ଅନ୍ତର୍ଜାତୀୟ

ବସ୍‌କୁ ଅଧ କିଲୋମିଟର ଘୋଷାଡି ନେଲା ଟ୍ରେନ :୧୨ ମୃତ , ୬ ଗୁରୁତର

ଢାକା,୧୯।୧୨-ବାଂଲାଦେଶରେ ଶନିବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରେନ ଯାତ୍ରୀବାହୀ ବସ୍‌କୁ ଧକ୍କା ଦେବାରୁ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୬ ଜଣ ଗୁରୁତର ହୋଇଛନ୍ତି। ଜୟପୁରହାଟ…

4 years ago

ପିଲା କାନ୍ଦିବାରୁ ପଡ଼ୋଶୀଙ୍କୁ ଏମିତି ଚିଠି ଲେଖିଲେ ମାତା ପିତା

ନବଜାତ ଶିଶୁମାନେ ଅଧିକ କାନ୍ଦନ୍ତି, କିନ୍ତୁ ଆମେରିକାରେ ଜଣେ ପିତାମାତା ଯାହା କରିଛନ୍ତି ତାହା ଜାଣି ଆପଣ ସେମାନଙ୍କୁ ପ୍ରଶଂସା ନ କରି ରହିପାରିବେନି। ଯୁକ୍ତରାଷ୍ଟ୍ରରେ, ଏକ…

4 years ago

ବୋକୋ ହାରାମ ଆତଙ୍କବାଦୀଙ୍କ ନିର୍ଯାତନା: ଦିନରେ ୨ ଥର ମାଡ଼,ଥରେ ଖାଦ୍ୟ

ଆବୁଜା,୧୯।୧୨: ନାଇଜେରିଆର ସେକେଣ୍ଡାରୀ ସ୍କୁଲରୁ ବୋକୋ ହାରାମ ଆତଙ୍କବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ୩୪୪ ଶିକ୍ଷାର୍ଥୀ ଏବେ ଘରକୁ ଫେରିଛନ୍ତି। ଆତଙ୍କବାଦୀମାନେ ସେମାନଙ୍କୁ ଦେଇଥିବା ନିର୍ଯାତନ ସମ୍ପର୍କରେ…

4 years ago

କରୋନା ଟୀକା ନେବାର ଅଳ୍ପ ସମୟ ପରେ ବେହୋସ ହୋଇଗଲେ ନର୍ସ: ଭିଡିଓ ଭାଇରାଲ

ଆମେରିକାର ଏକ ହସ୍ପିଟାଲର ନର୍ସଙ୍କ ମଧ୍ୟରେ ମୁଖ୍ୟ ଟିଫାନି ଡୋଭର କରୋନା ଟିକା ନେବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ବେହୋସ ହୋଇଥିଲେ। ଫାଇଜର ବାୟୋନୋଟେକର କୋଭିଡ…

4 years ago

ଝିଅଙ୍କ ପ୍ରେମିକଙ୍କୁ ଘରେ ରଖିଥିଲେ ଓବାମା: ଅଧିକ ଖାଉଥିବା ଦେଖି..

ଓ୍ବାଶିଂଟନ,୧୯।୧୨: ମହାମାରୀ କରୋନା ସମୟରେ କ୍ୱାରାଣ୍ଟାଇନ୍‌ରେ ଥିଲେ ଆମେରିକାର ପୂର୍ବ ରାଷ୍ଟ୍ରପତି ବାରାକ ଓବାମା ଓ ତାଙ୍କ ପରିବାର। ଏହି ସମୟରେ ବଡ଼ଝିଅ ମାଲିଆଙ୍କ ପ୍ରେମିକ ମଧ୍ୟ…

4 years ago

କରୋନାରେ ପୀଡ଼ିତ ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ

ବ୍ରାତିସ୍ଲାଭା,୧୯ ।୧୨: ୟୁରୋପୀୟ ଦେଶ ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ଇଗୋର ମୋତାଭିକ ବି କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିଛି । ସୋସିଆଲ ମିଡିଆ ଜରିଆରେ ସେ ନିଜେ ଏହି…

4 years ago

କରୋନା ଟିକା ନେଲେ ଲୋକେ ହୋଇଯିବେ କୁମ୍ଭୀର, ମହିଳାଙ୍କର ଉଠିବ ନିଶ ଦାଢ଼ି: ବ୍ରାଜିଲ ରାଷ୍ଟ୍ରପତି

ବ୍ରାସିଲିଆ,୧୯।୧୨: କରୋନା ପ୍ରତିଷେଧକ ଟିକା ନେଇ ବ୍ରାଜିଲ ରାଷ୍ଟ୍ରପତି ଜାଏର ବୋଲସୋନାରୋ ବିବାଦୀୟ ମନ୍ତବ୍ୟ ନେଇଛନ୍ତି। ସେ କହିଛନ୍ତି ଯେ, କରୋନା ଟିକା ନେଲେ ଲୋକେ କୁମ୍ଭୀର…

4 years ago

କରୋନା ଭୂତାଣୁ ଉତ୍ପତ୍ତି ସନ୍ଧାନ: ଡବ୍ଲ୍ୟୁଏଚ୍‌ଓ ବିଶେଷଜ୍ଞ ଦଳ ଜାନୁୟାରୀରେ ଯିବେ ଚାଇନା

ଜେନେଭା,୧୯।୧୨: କରୋନା ଭୂତାଣୁର ଉତ୍ପତ୍ତି ସନ୍ଧାନ ପାଇଁ ଜାନୁୟାରୀର ପ୍ରଥମ ସପ୍ତାହରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ବିଶେଷଜ୍ଞ ଦଳ ଚାଇନା ଗସ୍ତରେ ଯିବେ। ଏନେଇ ଡବ୍ଲ୍ୟୁଏଚ୍‌ଓ ଜରୁରୀକାଳୀନ…

4 years ago

ପ୍ରଧାନମନ୍ତ୍ରୀଙ୍କ ରାଲି ଉପରେ ଆତଙ୍କବାଦୀ ଆକ୍ରମଣ: ୧୫ ମୃତ

ମୋଗାଦିସୁ,୧୯।୧୨: ସୋମାଲିଆରେ ନୂଆ ପ୍ରଧାନମନ୍ତ୍ରୀ ମହମ୍ମଦ ହୁସେନ ରୋବେଲଙ୍କ ରାଲି ଉପରେ ଆତ୍ମଘାତୀ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ ରୋବେଲ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ତେବେ…

4 years ago

ଭୂତ ଡଙ୍ଗାରେ ଡ୍ରଗ୍ସ

ଓ୍ବାଶିଂଟନ,୧୯ା୧୨: ସମୁଦ୍ରରେ ବହୁ ସଂଖ୍ୟକ ‘ଭୂତ ଜାହାଜ’ ଅଛି। ଅତଳ ସାଗରରେ ଜାହାଜ ଓ ଡଙ୍ଗାଗୁଡ଼ିକରୁ ନାବିକମାନେ ରହସ୍ୟଜନକ ଭାବେ ଉଭାନ ହୋଇଯିବା ପଛରେ ଅନେକ କାହାଣୀ…

4 years ago