ଅନ୍ତର୍ଜାତୀୟ

କରୋନା ଆକ୍ରାନ୍ତଙ୍କ ସହ ଡାକ୍ତରଖାନାରେ ଶାରୀରିକ ସମ୍ପର୍କ ରଖିଲେ ସ୍ବାସ୍ଥ୍ୟକର୍ମୀ, ଫଟୋ ଭାଇରାଲ ପରେ…

ଜାକର୍ତ୍ତା,୧।୧: ଇଣ୍ଡୋନେସିଆରେ ଜଣେ ସ୍ବାସ୍ଥ୍ୟକର୍ମୀ କରୋନା ଆକ୍ରାନ୍ତଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଘଟଣା ସାମ୍ନାକୁ ଆସିବା ପରେ ଏହି ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କୁ ନିଲମ୍ବନ କରାଯିବା ସହ…

4 years ago

ଚାଇନାରେ କରୋନାର ନୂଆ ରୂପ

ବେଜିଂ,୧।୧: ଚାଇନାରେ କରୋନାର ଏକ ନୂଆ ରୂପ ଦେଖିବାକୁ ମିଳିଛି। ବ୍ରିଟେନରୁ ଫେରିଥିବା ଜଣେ ମହିଳା କରୋନାର ନୂଆ ଷ୍ଟ୍ରେନ୍‌ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ମହିଳାଙ୍କ ଭିତରେ…

4 years ago

କରୋନା ସମୟରେ ବଢିଛି ମୋଦିଙ୍କ ଲୋକପ୍ରିୟତା!

ନୂଆଦିଲ୍ଲୀ,୩୧ ।୧୨: କରୋନା ଭାଇରସ ସଂକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ବଢିଛି । ଆମେରିକୀୟ ସଂସ୍ଥା ମର୍ଣ୍ଣିଂ କନସଲ୍ଟ ଦ୍ୱାରା କରାଯାଇଥିବା ଏକ ବିଶ୍ଲେଷଣରେ…

4 years ago

ହିନ୍ଦ ମହାସାଗରରେ ଚାଇନାର ଅଣ୍ଡରୱାଟର ଡ୍ରୋନ୍‌!

ନ୍ୟୁଜର୍ସି,୩୧ ।୧୨: ହିନ୍ଦ ମହାସାଗରରେ ଚାଇନା, ପାଣି ଭିତରେ ଡ୍ରୋନ୍ ସଜାଇ ରଖିଥିବା ଜଣାପଡିଛି । ଯାହା ମାସ ମାସ ଧରି କାମ କରିବ । ଏହି…

4 years ago

ପୁଣି ଭବିଷ୍ୟବାଣୀ କଲେ ବିଲ୍‌ ଗେଟ୍ସ, କହିଲେ ଏମିତି ରହିବ ୨୦୨୧ ବର୍ଷ

ଓ୍ବାଶିଂଟନ,୩୧ା୧୨: ବିଜ୍‌ନେସ ଟାଇକୁନ ଏବଂ ମାଇକ୍ରୋସଫ୍ଟ କର୍ପୋରେଶନର ସହ-ପ୍ରତିଷ୍ଠାତା ବିଲ୍‌ ଗେଟ୍ସ କରୋନା ମହାମାରୀ ସହ ମୁକାବିଲା କରୁଥିବା ବିଶ୍ୱ ପାଇଁ ନିଜର ମତ ପ୍ରକାଶ କରିଛନ୍ତି।…

4 years ago

ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ: ୨୮ ଯାତ୍ରୀ ମୃତ

ଦାମାସକସ୍‌,୩୧।୧୨: ଦକ୍ଷିଣ ସିିରିଆର ଡେର୍‌ ଅଲ୍‌-ଜୌର ପ୍ରଦେଶରେ ଏକ ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ୨୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ପ୍ରଦେଶର କୋବାଜ୍ଜେପ୍‌…

4 years ago

ସିନୋଫାର୍ମ କରୋନା ଟିକାକୁ ଚାଇନାରେ ମଞ୍ଜୁରୀ

ବେଜିଂ,୩୧।୧୨: କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଚାଇନାରେ ସିନୋଫାର୍ମ ଦ୍ୱାରା ପ୍ରସ୍ତୁତ କରୋନା ପ୍ରତିଷେଧକ ଟିକାକୁ ଗୁରୁବାର ମଞ୍ଜୁରୀ ମିଳିଛି। ଏବେ ଏହାକୁ ଜରୁରୀକାଳୀନ ପରିସ୍ଥିିତିରେ…

4 years ago

ମଡର୍ନା ନେଲେ କମଲା ହାରିସ୍‌

ଓ୍ବାଶିଂଟନ୍‌, ୩୧ା୧୨: ଆମେରିକାର ନବନିର୍ବାଚିତ ଉପରାଷ୍ଟ୍ରପତି କମଲା ହାରିସ୍‌ ବୁଧବାର କୋଭିଡ୍‌ ଟିକା ମଡର୍ନାର ପ୍ରଥମ ଡୋଜ ନେଇଛନ୍ତି। ଟିକାର ବିଶ୍ୱସନୀୟତା ଏବଂ ଲୋକଙ୍କ ମଧ୍ୟରେ ଉତ୍ସାହ…

4 years ago

ଆର୍ଜେଣ୍ଟିନାରେ ଗର୍ଭପାତକୁ ଅନୁମତି

ବୁଏନ୍ସ ଏରିସ୍‌, ୩୧ା୧୨: ପ୍ରସବ ପାଇଁ ଇଚ୍ଛା କରୁ ନ ଥିବା ମହିଳା ଗର୍ଭପାତ କରାଇଲେ ତାହା ଆଇନସମ୍ମତ। ଏ ସଂକ୍ରାନ୍ତ ବିଲ୍‌ ଆର୍ଜେଣ୍ଟିନା ସିନେଟ୍‌ରେ ଅନୁମୋଦିତ…

4 years ago

ଡିଜାଇନର ପିୟରେ କାର୍ଡିନ୍‌ଙ୍କ ପରଲୋକ

ପ୍ୟାରିସ୍‌, ୩୧।୧୨: ଫ୍ରାନ୍ସର ଖ୍ୟାତନାମା ଡିଜାଇନର ପିୟରେ କାର୍ଡିନ୍‌ଙ୍କର ୯୮ ବର୍ଷ ବୟସରେ ମଙ୍ଗଳବାର ପରଲୋକ ହୋଇଯାଇଛି। ଏହି ଡିଜାଇନରଙ୍କ ନାଁ ବ୍ରାଣ୍ଡରେ ପରିଣତ ହୋଇଥିଲା। ହାତଘଡ଼ିଠାରୁ…

4 years ago