ଅନ୍ତର୍ଜାତୀୟ

ବୋରିସ୍‌ଙ୍କୁ ସୁପ୍ରିମକୋର୍ଟ ଝଟକା: ପାର୍ଲାମେଣ୍ଟ ନିଲମ୍ବନ ବେଆଇନ

ଲଣ୍ଡନ,୨୫ା୯ (ପି.ଟି./ଆଇଏଏନ୍‌ଏସ୍‌): ବ୍ରିଟେନ ପାର୍ଲାମେଣ୍ଟକୁ ନିଲମ୍ବନ କରିବା ବେଆଇନ ଓ ଅବୈଧ ବୋଲି ମଙ୍ଗଳବାର ସେଠାକାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହି ଐତିହାସିକ ନିଷ୍ପତ୍ତି ଯୋଗୁ ପ୍ରଧାନମନ୍ତ୍ରୀ…

5 years ago

ଚାଇନାକୁ ଟ୍ରମ୍ପ୍‌ଙ୍କ ନାଲିଆଖି

ନ୍ୟୁୟର୍କ,୨୫ା୯: ବେଜିଂର ବାଣିଜି୍ୟକ ସ୍ବେଚ୍ଛାଚାରିତା ଶେଷ ହୋଇଛି। ହଂକଂବାସୀଙ୍କ ଗଣତାନ୍ତ୍ରିକ ଉପାୟରେ ଜୀବନକୁ ଚାଇନା ସୁରକ୍ଷା ଦେଉ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ବାଣିଜ୍ୟ ଓ…

5 years ago

ପିଓକେରେ ଶକ୍ତିଶାଳୀ ଭୂକମ୍ପ:୨୬ ମୃତ

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୨୫-୯(ପି.ଟି.) :ପାକ୍‌-ଅଧିକୃତ କଶ୍ମୀର (ପିଓକେ)ରେ ମଙ୍ଗଳବାର ଅପରାହ୍ନରେ ଏକ ଶକ୍ତିଶାଳୀ ଭୂକମ୍ପ ହୋଇଛି। ରିକ୍ଟର ସ୍କେଲ୍‌ରେ ୫.୮ ତୀବ୍ରତା ବିଶିଷ୍ଟ ଭୂକମ୍ପରେ ରାଜଧାନୀ ଇସ୍‌ଲାମାବାଦ ସମେତ ପାକିସ୍ତାନର…

5 years ago

ସୀମା ଟପିଲେ ଟ୍ରମ୍ପ୍‌: ଟେକିବାକୁ ଯାଇ କହିଲେ,ମୋଦି ଭାରତର ଜନକ

ନ୍ୟୁୟର୍କ,୨୫-୯:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିବାକୁ ଯାଇ ମର୍ଯ୍ୟାଦାର ସୀମା ଟପିଯାଇଛନ୍ତି। ୭୪ତମ ଜାତିସଂଘ ସାଧାରଣ ସଭା (ୟୁଏନ୍‌ଜିଏ) ପରିପ୍ରେକ୍ଷୀରେ…

5 years ago

ଯେଉଁଠି ବର କନ୍ୟାଙ୍କ ଗୋଡ଼ ଛୁଇଁ କରନ୍ତି ତ୍ରିବାର ସତ୍ୟ…

ବିବାହକୁ ନେଇ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରୀତିନୀତି ରହିଆସିଛି। ବେଳେବେଳେ ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ଇଣ୍ଡୋନେସିଆ ଦାନି ଜନଜାତି ସମ୍ପ୍ରଦାୟରେ ବିବାହ ସମୟରେ କନ୍ୟା…

5 years ago

ଭୂକମ୍ପର ତୀବ୍ର ଝଟକାରେ ଥରିଲା ପିଓକେ: ବ୍ୟାପକ କ୍ଷୟକ୍ଷତି, ୫ ମୃତ, ୫୦ ଆହତ

ନୂଆଦିଲ୍ଲୀ/ ଇସ୍‌ଲାମାବାଦ, ୨୪।୯:  ଦିଲ୍ଲୀ ଏନ୍‌ସିଆର୍‌ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଭୂକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୩…

5 years ago

ଏହି ମହିଳାଙ୍କ ଆଖିରୁ ଲୁହ ବଦଳରେ ବାହାରୁଛି କ୍ରିଷ୍ଟାଲ

ୟେରେଭାନ୍‌,୨୪।୯:ଆର୍ମେନିଆର ସ୍ପେଣ୍ଡରିଆନରେ ବାସ କରୁଥିବା ଜଣେ ମହିଳାଙ୍କ ଆଖିରୁ ପ୍ରତିଦିନ ଲୁହ ବଦଳରେ ୫୦ଟି କ୍ରିଷ୍ଟାଲ(ସ୍ପଟିକ) ବାହାରୁଛି। ଡାକ୍ତର ଏହା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେଟନିକ୍‌ କାଜର଼୍ୟାନ୍‌…

5 years ago

ନିଜ ଭାଷଣରେ ଟ୍ରମ୍ପ-ମୋଦିଙ୍କ ଭଳି ନେତାଙ୍କୁ ସ୍ତବ୍ଧ କରିଦେଲେ ୧୬ ବର୍ଷୀୟା ଝିଅ

ନ୍ୟୁୟର୍କ,୨୪।୯: ସ୍ବିଡେନର ୧୬ ବର୍ଷୀୟା ଝିଅ ଗ୍ରେଟା ଥନବର୍ଗ ଏବେ ଚର୍ଚ୍ଚାରେ। ଆମେରିକାରେ ଆୟୋଜିତ ଜାତିସଂଘର ଉଚ୍ଚସ୍ତରୀୟ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀରେ ଅଭିଭାଷଣ ରଖି ସାରା ବିଶ୍ୱକୁ…

5 years ago

କଶ୍ମୀରରେ ପ୍ରସଙ୍ଗରେ ଏମିତି କଥା ଶୁଣି ଚିଡିଗଲେ ଟ୍ରମ୍ପ୍‌: ଇମ୍ରାନ ରହିଲେ ଚୁପ୍‌

ନ୍ୟୁୟର୍କ,୨୪।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସୋମବାର ସାକ୍ଷାତ କରିଛନ୍ତି। ଆଲୋଚନାବେଳେ ଇମ୍ରାନ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ଟ୍ରମ୍ପ ଏହାକୁ…

5 years ago

ଅଜଣା ଲୋକଙ୍କ ସହିତ ପ୍ରତିଦିନ କରନ୍ତି ବନ୍ଧୁତା: ୪ ବର୍ଷରେ ୨୮ଶହ ବନ୍ଧୁ

ଫିଲାଡ଼େଲଫିଆ,୨୪।୯: ଆମେରିକା ଫିଲାଡ଼େଲଫିଆରେ ଜଣେ ଯୁବକ ପ୍ରତିଦିନ ଅଜଣା ଲୋକଙ୍କୁ ଭେଟି ତାଙ୍କ ସହିତ ବନ୍ଧୁତା କରିଥାନ୍ତି। ସେ ହେଉଛନ୍ତି ୨୮ ବର୍ଷ ବୟସ୍କ ରୋବ୍‌ ଲୋଲେସ୍‌।…

5 years ago