ଅନ୍ତର୍ଜାତୀୟ

ଅପହୃତ ୧୯ ଭାରତୀୟ ମୁକୁଳିଲେ

ଅବୁଜା,୨୦ା୧(ପି.ଟି.): ଗତମାସରେ ଆଫ୍ରିକାର ପଶ୍ଚିମ ଉପକୂଳ ନିକଟବର୍ତ୍ତୀ ସମୁଦ୍ରରେ ଏକ  ଜାହାଜରୁ ଅପହୃତ ହୋଇଥିବା ୧୯ ଜଣ ଭାରତୀୟଙ୍କୁ ମୁକ୍ତ କରାଯାଇଛି। ପଣବନ୍ଦୀ ଥିବାବେଳେ ଜଣକର ମୃତ୍ୟୁ…

5 years ago

ସିଏଏ ଅନାବଶ୍ୟକ, କିନ୍ତୁ …

ଦୁବାଇ,୨୦ା୧(ପି.ଟି.): ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଭାରତର ଆଭ୍ୟନ୍ତରୀଣ ବ୍ୟାପାର ବୋଲି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା କହିଛନ୍ତି। ତେବେ…

5 years ago

ଭାରତକୁ ଧମକ ଦେଲେ ଇମ୍ରାନ: ଏବେ ଆମେ ଚୁପ୍‌ ବସିବୁ ନାହିଁ

ଇସଲାମାବାଦ,୧୯।୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଭାରତକୁ ଧମକ ଦେଇଛନ୍ତି। ରବିବାର ଇମ୍ରାନ ଟୁଇଟ୍‌ କରି କହିଛନ୍ତି, ମୁଁ ଭାରତ ଏବଂ ବିଶ୍ୱସମୁଦାୟକୁ ସ୍ପଷ୍ଟ ଭାବରେ କହିବାକୁ…

5 years ago

ସେନା ଶିବିର ଉପରେ ମିଶାଇଲ୍‌, ଡ୍ରୋନ ଆକମଣ: ୮୦ ମୃତ

ଦୁବାଇ,୧୯।୧: ୟେମେନର ମରିବରେ ଥିବା ମିଲିଟାରୀ କ୍ୟାମ୍ପ ଉପରେ ଆତଙ୍କବାଦୀଙଞ୍କ ପକ୍ଷରୁ ମିସାଇଲ ଏବଂ ଡ୍ରୋନ ମାଡ ହୋଇଛି। ନମାଜ ପାଠବେଳେ ଏହି ଆମଣ କରାଯାଇଥିଲା। ଏହି…

5 years ago

ସିଏଏ, ଏନ୍‌ଆର୍‌ସି ଭାରତର ଆଭ୍ୟନ୍ତରୀଣ ବ୍ୟାପାର: ଶେଖ ହସିନା

ଦୁବାଇ,୧୯।୧: ନାଗରିକତ୍ୱ ସଂଶୋଧିତ ଆଇନ୍‌(ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜିକା(ଏନ୍‌ଆର୍‌ସି)କୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଥିଲାବେଳେ ଏହାକୁ ନେଇ ରାଜନୀତି ମଧ୍ୟ…

5 years ago

ପ୍ରିନ୍ସ ହ୍ୟାରୀ ଆଉ ବ୍ୟବହାର କରିପାରିବେ ନାହିଁ ରାଜକୀୟ ଉପାଧି

ଲଣ୍ଡନ,୧୯।୧: ବ୍ରିଟେନର ରାଜ ପରିବାର ଛାଡିବାକୁ ନିଷ୍ପତ୍ତି ନେଇଥିବା ପ୍ରିନ୍ସ ହ୍ୟାରୀ ଓ ତାଙ୍କ ସ୍ତ୍ରୀ ମେଘାନ ମାର୍କେଲ ଏଣିକି ଆଉ ରାଜକୀୟ ଉପାଧି ଓ ରାଜକୋଷ…

5 years ago

ଯେଉଁଠି ୨ଶହ ଟଙ୍କାରେ ନିଜ ସନ୍ତାନଙ୍କୁ ବିକ୍ରି କରି ଦିଅନ୍ତି ଅଭିଭାବକ

ବନଜୁଲ,୧୯।୧: ଆଫ୍ରିକାର ଗାମ୍ବିଆରେ ଦେଖିବାକୁ ମିଳିଛି ଏକ ଅଜବ ଦୃଶ୍ୟ। ଏଠାରେ ଅଭିଭାବକମାନେ ନିଜ ସନ୍ତାନଙ୍କୁ ମାତ୍ର ୨ଶହ ଟଙ୍କାରେ ବିକ୍ରି କରୁଥିବା କୁହାଯାଏ। ବ୍ରିଟିଶ ମିଡିଆ…

5 years ago

ଅଙ୍ଗଦାନ ପାଇଁ ସଚେତନତା: ୪ ଶହ ଦିନରେ ୪୩ ଦେଶ ଯାତ୍ରା କରି ଭେଟିଲେଣି ୭୩ ହଜାର ଲୋକଙ୍କୁ

ଓ୍ବାଶିଂଟନ,୧୯।୧: ଅଙ୍ଗଦାନ ନେଇ ସଚେତନତା ସୃଷ୍ଟି ପାଇଁ ଆମେରିକାରେ ବାସ କରୁଥିବା ଜଣେ ଭାରତୀୟ ନିଜର ପ୍ରୟାସ ଅବ୍ୟାହତ ରଖିଛନ୍ତି। ଅନୀଲ ଶ୍ରୀବାସ୍ତବ ଏବଂ ତାଙ୍କ ସ୍ତ୍ରୀ…

5 years ago

୧୩୫ କିଲୋ ଓଜନର ଆଇଏସ୍‌ ଆତଙ୍କବାଦୀ ଗିରଫ: ଟ୍ରକରେ ବୋହି ଜେଲକୁ ଅଣାଗଲା

ମୋସୁଲ୍‌,୧୯।୧: ଇରାକର ମୋସୁଲ୍‌ଠାରୁ ଆଇଏସ୍‌ ଆତଙ୍କବାଦୀଙ୍କୁ ସ୍ଥାନୀୟ ଗିରଫ କରିଛି। ୧୩୫ କିଲୋ ଓଜନ ଥିବା ଶିଫା ଅଲ୍‌ ନିମା ନାମକ ଏହି ଆତଙ୍କବାଦୀଙ୍କୁ ଗିରଫ କରିବା…

5 years ago

କଣ୍ଟାକ୍ଟ ଲେନ୍ସ୍‌ରେ ଜିପିଏସ୍‌: ହାର୍ଟ ବିଟ୍‌ ହେବ ଦେଖି

କାଲିଫର୍ନିଆ, ୧୯।୧: ଆଧୁନିକ ବିଜ୍ଞାନ ସହାୟତାରେ ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇପାରୁଛି। ସମ୍ପ୍ରତି ଆମେରିକା କାଲିଫର୍ନିଆର ଷ୍ଟାର୍ଟଅପ୍‌ ମୋଜୋ ଭିଜନ ପକ୍ଷରୁ ଏକ ପ୍ରକାର କଣ୍ଟାକ୍ଟଲେନ୍ସ୍‌…

5 years ago