ଅନ୍ତର୍ଜାତୀୟ

୯୦ ବର୍ଷ ପୁରୁଣା ଗଛକୁ କ୍ଷତି ପହଞ୍ଚାଇ ଦେବାକୁ ପଡ଼ିଲା ୫୫ ଲକ୍ଷ ଜରିମାନା

ଲଣ୍ଡନ,୨୪।୧୨: ଏକ ୯୦ ବର୍ଷ ପୁରୁଣା ଗଛକୁ କ୍ଷତି ପହଞ୍ଚାଇ ଲଣ୍ଡନର ଜଣେ ବ୍ୟକ୍ତିଙ୍କୁ ୫୫ ଲକ୍ଷ ଟଙ୍କା ଜରିମାନା ଦେବାକୁ ପଡ଼ିଛି। ଏସେକ୍ସ୍‌ରେ ବାସ କରୁଥିବା…

5 years ago

ମେସେଜିଂ ଆପ୍‌ ଟୋଟୋକ୍‌କୁ ହଟାଇଲେ ଗୁଗୁଲ ଏବଂ ଆପଲ୍‌

ଓ୍ବାଶିଂଟନ,୨୪।୧୨: ଗୁଗୁଲ ଏବଂ ଆପଲ୍‌ ନିଜ ନିଜର ଆପ୍‌ ଷ୍ଟୋର୍‌ରୁ ମେସେଜିଂ ଆପ୍‌ ଟୋଟୋକ୍‌କୁ ହଟାଇଛନ୍ତି। ୟୁଏଇ ପାଇଁ ଏହି ଆପ୍‌ ଗୁପ୍ତଚରୀ କରୁଥିବା ଅଭିଯୋଗ ଆସିବା…

5 years ago

ଆଫଗାନିସ୍ତାନରେ ଶହେ ଆତଙ୍କବାଦୀ ମୃତ

କାବୁଲ,୨୪।୧୨: ଆଫଗାନ ସେନାଙ୍କ ଦ୍ୱାରା ଗତ ୨୪ ଘଣ୍ଟା ଧରି ଚାଲିଥିବା ଅପରେଶନରେ ପ୍ରାୟ ୧୦୦ ଆତଙ୍କବାଦୀଙ୍କ ମୃତ୍ୟୁ ହେବାସହ ୪୫ ଆହତ ହୋଇଥିବା ସୂଚନା ମିଳିଛି।…

5 years ago

ରୁଷ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ

ମସ୍କୋ,୨୪।୧୨: ରୁଷର ଏସ୍‌-୫୭(ଟି-୫୦) ଯୁଦ୍ଧ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଖବର ମିଳିଛି। ଏହା ଖାବରୋଭସକ କ୍ରାଇର ଡିଜୋମଗି ଏୟାରବେସ୍‌ର ପ୍ରାୟ ୧୨୦ କିଲୋମିଟର ଦୂରରେ ଦୂର୍ଘଟଣାଗ୍ରସ୍ତ…

5 years ago

ଡିସେମ୍ବର ୨୬ରେ ପୃଥିବୀ ନିକଟରେ ୪୪ ହଜାର କିମି ବେଗରେ ଗତି କରିବ ଇଫେଲ ଟାଓ୍ବାରଠାରୁ ଦୁଇଗୁଣା ଉଚ୍ଚା ଗ୍ରହାଣୁପିଣ୍ଡ

ନ୍ୟୁୟର୍କ, ୨୪।୧୨: ଡିସେମ୍ବର ୨୬ରେ ସାରା ଦୁନିଆ ବଡ଼ଦିନ ପାଳନରେ ବ୍ୟସ୍ତ ଥିବାବେଳେ ଏକ ବଡ଼ ମହାଜାଗତିକ ଘଟଣା ଘଟିବାକୁ ଯାଉଛି। ଏହି ଦିନ ସକାଳ ୭ଟା…

5 years ago

ଇଣ୍ଡୋନେସିଆ ବସ୍‌ ଦୁର୍ଘଟଣା: ୨୪ ମୃତ

ଜାକର୍ତ୍ତା,୨୪।୧୨: ଇଣ୍ଡୋନେସିଆର ଦକ୍ଷିଣ ସୁମାତ୍ରା ଅଞ୍ଚଳରେ ସୋମବାର ରାତିରେ ଏକ ବସ୍‌ ଦୁର୍ଘଟଣା ଗ୍ରସ୍ତ ହେବା ଫଳରେ ଅତିକମ୍‌ରେ ୨୪ ଜଣଙ୍କ ମୃତ୍ୟୁ ହେବା ସହ ଅନ୍ୟ…

5 years ago

ମୁକୁଳିଲେ ୧୮ ଭାରତୀୟ

ନୂଆଦିଲ୍ଲୀ,୨୪ା୧୨(ପି.ଟି.)-ନାଇଜେରିଆ ଉପକୂଳ ନିକଟରେ ଏକ ବାଣିଜି୍ୟକ ଜାହାଜରୁ ଡିସେମ୍ବର ୩ରେ ଅପହୃତ ହୋଇଥିବା ୧୮ ଭାରତୀୟଙ୍କୁ ମୁକ୍ତ କରାଯାଇଛି। ଜଳଦସ୍ୟୁମାନେ ହଂକଂ ଜାହାଜକୁ ନିୟନ୍ତ୍ରଣକୁ ନେବା ପରେ…

5 years ago

ଓ୍ବାଶିଂଟନରେ ସିଏଏ ବିରୋଧୀ ବିକ୍ଷୋଭ

ଓ୍ବାଶିଂଟନ,୨୪ା୧୨(ପି.ଟି.): ଆମେରିକାରେ ମଧ୍ୟ ସିଏଏ ଏବଂ ଏନ୍‌ଆର୍‌ସି ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଓ୍ବାଶିଂଟନସ୍ଥିତ ଭାରତୀୟ ଦୂତାବାସ ସମ୍ମୁଖରେ ଥିତ୍ବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଚତୁଃପାର୍ଶ୍ୱରେ ବହୁସଂଖ୍ୟାରେ…

5 years ago

ଖାଶୋଗୀ ହତ୍ୟା ମାମଲା: ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ

ରିୟାଧ,୨୪ା୧୨(ଏଏଫ୍‌ପି): ଓ୍ବାଶିଂଟନ ପୋଷ୍ଟର ସ୍ତମ୍ଭକାର ଜମାଲ ଖାଶୋଗୀ ହତ୍ୟା ମାମଲାରେ ସୌଦି ଆରବର ଏକ ଅଦାଲତ ସୋମବାର ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ସୌଦି ଏଜେଣ୍ଟମାନଙ୍କର…

5 years ago

ହଣ୍ଡୁରାସ ଜେଲରେ ୧୮କଏଦୀଙ୍କ ମୃତ୍ୟୁ

ତେଗୁସିଗଲପା,୨୩।୧୨: ହଣ୍ଡୁରାସର ଏକ ଜେଲ୍‌ରେ ରବିବାର ଝଗଡ଼ା ହୋଇ ୧୮ ଜଣ କଏଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାର ୨ ଦିନ ପୂର୍ବରୁ ମଧ୍ୟ ଅନ୍ୟ…

5 years ago