍କ ଦେହାବଶେଷ

ଅଟାଓ୍ବା, ୩୦ା୫ :ଆଦିବାସୀଙ୍କ ଭାଷା, କଳା ସଂସ୍କୃତିକୁ ଧ୍ୱଂସ ଓ ସେମାନଙ୍କୁ ବିଲୁପ୍ତ କରିଦେବାକୁ ଚକ୍ରାନ୍ତ ହେଉଥିଲା। ଆଦିବାସୀ ପିଲାଙ୍କୁ ସେମାନଙ୍କ ଘରୁ ଜୋରଜବରଦସ୍ତ ନିଆଯାଇ ରେସିଡେନ୍ସିଆଲ…

3 years ago

ଶ୍ରୀଲଙ୍କାରେ ହୋଇପାରେ ଏସିଡ୍‌ ବର୍ଷା: ଅଧିକାରୀ

କଲମ୍ବୋ,୨୯ା୫: ସିଙ୍ଗାପୁରର ଫ୍ଲାଗ୍‌ କାର୍ଗୋ ଜାହାଜରୁ ନାଇଟ୍ରୋଜେନ ଡାଇଅକ୍ସାଇଡ ନିର୍ଗତ ହେବା ଦ୍ୱାରା ସାମାନ୍ୟ ଏସିଡ୍‌ ବର୍ଷା ହୋଇପାରେ ବୋଲି ଶ୍ରୀଲଙ୍କାର ସର୍ବୋଚ୍ଚ ପରିବେଶ ସଂସ୍ଥା ଚେତାବନୀ…

3 years ago

ଚାଇନା, କରୋନା ଉତ୍ପତ୍ତି ନେଇ ବିଶେଷଜ୍ଞଙ୍କୁ ଅନ୍ଧାରରେ ରଖିଥିଲା…

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ସଂକ୍ରମଣ ନେଇ ଚାଇନା ଅନ୍ତର୍ଜାତୀୟସ୍ତରରେ ଧୀରେଧୀରେ ଅଡୁଆରେ ପଡ଼ିବାରେ ଲାଗିଛି। ମହାମାରୀ ସଂକ୍ରମଣର ଗୁମର ଖୋଲିବାରେ ଲାଗିଛି। କରୋନା ମହାମାରୀର ଉତ୍ପତ୍ତି ନେଇ…

3 years ago

୧.୫ ଡିଗ୍ରୀ ବଢ଼ିପାରେ ବିଶ୍ୱ ତାପମାତ୍ରା

ଜେନେଭା: ଆସନ୍ତା ୫ ବର୍ଷରେ ବିଶ୍ୱର ହାରାହାରି ତାପମାତ୍ରା ୧.୫ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ପାଇପାରେ। ୨୦୨୧ରୁ ୨୦୨୫ ମଧ୍ୟରେ ପ୍ରତିବର୍ଷ ତାପମାତ୍ରା ଅତି କମ୍‌ରେ ୧…

3 years ago

ପୁଣି ବିପଦ ମାଡ଼ି ଆସୁଛି: ଭାକ୍ସିନ୍‌ ନେବା ପରେ ବି ତୃତୀୟ ଲହର ଭୟ…

ଲଣ୍ଡନ,୨୯।୫: ପୁଣି ବିପଦ ମାଡ଼ି ଆସୁଛି। କରୋନାରେ ଦ୍ୱିତୀୟ ଲହର ଯୋଗୁ ପୃଥିବୀରେ ବହୁ ଦେଶରେ ସ୍ଥିତି ଅଣାୟତ୍ତ ହୋଇଛି। ଏବେ ବ୍ରିଟେନ୍‌ରେ କରୋନା ମହାମାରୀର ତୃତୀୟ…

3 years ago

କୋଭିଡ୍‌ ପାଇଁ ମାସେ ଘୁଞ୍ଚତ୍ଲା ଓସ୍କାର

କୋଭିଡ୍‌ ମହାମାରୀ କାରଣରୁ ଓସ୍କାର ଫିଲ୍ମୋତ୍ସବ-୨୦୨୨କୁ ଗୋଟିଏ ମାସ ଘୁଞ୍ଚାଇ ଦିଆଯାଇଛି। ଏକାଡେମୀ ଅଫ୍‌ ମୋଶନ ପ୍ରିକ୍‌ଚର ଆଟର୍‌ସ ଆଣ୍ଡ୍‌ ସାଇନ୍ସ (ଏଏମ୍‌ପିଏଏସ୍‌) ଏହି ନିଷ୍ପତ୍ତି ନେଇଛି।…

3 years ago

‘ଜନ୍‌ ଓ୍ବିକ୍‌’ରେ ରିନା ସ୍ବୟଂମା

ଜାପାନରେ ଜନ୍ମିତ ବ୍ରିଟିଶ୍‌ ପପ୍‌ ସୁପରଷ୍ଟାର ରିନା ସ୍ବୟଂମା ଗୀତ ଗାଇବା ପରେ ଏବେ ଅଭିନୟ ଜଗତରେ ପାଦ ଥାପିଛନ୍ତି। ତାଙ୍କୁ କେଆନୁ ରିଭେସ୍‌ ଷ୍ଟାରର୍‌ ‘ଜନ୍‌…

3 years ago

୧୨ରୁ ୧୫ ବର୍ଷର ପିଲାଙ୍କ ପାଇଁ ୟୁରୋପରେ ଫାଇଜରକୁ ମିଳିଲା ଅନୁମତି

ଦ ହେଗ (ନେଦରଲାଣ୍ଡ୍ସ),୨୮ା୫- ୧୨ରୁ ୧୫ ବର୍ଷର ପିଲାଙ୍କ ଠାରେ ଫାଇଜର/ବାୟୋଏନ୍‌ଟେକ୍‌ର କରୋନା ଭାଇରସ ଟିକାକୁ ବ୍ୟବହାର ଲାଗି ଶୁକ୍ରବାର ଅନୁମତି ଦେଇଛି ୟୁରୋପର ଡ୍ରଗ ଓ୍ବାଚଡଗ।…

3 years ago