ଅନ୍ତର୍ଜାତୀୟ

ଆମେରିକାରେ ନିଷିଦ୍ଧ ହେବ ଚାଇନିଜ ଆପ ଟିକ୍‌ଟକ୍‌

ଓ୍ବାଶିଂଟନ,୧୮।୯-ଆମେରିକାରେ ନିଷିଦ୍ଧ ହେବ ଚାଇନିଜ ଆପ ଟିକ୍‌ଟକ୍‌ ଏବଂ ଉଇ ଚ୍ୟାଟ। ଏ ନେଇ ଶୁକ୍ରବାର ଆମେରିକା ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି। ଆସନ୍ତା ରବିବାର ଟ୍ରମ୍ପ…

4 years ago

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପୁଣିଥରେ ବିବାଦରେ ଟ୍ରମ୍ପ

ୱାଶିଂଟନ,୧୮ ।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଜଣେ ପୂର୍ବତନ ମଡେଲ ପୁଣିଥରେ ଯୌନ ଉତ୍ପିଡନର ଅଭିଯୋଗ ଆଣିଛନ୍ତି । ଏମି ଡୋରିସ ନାମକ ଏହି…

4 years ago

ପ୍ରତ୍ୟହ ଦେଢ଼ ଘଣ୍ଟା ଉତ୍ତରକୋରିଆ ତାନାଶାହ କିମ୍‌ ଜୋଙ୍ଗ ଉନ୍‌ଙ୍କ ବିଷୟରେ ପଢ଼ିବେ ଛାତ୍ରୀଛାତ୍ର: ଲାଗୁ ହେଲା ନୂଆ ନିୟମ

ପ୍ୟୋଙ୍ଗୟାଙ୍ଗ,୧୮।୯: ଉତ୍ତରକୋରିଆର ତାନାଶାହ କିମ୍‌ ଜୋଙ୍ଗ ଉନ୍‌ଙ୍କ ବିଷୟରେ ପାଠପଢ଼ିବେ ସେଠାକାର ଛାତ୍ରୀଛାତ୍ର। ନିକଟରେ ଏ ସଂକ୍ରାନ୍ତରେ ଏକ ନିୟମ ଦେଶରେ ପାରିତ ହୋଇଛି। ପ୍ରି-ପ୍ରାଇମେରୀ ସ୍କୁଲରେ…

4 years ago

ଶେଷରେ ମାନିଲା ଚାଇନା

ବେଜିଂ,୧୮।୯:ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦ ତୀବ୍ର ରୂପ ଧାରଣ କରିଛି। ବାରମ୍ବାର ଚାଇନା ଏଲ୍‌ଏସି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛି, ଭାରତୀୟ ସେନା ଏହାର…

4 years ago

ଟିକ୍‌ଟକ୍‌ରେ ସ୍ବାମୀଙ୍କ ମୃତ୍ୟୁର ନକଲି ଭିଡିଓ କରୁଥିଲେ ସ୍ତ୍ରୀ, ତା’ପରେ ଘଟିଲା ଏମିତି

ଇସଲମାବାଦ,୧୮।୯:ଭାରତରେ ଟିକଟକ ବନ୍ଦ ହେବା ପରେ ଏହାର କ୍ରେଜ ଶେଷ ହୋଇଛି। କିନ୍ତୁ ପଡୋଶୀ ଦେଶ ପାକିସ୍ତାନରେ ଏହି ଚାଇନିଜ ଆପ୍‌ ଧମାଲ ମଚାଇଛି। ଟିକଟକ୍‌ରେ ଫଲୋଅର୍ସ…

4 years ago

ସଂସଦରେ ପର୍ନ ଦେଖୁଥିବାବେଳେ ଧରାପଡିଲେ ଏମ୍‌ପି

ବ୍ୟାଙ୍କ୍‌କ,୧୮।୯: ଥାଇଲାଣ୍ଡର ସଂସଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଗୁରୁବାର ଏଠାରେ ବଜେଟ ଉପସ୍ଥାପନ କରାଯାଇଥିଲା। ଏହି ସମୟ ମଧ୍ୟରେ ଜଣେ ଏମ୍‌ପି ମୋବାଇଲରେ ପର୍ନ ଫଟୋ…

4 years ago

ନେପାଳ-ବାଂଲାଦେଶକୁ କନ୍ଦାଉଛି ପିଆଜ: କିଲୋ ୧୫୦ ଟପିଲା

ଢାକା/ କାଠମାଣ୍ଡୁ, ୧୭।୯: ଭାରତରେ ପିଆଜ ଦାମରେ ନିୟନ୍ତ୍ରଣ ଆଣିବା ଲାଗି କେନ୍ଦ୍ର ସରକାର ଏହାର ରପ୍ତାନୀ ବନ୍ଦ କରିଛନ୍ତି। ଏହାର ପ୍ରଭାବ ଭାରତର ପଡ଼ୋଶୀ ନେପାଳ…

4 years ago

ଆମେରିକାରେ ମାଗଣାରେ ଦିଆଯିବ କରୋନା ଟିକା!

ୱାଶିଂଟନ,୧୭ ।୯: ଆମେରିକାର ଟ୍ରମ୍ପ ସରକାର ଏକ ବଡ ଘୋଷଣା କରିଛନ୍ତି । ବୁଧବାର ଆମେରିକା ସଂସଦରେ କୁହାଯାଇଛି କି ଆମେରିକାବାସୀଙ୍କୁ କରୋନା ଟିକା ମାଗଣାରେ ଯୋଗାଇ…

4 years ago

ଉତ୍ପାତ କରୁଥିବା ୨୦୦ ମାଙ୍କଡ଼ଙ୍କ ପାଇଁ ଅଜବ ନିଷ୍ପତ୍ତି ନେଲେ ସରକାର

ଥାଇଲାଣ୍ଡରେ ଦଳେ ମାଙ୍କଡ଼ ଏଭଳି ଉତ୍ପାତ କଲେ ଯେ, ସେଠାକାର ସରକାର ଏକ ଅଜବ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପାଇବା ପରେ ବନ୍ୟଜନ୍ତୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…

4 years ago

ଭାରତୀୟ ଔଷଧ କମ୍ପାନୀକୁ ୧୦ କୋଟି କରୋନା ଟିକା ଯୋଗାଇବ ରୁଷିଆ

ମସ୍କୋ,୧୬।୯-କରୋନା ମୁକାବିଲା ପାଇଁ ରୁଷିଆ ଭାରତକୁ ୧୦ କୋଟି ସ୍ପୁଟନିକ-ଭି ଟିକା ଯୋଗାଇ ଦେବ। ଏହି ଟିକା ଭାରତର ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀ ଲାବୋରେଟୋରିକୁ ମିଳିବ।…

4 years ago