କୋପେନହେଗେନ: ଡେନ୍ମାର୍କର ସିଲ୍ଥୋଲମ୍ରେ ଉତ୍ଖନନ ସମୟରେ ୫୭୦୦ ବର୍ଷର ପୁରୁଣା ଏକ ଚୁଇଂଗମ୍ ମିଳିଛି। ବିଶେଷଜ୍ଞମାନେ ଏହା ଉପରେ ଅଧିକ ଗବେଷଣା କରି ପ୍ରସ୍ତର ଯୁଗ ମହିଳାଙ୍କ…
ନୂଆଦିଲ୍ଲୀ,୨୧ା୧୨(ପି.ଟି.):ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ ସମେତ ଉତ୍ତର ଭାରତରେ ଶୁକ୍ରବାର ସନ୍ଧ୍ୟାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଆଫଗାନିସ୍ତାନ ରାଜଧାନୀ କାବୁଲଠାରୁ ୨୪୬ କିଲୋମିଟର ଉତ୍ତରରେ ଅବସ୍ଥିତ ହିନ୍ଦୁକୁଶ…
ଲଣ୍ଡନ,୨୦।୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଜଟିଳ ହୃଦରୋରେ ପୀଡ଼ିତ ବୋଲି ଜଣାପଡିଛି। ଏବେ ସେ ଲଣ୍ଡନରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଚିକିତ୍ସକ ଡାକ୍ତର…
ଇସ୍ଲାମାବାଦ,୨୦।୧୨: ବିଗତ ବର୍ଷ ତୁଳନାରେ ଯଦିଓ ପାକିସ୍ତାନରେ ପୋଲିଓ ଆକ୍ରାନ୍ତଙ୍କ ସଂଖ୍ୟା କମ୍ ହୋଇଛି କିନ୍ତୁ ୨୦୧୯ରେ ପାକିସ୍ତାନରେ ପ୍ରାୟ ୧୧୧ ନୂଆ ପୋଲିଓ ଆକ୍ରାନ୍ତଙ୍କୁ ଚିହ୍ନଟ…
ଇସ୍ଲାମାବାଦ, ୨୦।୧୨:ପାକିସ୍ତାନର ପୂର୍ବତନ ସାମରିକ ଶାସକ ପର୍ଭେଜ ମୁଶରଫଙ୍କୁ ଦେଶଦ୍ରୋହ ମାମଲାରେ ସ୍ବତନ୍ତ୍ର ଅଦାଲତ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ଫାଶୀ ପାଇବା ପୂର୍ବରୁ ଯଦି ତାଙ୍କର ମୃତ୍ୟୁ ଘଟେ ତେବେ…
ଓ୍ବାଶିଂଟନ, ୨୦।୧୨(ପି.ଟି.):ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ବୁଧବାର ପ୍ରତିନିଧି ସଭାରେ ଗୃହୀତ ହୋଇଛି। ଫଳରେ ତାଙ୍କୁ ସିନେଟରେ ବିଚାରର ସମ୍ମୁଖୀନ ହେବାକୁ ପଡିବ। ସେ…
ଓ୍ବାଶିଂଟନ,୧୯।୧୨: ଫୋବର୍ସ ପତ୍ରିକା ପକ୍ଷରୁ ଭାରତର ଶ୍ରେଷ୍ଠ ଶହେ ସେଲିବ୍ରିଟିଙ୍କ ରୋଜଗାର ତାଲିକା ଜାରି କରାଯାଇଛି। ତାଲିକାରରେ କ୍ରିକେଟର ବିରାଟ କୋହଲି ପ୍ରଥମ ସ୍ଥାନରେ ରହିଛନ୍ତି। ଗତବର୍ଷ…
ସିଡ୍ନୀ,୧୯।୧୨: ଅଷ୍ଟ୍ରେଲିଆରେ ଚଳିତ ବର୍ଷର ଦ୍ୱିତୀୟ ଏମରଜେନ୍ସି ଘୋଷଣା କରାଯାଇଛି। କାରଣ ଜଙ୍ଗଲରେ ଲାଗିଥିବା ନିଆଁ ଏବେ ସିଡ୍ନୀ ସହରକୁ ଘେରି ରଖିଛି। Kanangra-Boyd National Parkରୁ…
ସିଡ୍ନୀ,୧୯।୧୨: ଅଷ୍ଟ୍ରେଲିଆରେ ମରୁଡ଼ି ସ୍ଥିତି ସୃଷ୍ଟି ହୋଇଛି। ଦକ୍ଷିଣ ଅଞ୍ଚଳରେ ତାପମାତ୍ରା ୫୦ ଡିଗ୍ରୀ ସେଲସିୟସ୍ ଟପିଛି। ପ୍ରବଳ ଗରମ ଯୋଗୁ ନ୍ୟୁସାଉଥ୍ ଓ୍ବେଲସ୍ରେ ଜରୁରୀକାଳୀନ ପରିସ୍ଥିତି…
ନ୍ୟୁୟର୍କ,୧୯।୧୨: ଜଣେ ୮ ବର୍ଷ ବୟସ୍କ ବାଳକଙ୍କ ଚଳିତ ବର୍ଷର ରୋଜଗାର ୧୮୪ କୋଟି ଟଙ୍କା(୨୬ ନିୟୁତ ଡଲାର) ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ…