ଅନ୍ତର୍ଜାତୀୟ

ଓ୍ବିକି ଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କୁ ଆମେରିକା ପ୍ରତ୍ୟର୍ପଣର ବାଟ ବନ୍ଦ କଲେ ବ୍ରିଟେନ କୋର୍ଟ

ଲଣ୍ଡନ,୪ା୧- ୱିକି ଲିକ୍ସର ପ୍ରତିଷ୍ଠାତା ଜୁଲିୟାନ ଆସେଞ୍ଜଙ୍କୁ ଆମେରିକାକୁ ପ୍ରତ୍ୟର୍ପଣର ବାଟ ବନ୍ଦ କରିଦେଇଛନ୍ତି ବ୍ରିଟେନର ଜିଲା କୋର୍ଟ। ଏକ ଦଶନ୍ଧି ତଳେ ସେ ଆମେରିକୀୟ ସେନାର…

4 years ago

ନ୍ୟୁଜ ଚ୍ୟାନେଲରେ ରାଷ୍ଟ୍ରପତି‌ଙ୍କ ଅଧା କଟା ଫଟୋ: ସୋସିଆଲ ମିଡିଆରେ ଭାଇରାଲ

ସେଣ୍ଟପିଟର୍ସବର୍ଗ,୪।୧: ପ୍ରତିବର୍ଷ ଭଳି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆ ବର୍ଷ ଅବସରରେ ନିଜ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ତେବେ ଏକ ନ୍ୟୁଜ୍‌ ଚ୍ୟାନେଲର ଭୁଲ ହେତୁ…

4 years ago

ଦକ୍ଷିଣ କୋରିଆ ପାଇଁ ସତର୍କ ଘଣ୍ଟି: ଜନ୍ମଠାରୁ ମୃତ୍ୟୁ ହାର ଅଧିକ

ସିଓଲ,୪।୧: ଦକ୍ଷିଣ କୋରିଆରେ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶରେ ଜନ୍ମ ତୁଳନାରେ ମୃତ୍ୟୁ ହାର ଅଧିକ ହେବାରେ ଲାଗିଛି। ୨୦୨୦ରେ ଦେଶରେ ୨୭୫,୮୦୦ ଶିଶୁ ଜନ୍ମ…

4 years ago

ଆଲିବାବା ଗ୍ରୁପ୍‌ର ମାଲିକ ଜ୍ୟାକ୍‌ ମା ନିଖୋଜ!

ବେଜିଂ,୪।୧: ଚାଇନା ଇ-କମର୍ସ କମ୍ପାନୀ ଆଲିବାବା ଏବଂ ଆଣ୍ଟ ଗ୍ରୁପର ମାଲିକ ଜ୍ୟାକ ମା ଗତ ଦୁଇ ମାସ ହେବ ନିଖୋଜ ଥିବା ସନ୍ଦେହ କରାଯାଉଛି। ଚାଇନା…

4 years ago

ସ୍ବପ୍ନକୁ ବି କରିହେବ ହ୍ୟାକ୍‌

ଓ୍ବାଶିଂଟନ,୪।୧: ସ୍ବପ୍ନ ମଣିଷର ନିୟନ୍ତ୍ରଣ ବାହାରେ ରହିଥାଏ। ତେବେ ଏହାକୁ ନିୟନ୍ତ୍ରଣ କରିବା ଏବେ ସମ୍ଭବ ହେବ। ମଣିଷ ନିଜ ପସନ୍ଦ ଅନୁସାରେ ଏବେ ସ୍ବପ୍ନ ଦେଖି…

4 years ago

ସାବଧାନ! ଗାଡ଼ି ପାର୍ଟରେ ବି କରୋନା ଭୂତାଣୁ

ବେଜିଂ,୪।୧: ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ମହାମାରୀ ସହିତ ଲଢୁଛି। ଏହି ଭୂତାଣୁର ନୂଆ ଷ୍ଟ୍ରେନ୍‌ ପୁଣି ଥରେ ଲୋକଙ୍କୁ ଭୟଭୀତ କରିଛି। ଏହି ସମୟରେ ଚାଇନାରୁ…

4 years ago

ଦିନକୁ ୧୧୫ ସିଙ୍ଗଡ଼ା, ୧୨ ଲିଟର କୋଲ୍ଡଡ୍ରିଙ୍କସ୍‌ ପିଉଥିଲେ ଏହି ବ୍ୟକ୍ତି, ଶେଷରେ ଘଟିଲା ଏମିତି …

ଆଜିର ସମୟରେ ମେଦବହୁଳତା ଲୋକଙ୍କ ପାଇଁ ବଡ଼ ସମସ୍ୟା ହୋଇଗଲାଣି। ଅନେକ ଲୋକ ମେଦବହୁଳତା ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କିଛି ଲୋକ ଏହି କାରଣରୁ ପ୍ରସିଦ୍ଧ…

4 years ago

ନିର୍ବାଚନ ଫଳାଫଳ ବଦଳାଇବାକୁ ଅଧିକାରୀଙ୍କ ଉପରେ ଚାପ ପକାଉଥିଲେ ଟ୍ରମ୍ପ: ଅଡିଓ ଭାଇରାଲ!

ୱାଶିଂଟନ,୪ ।୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନକୁ ବହୁମତ ମିଳିଛି । ଜାନୁୟାରୀ ୨୦ରେ ସେ ଶାସନ କ୍ଷମତା ଗ୍ରହଣ କରିବେ । ଏହାପରେ ବି…

4 years ago

ବଦଳିଥିବା ଜାତୀୟ ସଙ୍ଗୀତ

ନୂଆଦିଲ୍ଲୀ, ୪ା୧: ନୂଆବର୍ଷ ପୂର୍ବ ସନ୍ଧ୍ୟାରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ ମରିସନ୍‌ ଏକ ବଡ଼ ଘୋଷଣା କରିଥିଲେ। ଦେଶର ଜାତୀୟ ସଙ୍ଗୀତକୁ ଆହୁରି ସ୍ବତନ୍ତ୍ର କରିବାକୁ ଯାଇ…

4 years ago

ସିନେଟରଙ୍କ ଘର ଆଗରେ ଘୁଷୁରିମୁଣ୍ଡ

ଓ୍ବାଶିଂଟନ, ୪ା୧: ଆମେରିକା ସିନେଟର ରିପବ୍ଲିକାନ ସଦସ୍ୟ ମିଚ ମ୍ୟାକକୋନେଲ ଏବଂ ଡେମୋକ୍ରାଟ ସ୍ପିକର ନାନ୍‌ସୀ ପେଲୋସିଙ୍କ ଘର ଆଗରେ ହୋୟାର ଇଜ୍‌ ମାଇ ମନି (ମୋ…

4 years ago