ଅନ୍ତର୍ଜାତୀୟ

ସେନା ଗୁଳିରେ ୯୩ ନିହତ

ୟାଙ୍ଗୁନ୍‌,୨୮।୩: ଫେବୃୟାରୀ ୧ରେ ଗଣତନ୍ତ୍ର ସପକ୍ଷବାଦୀ ନେତ୍ରୀ ଅଙ୍ଗ୍‌ ସାନ୍‌ ସ୍ୟୁ ଚୀଙ୍କ କ୍ଷମତା ଅପହରଣ କରି ତାଙ୍କୁ ଜେଲରେ ପୂରାଇବା ପରଠାରୁ ଅଶାନ୍ତ ହୋଇପଡ଼ିଛି ମ୍ୟାନ୍‌ମାର।…

3 years ago

ଏମିତି ଦେଶ, ଯେଉଁଠି ଗର୍ଭପାତ ପରେ ସ୍ତ୍ରୀ-ସ୍ବାମୀଙ୍କୁ ମିଳେ ୩ ଦିନର ପାରିଶ୍ରମିକ ସହ ଛୁଟି

ପ୍ରତ୍ୟେକ ଦେଶରେ ଭିନ୍ନ ଭିନ୍ନ ନିୟମ କାନୁନ ରହିଛି। ସେମିତି ନ୍ୟୁଜିଲାଣ୍ଡରେ ଏକ ନିୟମ ରହିଛି ଯେ, ଯଦି କୌଣସି କର୍ମଜୀବୀ ମହିଳାଙ୍କ ଗର୍ଭପାତ ହୁଏ ତେବେ…

3 years ago

ଘର ବାହୁଡ଼ିଲେ ୫୪ ଭାରତୀୟ ଧୀବର

କଲୋମ୍ବୋ,୨୭।୩: ଶ୍ରୀଲଙ୍କା ନୌବାହିନୀ ଦ୍ୱାରା ଗିରଫ ହୋଇଥିବା ୫୪ ଭାରତୀୟ ଧୀବର ଘରକୁ ବାହୁଡ଼ିଛନ୍ତି। ମାର୍ଚ୍ଚ ୨୪ରେ ଦୁଇଟି ଭିନ୍ନ ଭିନ୍ନ ସାମୁଦ୍ରିକ ଅଞ୍ଚଳରୁ ସେମାନଙ୍କୁ ମାଛଧରା…

3 years ago

୫୦ ନିରୀହ ଲୋକଙ୍କ ଉପରେ ଆଖିବୁଜା ଗୁଳି ବର୍ଷା

ମ୍ୟାନମାର୍‌,୨୭।୩: ମ୍ୟାନମାର୍‌ରେ ସୈନ୍ୟବାହିନୀ କ୍ଷମତା ଦଖଲ କରିବା ପରେ ସଙ୍କଟ ଧୀରେଧୀରେ ବଢ଼ିବାରେ ଲାଗିଛି। ଶନିବାର ସୈନ୍ୟ ବାହିନୀଙ୍କ ଆଖିବୁଜା ଗୁଳିମାଡ଼ରେ ୫୦ ଜଣ ନିରୀହ ଲୋକଙ୍କ…

3 years ago

ମତୁଆ ସମ୍ପ୍ରଦାୟଙ୍କୁ ହାତେଇବା ରାଜନୀତି: ଦେଶରୁ ଆରମ୍ଭ କରି ବିଦେଶରେ ପହଞ୍ଚିଲା

ଢାକା/କୋଲକାତା,୨୭।୩: ପଶ୍ଚିମବଙ୍ଗର ୨ କୋଟି ମତୁଆ ସମ୍ପ୍ରଦାୟଙ୍କୁ ହାତେଇବା ଲକ୍ଷ୍ୟ ନେଇ ଭାଜପା ପକ୍ଷରୁ ଦେଶରୁ ଆରମ୍ଭ ହୋଇଥିବା ରାଜନୀତି ବିଦେଶରେ ପହଞ୍ଚିଛି। ଏହି ୨ କୋଟିର…

3 years ago

ଶନିବାର ରାତ୍ର ସାଢ଼େ ୮ରୁ ସାଢ଼େ ୯ ବିଦ୍ୟୁତ୍‌ ଆଲୋକ ବନ୍ଦ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭।୩: ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାରକୁ ଆର୍ଥ ଆଓ୍ବାର ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ମାର୍ଚ୍ଚ ୨୭ରେ ପଡୁଛି। ତେଣୁ ଶନିବାର…

3 years ago

ଯେଶୋରେଶ୍ୱରୀ କାଳୀ ମନ୍ଦିରରେ ନିର୍ମାଣ ହେବ କମ୍ୟୁନିଟି ହଲ୍‌: ମୋଦି କଲେ ଘୋଷଣା

ଢାକା,୨୭।୩: ବାଂଲାଦେଶରେ ଥିବା ମାତା ଯେଶୋରେଶ୍ୱରୀ କାଳୀ ମନ୍ଦିରରେ କମ୍ୟୁନିଟି ହଲ ନିର୍ମାଣ ହେବ। ଏନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଘୋଷଣା କରିଛନ୍ତି। କାଳୀ…

3 years ago

ବାଂଲାଦେଶରେ ମୋଦିଙ୍କ ଗସ୍ତକୁ ବିରୋଧ କାହିଁକି

ଢାକା,୨୭ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତକୁ ପଡ଼ୋଶୀ ଦେଶରେ ବିରୋଧ କରାଯାଉଛି। ଏହାର ବିଭିନ୍ନ କାରଣ ମଧ୍ୟରୁ ମୋଦିଙ୍କ ହିନ୍ଦୁବାଦୀ ତଥା ମୁସଲମାନ ବିରୋଧୀ ଆଭିମୁଖ୍ୟକୁ…

3 years ago

ପୋଲିସ ଗୁଳିରେ ୫ ନିହତ

ଢାକା,୨୭ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ ବାଂଲାଦେଶ ଗସ୍ତକୁ ପଡ଼ୋଶୀ ଦେଶରେ ପ୍ରବଳ ବିରୋଧ କରାଯାଇଛି। ମୋଦିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଗୁଳି ଚଳାଇଛି।…

3 years ago

ମୋଦିଙ୍କ ବାଂଲାଦେଶ ଗସ୍ତକୁ ବିରୋଧ ପ୍ରଦର୍ଶନବେଳେ ୪ ମୃତ

ଢାକା,୨୬।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାଂଲାଦେଶ ଗସ୍ତ କରିଛନ୍ତି। ଏହା ବିରୋଧରେ ଚିଟ୍ଟାଗଙ୍ଗଠାରେ ଆନ୍ଦୋଳନବେଳେ ପୋଲିସର ରବର ବୁଲେଟ ମାଡ଼ରେ ପ୍ରାଣ ହରାଇଛନ୍ତି ୪…

3 years ago