ଅନ୍ତର୍ଜାତୀୟ

ଚାଲିଥିଲା ଅନ୍‌ଲାଇନ୍‌ ବୈଠକ: କ୍ୟାମେରା ସମ୍ମୁଖରେ ଏମିତି କିଛି ଭୁଲ କରି ବସିଲେ ଦମ୍ପତି, ସମସ୍ତେ ଦେଖି ଆଶ୍ଚର୍ଯ୍ୟ

ବ୍ରାସିଲିଆ,୧୯ା୮: କରୋନା ମହାମାରୀ ଯୋଗୁ ଅଧିକାଂଶ ଅଫିସ୍‌ ବନ୍ଦ ରହିଛି। ତେବେ ବନ୍ଦ ଥିବା ଅଫିସଗୁଡ଼ିକର କାର୍ଯ୍ୟ ପ୍ରାୟତଃ ଅନ୍‌ଲାଇନରେ କରାଯାଉଛି। ସମସ୍ତ ବୈଠକ ବା ସଭା…

4 years ago

ଏକ ଛତ୍ରବାଦୀ ଶାସକ କିମ୍‌ଙ୍କ ନୂଆ ଆଦେଶ: ପୋଷା କୁକୁରକୁ ହତ୍ୟାକରି ଖାଇବେ ଲୋକେ

ସିଓଲ, ୧୯।୮: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ଏବେ ଦେଶରେ ନୂଆ ଆଦେଶ ଜାରି କରିଛନ୍ତି। ନୂଆ ଆଦେଶ ଅନୁସାରେ ଘରେ ପୋଷା କୁକୁର…

4 years ago

ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ ବନ୍ଧକ

ବାମାକୋ, ୧୯।୮: ପଶ୍ଚିମ ଆଫ୍ରିକୀୟ ଦେଶ ମାଲିରେ ଏବେ ରାଜନୈତିକ ସଂକଟ ଘନେଇବାରେ ଲାଗିଛି। ସୈନ୍ୟ ବାହିନୀ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ବିରୋଧ ବିଦ୍ରୋହ କରିଛନ୍ତି। ରାଷ୍ଟ୍ରପତି…

4 years ago

ଏକଦା ଚାଇନାର ଉହାନ୍‌ରୁ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ: ଏବେ ଭୟକୁ ଫୁ’ କରି ପୁଲ୍‌ ପାର୍ଟିର ମଜା ନେଉଛନ୍ତି ଲୋକେ

ବେଜିଂ: ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଏବେ ସାରା ବିଶ୍ୱର ନିଦ ହଜାଇସାରିଲାଣି। ପ୍ରତ୍ୟେହ ଲକ୍ଷାଧିକ ଲୋକ ଏଥିରେ ସଂକ୍ରମିତ ହେଉଥିବା ବେଳେ ହଜାର ହଜାର ସଂଖ୍ୟାରେ…

4 years ago

ଜର୍ମାନୀରେ ଭାରତ-ମୋଦି ବିରୋଧୀ ରାଲି କରୁଥିଲେ ପାକିସ୍ତାନୀ: ହାତରେ ତ୍ରିରଙ୍ଗା ଧରି ଏକା ଲଢ଼ିଲେ ଜଣେ ଭାରତୀୟ, ଆଉ ତା ପରେ…

ଫ୍ରାଙ୍କଫର୍ଟ,୧୮।୮: ପାକିସ୍ତାନ ବିଦେଶରେ ଭାରତ ବିରୋଧୀ ପ୍ରଚାର ପାଇଁ ଲଗାତାର ଭାବେ ଅର୍ଥ ପ୍ରଦାନ କରୁଛି। କଶ୍ମୀର ପ୍ରସଙ୍ଗରେ ହାର୍‌ ମିଳିବା ପରେ ପାକିସ୍ତାନ ଏବେ ଖଲିସ୍ତାନ…

