ଅନ୍ତର୍ଜାତୀୟ

ଇରାନର ଆଣବିକ କେନ୍ଦ୍ର ନିକଟରେ ଭୂକମ୍ପ

ତେହେରାନ୍‌,୮।୧: ଇରାନରେ ଗୋଟିଏ ପରେ ଗୋଟିଏ ଘଟଣା ଘଟିବାରେ ଲାଗିଛି। ବୁଧବାର ଆମେରିକା ଏୟାର ବେସ୍‌ ଉପରେ ଇରାନ୍‌ ଆକ୍ରମଣ କରିଛି। ଏହାର କିଛି ସମୟ ପରେ…

5 years ago

ଇରାନର ଆକ୍ରମଣ ପରେ ମଧ୍ୟ ବାଗଦାଦ୍‌ ଉପରେ ଉଡ଼ି ବୁଲୁଥିଲା ଯୁଦ୍ଧ ବିମାନ

ତେହେରାନ୍‌,୮।୧: ଇରାକରେ ଥିବା ଆମେରିକା ଏୟାରବେସ୍‌ ଉପରେ ଇରାନ ବୁଧବାର ଆକ୍ରମଣ କରିଛି। ଇରାକ ପକ୍ଷରୁ ୧୨ରୁ ଅଧିକ କ୍ଷେପଣାସ୍ତ୍ର ଇରାକସ୍ଥିତ ଅଲ୍‌ ଅସଦ ଏବଂ ଇରବିଲ୍‌…

5 years ago

ମଝି ଆକାଶରେ ୟୁକ୍ରେନ୍‌ର ବୋଇଙ୍ଗ୍‌ ବିମାନ ଦୁର୍ଘଟଣା ଗ୍ରସ୍ତ: ୧୮୦ ଯାତ୍ରୀ କରୁଥିଲେ ଯାତ୍ରା

ତେହେରାନ୍‌,୮।୧: ଆମେରିକା ଇରାନ୍‌ ମଧ୍ୟରେ ଉତ୍ତେଜନା ଲାଗି ରହିଥିବାବେଳେ ତେହେରାନ୍‌ ନିକଟରେ ମଝି ଆକାଶରେ ୭୯୦୦ ଫୁଟ ଉପରେ ୟୁକ୍ରେନ୍‌ର ଏକ ଯାତ୍ରୀବାହୀ ବୋଇଙ୍ଗ୍‌-୭୩୭ ବିମାନ ଦୁର୍ଘଟଣା…

5 years ago

ଆମେରିକା ଏୟାର ବେସ୍‌ ଉପରେ ଆକ୍ରମଣ କଲା ଇରାନ

ଓ୍ବାଶିଂଟନ, ୮।୧: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଲାଗି ରହିଛି। ଇରାନ ଇରାକରେ ଥିବା ଆମେରିକା ଏୟାର ବେସ୍‌ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଇରାକର…

5 years ago

ସପ୍ତାହରେ ୩ ଦିନ ଛୁଟି ପ୍ରସ୍ତାବ ଆଣିଲେ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ

ଯଦି ସପ୍ତାହକୁ ୪ ଦିନ ଓ ପ୍ରତିଦିନ ମାତ୍ର ୬ ଘଣ୍ଟା କାମ କରିବାକୁ ପଡ଼େ ତେବେ କେହି ଏଭଳି ଚାକିରିକୁ ହାତଛଡା କରିବାକୁ ଚାହିଁବେନି। କାମର…

5 years ago

ସୋଲେମାନୀଙ୍କ ଅନ୍ତିମ ବିଦାୟ ସମୟରେ ଦଳାଚକଟାରେ ୩୫ ମୃତ

ଦୁବାଇ,୭।୧: ଆମେରିକାର ଏୟାର ଷ୍ଟ୍ରାଇକ୍‌ରେ ଇରାନ ସେନା କମାଣ୍ଡର କାସିମ ସୋଲମାନୀଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ସୋଲେମାନୀଙ୍କ ଅନ୍ତିମ ବିଦାୟ ସମୟରେ ଦଳଚକଟା ହୋଇଥିଲା। ଏହି ଦୁର୍ଘଟଣାରେ…

5 years ago

ପାକିସ୍ତାନ ସେନା ବିମାନ ଦୁର୍ଘଟଣା: ୨ ଅଧିକାରୀ ନିହତ

ଲାହୋର,୭।୧: ପାକିସ୍ତାନ ବାୟୁ ସେନାର ଏକ ବିମାନ ମଙ୍ଗଳବାର ମେନଓ୍ବାଲିଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ ସେନା ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ହେଲେ…

5 years ago

ଆମେରିକା ସୈନ୍ୟ ବାହିନୀଙ୍କୁ ଆତଙ୍କବାଦୀ ଘୋଷଣା କଲେ ରାଷ୍ଟ୍ରପତି ରୁହାନି

ତେହେରାନ୍‌,୭।୧: ଆମେରିକା ଏବଂ ଇରାନ୍‌ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଇରାନ୍‌ ରାଷ୍ଟ୍ରପତି ହସନ ରୁହାନି ଆମେରିକାର ସୈନ୍ୟ ବାହିନୀଙ୍କୁ ଆତଙ୍କବାଦୀ ଘୋଷଣା କରିଛନ୍ତି।…

5 years ago

ଇରାନ ବୈଦେଶିକ ମନ୍ତ୍ରୀଙ୍କୁ ଭିଜା ଦେଲାନାହିଁ ଆମେରିକା

ଓ୍ବାଶିଂଟନ,୭।୧: ନ୍ୟୁୟର୍କରେ ଆୟୋଜିତ ୟୁନାଇଟେଡ ନେଶନସ୍‌ ସିକ୍ୟୁରିଟି କାଉନସିଲ ମିଟିଂରେ ଯୋଗଦେବା ପାଇଁ ଆମେରିକା ଗସ୍ତ କରିଥାଆନ୍ତେ ଇରାନ ବୈଦେଶିକ ମନ୍ତ୍ରୀ ମହମ୍ମଦ ଜାଭେଦ ଜରିଫ୍‌। ହେଲେ…

5 years ago

ପାକିସ୍ତାନ ଜେଲ୍‌ରୁ ମୁକୁଳିଲେ ୨୦ ଭାରତୀୟ ମତ୍ସ୍ୟଜୀବୀ

ଲାହୋର,୭।୧: ପାକିସ୍ତାନ ଜେଲ୍‌ରୁ ଗତ ରବିବାର ମୁକୁଳିଥିବା ୨୦ ମତ୍ସ୍ୟଜୀବୀ ଓ୍ବାଘା ବର୍ଡରରେ ପହଞ୍ଚିଥିବା ସୂଚନା ମିଳିଛି। ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଲାଗି ରହିଥିବା ବେଳେ…

5 years ago