ଅନ୍ତର୍ଜାତୀୟ

ଚାଇନାର ୫ ସୈନ୍ୟ ମୃତ, ୧୧ ଆହତ: ଗ୍ଲୋବାଲ ଟାଇମ୍ସ୍‌

ବେଜିଂ, ୧୬।୬: ଭାରତ ଚାଇନା ସୈନ୍ୟ ସୋମବାର ରାତିରେ ଲଦାଖର ଗଲଓ୍ବାଂ ଘାଟିରେ ମୁହାଁମୁହିଁ ହୋଇଛନ୍ତି। ଉଭୟ ପକ୍ଷ ପରସ୍ପର ଉପରକୁ ଗୁଳି ଚାଳନା କରିଛନ୍ତି। ଏଥିରେ…

5 years ago

ଫ୍ରାନ୍ସରେ ଖୋଲିଲା ବର୍ଡର, ବାର, କାଫେ, ସ୍କୁଲ

ପ୍ୟାରିସ,୧୬।୬: କରୋନା ଭାଇରସ୍‌ ମହାମାରୀ ସାରା ବିଶ୍ୱକୁ ଏକ ଆହ୍ବାନ ଦେଇଛି, ଯେଉଁଥିରୁ ମୁକୁଳିବା ପାଇଁ କୌଣସି ଦେଶ ଏଯାଏଁ ସଫଳ ହୋଇପାରିନାହାନ୍ତି। ପରିସ୍ଥିତି ଏପରି ହୋଇଛି…

5 years ago

ନ୍ୟୁଜିଲାଣ୍ଡକୁ ପୁଣି ଫେରିଲା କରୋନା: ୨ ନୂଆ ପଜିଟିଭ୍‌ ଚିହ୍ନଟ

ୱେଲିଂଟନ,୧୬।୬: ନ୍ୟୁଜିଲାଣ୍ଡକୁ ପୁଣି ଫେରିଛି କରୋନା। ସମ୍ପୂର୍ଣ୍ଣ କରୋନାମୁକ୍ତ ଦେଶ ଭାବେ ଘୋଷଣା ହେବାର ସପ୍ତାହେ ପରେ ନ୍ୟୁଜିଲାଣ୍ଡରେ ପୁଣି ୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ…

5 years ago

ଥରିଲା ତାଜିକିସ୍ତାନ

ଦୁଶାନ୍‌ବେ, ୧୬।୬:  ତାଜିକିସ୍ତାନରେ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ଥିଲା ବୋଲି ଭୂବିଜ୍ଞାନ ଗବେଷଣା ସଂସ୍ଥା ପକ୍ଷରୁ କୁହାଯାଇଛି। ମଙ୍ଗଳବାର ସକାଳ…

5 years ago

ଜୁଲାଇ ଶେଷ ସୁଦ୍ଧା ପାକିସ୍ତାନରେ କରୋନା ସଂକ୍ରମଣ ୧୨ ଲକ୍ଷ ଛୁଇଁବା ଆଶଙ୍କା

ଇସଲାମାବାଦ୍‌,୧୫।୬: ପାକିସ୍ତାନରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରବିବାର ଏଠାରେ ୭୭୧ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଥିଲା। ଇତିମଧ୍ୟରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା…

5 years ago

କରୋନାରେ ପୀଡ଼ିତ ଘାନାର ସ୍ବାସ୍ଥ୍ୟମନ୍ତ୍ରୀ

ଆକ୍ରା,୧୫।୬: କରୋନା ସଂକ୍ରମଣ ଦିନକୁ ଦିନ ବିଶ୍ୱ ପାଇଁ ଚିନ୍ତା ବଢାଇ ଚାଲିଥିବା ବେଳେ ଏବେ ପର୍ଯ୍ୟନ୍ତ ଏହାର କୌଣସି ଭ୍ୟାକ୍ସିନ୍‌ ଆସିନାହିଁ। ଏବେ ଘାନାର ସ୍ବାସ୍ଥ୍ୟମନ୍ତ୍ରୀ…

5 years ago

ତୁର୍କୀ ଭୂକମ୍ପ: ୧୮ ଆହତ

ଅଙ୍କାରା,୧୫।୬: ତୁର୍କୀର ବିଙ୍ଗୋଲ ଅଞ୍ଚଳରେ ରବିବାର ହୋଇଥିବା ଭୁକମ୍ପରେ ୧୮ ଜଣ ଲୋକ ଆହତ ହୋଇଥିବା ସୂଚନା ମିଳିଛି। ସମସ୍ତ ଆହତ ଏବେ ସୁସ୍ଥ ରହିଛନ୍ତି। ରିକ୍ଟର…

5 years ago

ବେଜିଂ ପାଲଟିବାକୁ ଯାଉଛି କରୋନାର ନୂଆ ଠିକଣା: ୧୦ଟି ଅଞ୍ଚଳରେ ଲକ୍‌ଡାଉନ

ବେଜିଂ, ୧୫।୬: ଚାଇନାରେ ପୁଣି ଥରେ ଆରମ୍ଭ ହୋଇଛି କରୋନା ମହାମାରୀ ସଂକ୍ରମଣ। ଉହାନ କରୋନାର ଏନ୍ତୁଡ଼ିଶାଳ ଥିବାବେଳେ ଏବେ ରାଜଧାନୀ ବେଜିଂ କରୋନା ସଂକ୍ରମଣର ନୂଆ…

5 years ago

ଗୁଜବ ବନ୍ଦହେଲେ କରୋନା ହାରିବ

ଜାତିସଂଘ,୧୫ା୬: କରୋନା ସାରା ବିଶ୍ୱକୁ କବଳିତ କରିଥିବାବେଳେ ଏହି ଘାତକ ଭୂତାଣୁ ସମ୍ପର୍କିତ ଗୁଜବ ସ୍ଥିତିକୁ ଆହୁରି ସଙ୍ଗିନ କରିବାରେ ଲାଗିଛି। ଏହାର ମୁକାବିଲା କରି କେବଳ…

5 years ago

କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହେଲା ପ୍ରାୟ ୮ କୋଟି ୩୫ ଲକ୍ଷ ଟଙ୍କା

ଓ୍ବାଶିଂଟନ,୧୪।୬:କରୋନା ଭୂତାଣୁ ସଂକ୍ରମିତ ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୮ କୋଟି ୩୫। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଆମେରିକାର ସିଆଟେଲର ବାସିନ୍ଦା…

5 years ago