4 years ago

କରୋନା ଯୋଗୁ ପିଲାଙ୍କୁ ଡାଇବେଟିସ୍‌ର ଆଶଙ୍କା ଅଧିକ: ବିଶେଷଜ୍ଞ

ଲଣ୍ଡନ,୧୮।୮: ସାରା ବିଶ୍ୱରେ କରୋନା ଭାଇରସ୍‌ ପ୍ରକୋପ ଜାରି ରହିଛି। ଏଥିରେ ସାଧାରଣ ଜନତାଙ୍କଠାରୁ ଆରମ୍ଭ କରି ନେତା ମନ୍ତ୍ରୀ, ସେଲିବ୍ରିଟି ସମସ୍ତେ ଏବେ କରୋନା କବଳରେ।…

4 years ago

ଚାଇନାର କରୋନା ଭ୍ୟାକ୍ସିନକୁ ନେଇ ଉଠୁଛି ପ୍ରଶ୍ନ

ବେଜିଂ,୧୮।୮: ରୁଷିଆ ପରେ ଚାଇନା କରୋନା ଭାଇରସ ପାଇଁ ଏକ ଭ୍ୟାକ୍ସିନ ପ୍ରସ୍ତୁତ କରିଥିବା ଦାବି କରିଛି। ଏହାସହ ସେ ଏହି ଭ୍ୟାକ୍ସିନକୁ ଟ୍ରାଏଲ ମଧ୍ୟ କରି…

4 years ago

ତୃତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ପାଇଁ ଯିବ ରୁଷିଆର କରୋନା ଭ୍ୟାକ୍ସିନ

ମସ୍କୋ,୧୮।୮: ପ୍ରଶ୍ନ ଘେରରେ ପୋତିହୋଇ ପଡିଥିବା ରୁଷିଆର କରୋନା ଭ୍ୟାକ୍ସିନ ‘ସ୍ପୁଟନିକ-ଭି’ ଏବେ ଫେଜ୍‌ ଥ୍ରି ହ୍ୟୁମାନ ଟ୍ରାଏଲ ପାଇଁ ଯିବ ବୋଲି ଜଣାପଡିଛି। ଆଗାମୀ ୭…

4 years ago

ଦୁଇ ମହିଳାଙ୍କୁ ଉଦ୍ଧାର କରିବାକୁ ସମୁଦ୍ରକୁ ଡେଇଁଲେ ରାଷ୍ଟ୍ରପତି

ଲିସବନ,୧୮।୮: ପର୍ତ୍ତୁଗାଲର ଏଲଗ୍ରାଭେ ବିଚ୍‌ରେ ଦେଖିବାକୁ ମିଳିଥିଲା ଏକ ଅଦ୍ଭୁତ ଦୃଶ୍ୟ। ଯେତେବେଳେ ପାଣିରେ ବୁଡି ଯାଉଥିବା ୨ ମହିଳାଙ୍କ ଜୀବନ ବଞ୍ଚାଇବାକୁ ପାଣିକୁ ଡେଇଁ ପଡିଥିଲେ…

4 years ago

ପ୍ରଥମଥର ପାଇଁ ଆମେରିକାରେ ଏହି ପଶୁକୁ କରୋନା, ଚିନ୍ତାରେ ବୈଜ୍ଞାନିକ

ଓ୍ବାଶିଂଟନ୍‌,୧୮।୮: ଆମେରିକାରେ ପ୍ରଥମ ଥର ପାଇଁ ନେଉଳ କରୋନା ସଂକ୍ରମିତ ହୋଇଛି। ଏହାପୂର୍ବରୁ ୟୁରୋପୀୟ ଦେଶମାନଙ୍କରେ ନେଉଳ କରୋନା ସଂକ୍ରମଣର ଏକ ମାମଲା ସାମ୍ନାକୁ ଆସିଥିଲା। ଉଟାହର…

4 years ago