ଅନ୍ତର୍ଜାତୀୟ

ଭାରତ ଉପରେ ରାଗି ପିଆଜ ଖାଇବା ଛାଡି ଦଲେ ଶେଖ୍‌ ହସିନା

ବାଂଲାଦେଶ,୪।୧୦: ପିଆଜର ଦର ବୃଦ୍ଧି ଏବେ ଭାରତର କେନ୍ଦ୍ର ସରକାରଙ୍କ ଆଗରେ ଯେ ସମସ୍ୟା ହୋଇ ଛିଡା ହୋଇଛି ତା’ ନୁହେଁ। ବରଂ ପଡୋଶୀ ଦେଶ ଉପରେ…

5 years ago

ପୁଣି ବାଲାଷ୍ଟିକ୍‌ ମିଶାଇଲ୍‌ ପରୀକ୍ଷଣ କଲା ଉତ୍ତର କୋରିଆ

ସିଓଲ,୪।୧୦: ମିଳିତ ଜାତିସଂଘ ଏବଂ ଆମେରିକାର ସମସ୍ତ କଟକଣା ସତ୍ତ୍ୱେ ତିନି ବର୍ଷ ପରେ ଉତ୍ତର କୋରିଆ ପୁଣି ବାଲାଷ୍ଟିକ ମିଶାଇଲ୍‌ ପରୀକ୍ଷଣ କରିଛି ଉତ୍ତର କୋରିଆ।…

5 years ago

ପୋଲିସ ମୁଖ୍ୟାଳୟରେ ଛୁରାମାଡ଼:୪ ଅଧିକାରୀ ମୃତ, ହତ୍ୟାକାରୀ ନିହତ

ପ୍ୟାରିସ୍‌,୪-୧୦(ଏଏଫ୍‌ପି):ପ୍ୟାରିସ୍‌ର ପୋଲିସ ମୁଖ୍ୟାଳୟରେ ଗୁରୁବାର ଜଣେ ବ୍ୟକ୍ତି ଛୁରାମାଡ଼ କରିଛନ୍ତି। ତାଙ୍କ ଆକ୍ରମଣରେ ୪ ପୋଲିସ ଅଧିକାରୀ ନିହତ ହୋଇଛନ୍ତି। ପୋଲିସର ଗୁଳିମାଡ଼ରେ ଆକ୍ରମଣକାରୀ ଟଳିପଡ଼ିଛନ୍ତି। ରାଜଧାନୀ…

5 years ago

ପାକିସ୍ତାନରେ ନୀରବ ବିଦ୍ରୋହ:ଅର୍ଥନୀତି ସୁଧାରିବାକୁ ଅଣ୍ଟା ଭିଡ଼ିଲେ ସେନାମୁଖ୍ୟ

ଇସ୍‌ଲାମାବାଦ,୪-୧୦(ପି.ଟି.):ଭାରତକୁ ଆଣବିକ ଯୁଦ୍ଧାସ୍ତ୍ରର ଭୟ ଦେଖାଉଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ବିରୋଧରେ ଆରମ୍ଭ ହୋଇଛି ନୀରବ ବିଦ୍ରୋହ। ସ୍ଥଳସେନା ମୁଖ୍ୟ ଜେନେରାଲ କମର ଜାଭେଦ୍‌ ବାଜ୍‌ଓ୍ବା…

5 years ago

ବିବାହ ନ କଲେ ଏଠି ଦେବାକୁ ପଡୁଥିଲା ଟ୍ୟାକ୍ସ

ସରକାର ବିଭିନ୍ନ ପ୍ରକାରର ଟ୍ୟାକ୍ସ ଆଦାୟ କରିଥାଆନ୍ତି। ହେଲେ ଆମେରିକାର ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ବିବାହ ନକଲେ ଟ୍ୟାକ୍ସ ଦେବାକୁ ପଡୁଥିଲା। ଇତିହାସ କହେ ୧୮୨୧ ମସିହାରେ…

5 years ago

ଭାରତ-ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ହେଲେ ୧୨ କୋଟି ଜନତାଙ୍କ ମୃତ୍ୟୁ ହେବ: ଆମେରିକା

ଓ୍ବାଶିଂଟନ,୩।୧୦: କଶ୍ମୀର ସମସ୍ୟାକୁ ନେଇ ଭାରତ-ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ତୁତୁମେମେ କେତେବେଳେ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିବ ତାହା କହିବା ମୁସ୍କିଲ। ଯଦି ଭାରତ-ପାକିସ୍ତାନ ମଧ୍ୟରେ…

5 years ago

ପାକିସ୍ତାନରେ ଖାଦ୍ୟ ସଙ୍କଟ: ମିଳୁନି ଚିକେନ୍‌

ଇସ୍‌ଲାମାବାଦ,୩।୧୦: ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶାସନ ଭାର ନେବା ପରଠାରୁ ପାକିସ୍ତାନରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି। ଯାହା ଇମ୍ରାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ନିକଟରେ…

5 years ago

ଭାରତର ପ୍ରଭାବ: ବାଂଲାଦେଶରେ ପିଆଜ ଦାମ୍‌ ଶହେ ଶ୍ରୀଲଙ୍କାରେ ୧୧୭

ଢ଼ାକା/କଲମ୍ବୋ,୩।୧୦: ଭାରତରେ ପିଆଜ ଦାମ୍‌ ନେଇ ଲୋକେ ହନ୍ତସନ୍ତ ହେବା ପରେ ଏବେ ଏହାର ପ୍ରଭାବ ପଡ଼ୋଶୀ ଦେଶଗୁଡ଼ିକ ଉପରେ ପଡ଼ିବା ଆରମ୍ଭ କରିଛି। ଭାରତ ସରକାର…

5 years ago

ଟାଇମ୍ସ୍‌ ଗ୍ଲୋବାଲ୍‌ ର଼୍ୟାଙ୍କିଂ: ଶ୍ରେଷ୍ଠ ୫ ଶହରେ ଜେଏନ୍‌ୟୁ-ଡିୟୁ

ଲଣ୍ଡନ,୩।୧୦: ଉଚ୍ଚ ଶିକ୍ଷା ପ୍ରଦାନ କରୁଥିବା ବିଶ୍ୱବିଦ୍ୟାଳୟଗୁଡ଼ିକର ଟାଇମ୍ସ୍‌ ଗ୍ଲୋବାଲ୍‌ ର଼୍ୟାଙ୍କିଂ ପ୍ରକାଶ ପାଇଛି। ଏଥିରେ ଶ୍ରେଷ୍ଠ ୫ଶହ ବିଶ୍ୱବିଦ୍ୟାଳୟ ତାଲିକାରେ ଭାରତର ଜେଏନ୍‌ୟୁ ଏବଂ ଡିୟୁ…

5 years ago

ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ୍‌ ଯୋଗୁ ଚାକିରି ହରାଉଛନ୍ତି ଶହେ: ସୃଷ୍ଟି ହେଉଛି ମାତ୍ର ୧୦ ନିଯୁକ୍ତି ସୁଯୋଗ

ଓ୍ବାଶିଂଟନ,୩।୧୦: ପ୍ରତିଟି କ୍ଷେତ୍ରରେ ଏବେ ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ୍‌ର ପ୍ରଭାବ ଦେଖିବାକୁ ମିଳୁଛି। ଏହା ଯୋଗୁ ସ୍ବାସ୍ଥ୍ୟ ସେବା, ଆର୍ଥିକ କ୍ଷେତ୍ର, ଅନ୍‌ଲାଇନ୍‌ ଶପିଂ ସମେତ ବହୁ କ୍ଷେତ୍ରରେ …

5 years ago