ଅନ୍ତର୍ଜାତୀୟ

‘ପିଲାଙ୍କୁ ସ୍କୁଲ୍‌କୁ ଫେରାଇ ଆଣିବା ଦେଶର ନୈତିକ କର୍ତ୍ତବ୍ୟ’

ଲଣ୍ଡନ, ୧୧।୮(ପି.ଟି.): କରୋନା ଜନିତ ଲକ୍‌ଡାଉନ ପରେ ପିଲାମାନଙ୍କୁ ସ୍କୁଲ୍‌କୁ ଫେରାଇ ଆଣିବା ଦେଶର ନୈତିକ କର୍ତ୍ତବ୍ୟ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ ସୋମବାର କହିଛନ୍ତି।…

4 years ago

ପାକିସ୍ତାନରୁ ଅଲଗା ହେବ ବେଲୁଚିସ୍ତାନ, ସିନ୍ଧ୍‌

ଇସ୍‌ଲାମାବାଦ/ନୂଆଦିଲ୍ଲୀ, ୧୧ା୮: ବେଲୁଚିସ୍ତାନ ଓ ସିନ୍ଧ୍‌ ପାକିସ୍ତାନଠାରୁ ଅଲଗା ହୋଇ ସ୍ବାଧୀନ ହେବାକୁ ଚାହୁଁଛନ୍ତି। ଏଥିଲାଗି ବେଲୁଚିସ୍ତାନର ୪ ସଙ୍ଗଠନ ସହ ସିନ୍ଧ୍‌ର ଏକ ସଙ୍ଗଠନ ହାତ…

4 years ago

ପ୍ରଚଣ୍ଡ ବିସ୍ଫୋରଣ: ନିମିଷକେ ଚାଲିଗଲା ୫ ଜୀବନ

ଇସଲାମାବାଦ୍‌, ୧୦।୮: ପାକିସ୍ତାନର ଚମନ ସହରରେ ସୋମବାର ପ୍ରଚଣ୍ଡ ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୧୦ଜଣ ଆହତ ହୋଇଛନ୍ତି। ଆଫଗାନିସ୍ତାନ ଏବଂ ପାକିସ୍ତାନର…

4 years ago

ପିପିଇ କିଟ୍‌ ପିନ୍ଧି କରୋନା ପଜିଟିଭ୍‌ ସ୍ତ୍ରୀଙ୍କୁ ଭେଟିବାକୁ ହସ୍ପିଟାଲ ଗଲେ ସ୍ବାମୀ: ଘଟିଲା ଏମିତି କିଛି….

ଓ୍ବାସିଂଟନ୍‌, ୧୦।୮: ମହାମାରୀ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ସ୍ତ୍ରୀଙ୍କୁ ଭେଟିବା ପାଇଁ ଯାଇଥିଲେଳ ୯୦ ବର୍ଷୀୟ ସ୍ବାମୀ। ଏହାର କିଛି ସମୟ ପରେ…

4 years ago

ମସ୍‌ଜିଦରେ ନାଚିବାରୁ ଅଭିନେତ୍ରୀଙ୍କୁ ମିଳିଲା ହତ୍ୟା ଧମକ

ଲାହୋର,୧୦।୮: ବଲିଉଡ୍‌ ମୁଭି ‘ହିନ୍ଦି ମିଡିୟମ’ରେ ନଜର ଆସିଥିବା ଅଭିନେତ୍ରୀ ସବା କମରଙ୍କୁ ମିଳିଛି ହତ୍ୟା ଧମକ। ସୂଚନାଯୋଗ୍ୟ, ପାକିସ୍ତାନର ଲାହୋରରେ ଥିବା ଐତିହାସିକ ଓ୍ବାଜିର ଖାନ…

4 years ago

ମିଛ ଧରାପଡିବାରୁ ରାଷ୍ଟ୍ରପତି ନେଲେ ଏମିତି ନିଷ୍ପତ୍ତି

ନ୍ୟୁୟର୍କ,୧୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ମଥ୍ୟା ମନ୍ତବ୍ୟକୁ ନେଇ ଚର୍ଚ୍ଚାରେ ଥାନ୍ତି। ଗତ ରବିବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ଜଣେ ରିପୋର୍ଟର ଟ୍ରମ୍ପଙ୍କ…

4 years ago

କରୋନା ଟିକା କୌଣସି ମ୍ୟାଜିକ ନୁହେଁ: ଡବ୍ଲୁଏଚ୍‌ଓ

ଓ୍ବାଶିଂଟନ,୧୦।୮: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ(ଡବ୍ଲୁଏଚ୍‌ଓ) ଏକ ଚେତାବନୀ ଦେଇ କହିଛି କରୋନା ଭାଇରସର ଟିକା ବା ଭ୍ୟାକ୍ସିନ କୌଣସି ମ୍ୟାଜିକ ନୁହେଁ। ଏହା ଯେଉଁ ମାସରେ ଆସିବ…

4 years ago

ମହିଳାଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଚାଇନା ସରକାର

ବେଜିଂ, ୧୦।୮: ଚାଇନାର ଗୁଆଙ୍ଗଡୋଙ୍ଗ ଅଞ୍ଚଳରେ ରାଜପଥ ଉପରେ ଏକ ଘର ରହିଛି। ଏହି ଘରଟିକୁ ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଘରର ମାଲକାଣୀ…

4 years ago

ମୁଣ୍ଡରେ ସିନ୍ଦୁର, ଖାଲି ପାଦରେ ମନ୍ଦିର ଯାଇ ପୁରୀ, ସୋଲା ତରକାରୀ ଖାଇଲେ ଏହି ଦେଶର ପ୍ରଧାନମନ୍ତ୍ରୀ

ଅକଲାଣ୍ଡ,୧୦।୮: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅରଡେନ ନିଜ ବେଶଭୂଷାକୁ ନେଇ ଏବେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସେ ଅକଲାଣ୍ଡରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରକୁ ପରିଦର୍ଶନରେ ଯାଇଥିଲେ। ସେଠାରେ…

4 years ago

ମାସ୍କର ଦାମ ୧୧ କୋଟି

ମୋତ୍ଜା,୧୦।୮: କରୋନା ସଂକ୍ରମଣକୁ ରୋକିବାକୁ ସମସ୍ତ ବିକାଶଶୀଳ ଦେଶ ଭ୍ୟାକ୍ସିନ ବା ଟିକା ପ୍ରସ୍ତୁତ କରିବାରେ ଲାଗି ପଡିଥିବା ବେଳେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ କିନ୍ତୁ କହୁଛି…

4 years ago