ଅନ୍ତର୍ଜାତୀୟ

ଦିନସାରା ଫ୍ରେଶ୍‌ ଲାଗିବା ପାଇଁ କରନ୍ତୁ ଏପରି…

ଗାଧୋଇବା ପରେ ପୁରା ଦିନ ଫ୍ରେଶ୍‌ ଲାଗେ ବୋଲି ଅଧିକାଂଶ ଲୋକଙ୍କର ରହିଛି ବିଶ୍ୱାସ। ତେବେ କିଛି ଲୋକ ଗାଧୋଇବା ପରେ ମଧ୍ୟ ଫ୍ରେଶ୍‌ ଅନୁଭବ କରନ୍ତି…

5 years ago

ପ୍ରଧାନମନ୍ତ୍ରୀ ହେବାର ବର୍ଷପୂର୍ତ୍ତି ଅବସରରେ ଦେଶକୁ ସମ୍ବୋଧନ କରିବେ ଇମ୍ରାନ୍‌

ଇସଲାମାବାଦ,୩।୮: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ କାର୍ଯ୍ୟକାଳକୁ ଅଗଷ୍ଟ ୧୮ରେ ବର୍ଷେ ପୂରିବ। ଏହି ଅବସରରେ ସେ ତାଙ୍କର ବର୍ଷକର କାର୍ଯ୍ୟକାଳକୁ ନେଇ ଦେଶବାସୀଙ୍କୁ ସମ୍ବୋଧନ କରିବେ।…

5 years ago

ଆଫଗାନିସ୍ତାନ ସଂଘର୍ଷରେ ଗୋଟିଏ ମାସରେ ୧୫ଶହ ନାଗରିକ ମୃତ

କାବୁଲ,୩।୮: ଆଫଗାନିସ୍ତାନ ସଂଘର୍ଷକୁ ନେଇ ଏବେ ଜାତିସଂଘ ଏକ ରିପୋର୍ଟ ପ୍ରକାଶ କରିଛି। ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ଉକ୍ତ ରିପୋର୍ଟ ଅନୁଯାୟୀ, ଆଫଗାନିସ୍ତାନରେ ହୋଇଥିବା ସଂଘର୍ଷରେ…

5 years ago

ଦୁର୍ଘଟଣାଗ୍ରସ୍ତ କାର୍‌ରେ ୬ଦିନ ପର୍ଯ୍ୟନ୍ତ ବର୍ଷା ପାଣି ପିଇ ବଞ୍ଚିଥିଲେ ମହିଳା

ବ୍ରୁସସେଲସ୍‌,୩।୮: କଥାରେ ଅଛି ରଖିଲେ ହରି ମାରିବ କିଏ। ଏହି ଉକ୍ତିଟିର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବେଲଜିୟମ୍‌ର ଲିଜ୍‌ ନାମକ ଏକ ଅଞ୍ଚଳରେ। ଦୁର୍ଘଟଣାରେ ଆହତ…

5 years ago

ପାକିସ୍ତାନରେ ତାଲିବାନର ତୋଗଲକୀ ଆଦେଶ: ଶିଶୁଙ୍କୁ ଦିଆଯିବ ନି ପୋଲିଓ ବୁନ୍ଦା; ଅବମାନନା କଲେ ଭୋଗିବାକୁ ପଡ଼ିବ ପରିଣାମ

ଇସଲାମାବାଦ୍‌,୩।୮: ପାକିସ୍ତାନରେ ତାଲିବାନ ଆତଙ୍କବାଦୀ ସଂଗଠନ ପକ୍ଷରୁ ତୋଗଲକୀ ଆଦେଶ ଜାରି ହୋଇଛି। ମହିଳାଙ୍କୁ ଏକୁଟିଆ ବାହାରକୁ ଯିବା ପାଇଁ ବାରଣ କରାଯିବା ସହିତ ଅଧିକ ସାଉଣ୍ଡ…

5 years ago

ୟେମେନ୍‌ରେ ଅଲ୍‌-କାଏଦା ଆକ୍ରମଣ: ୧୯ ସୈନିକ ମୃତ

ସାନା,୩।୮: ୟେମେନ୍‌ରେ ଅଲ୍‌-କାଏଦା ଆତଙ୍କବାଦୀ ସଂଗଠନର ଆକ୍ରମଣରେ ୧୯ ସୈନିକଙ୍କ ମୃତ୍ୟୁ ଘଟିଛି। ଏଥିରେ କିଛି ସୈନ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି…

5 years ago

ଭାରତୀୟ ବଂଶୋଦ୍ଭବଙ୍କୁ ମିସ୍‌ ଇଂଲଣ୍ଡ ମୁକୁଟ

ଲଣ୍ଡନ: ଭାରତୀୟ ବଂଶୋଦ୍ଭବ ୨୩ବର୍ଷୀୟା ଡାକ୍ତର ଭାଷା ମୁଖାର୍ଜୀ ମିସ୍‌ ଇଂଲଣ୍ଡ ମୁକୁଟ ବିଜୟିନୀ ହୋଇଛନ୍ତି। ଇଂଲଣ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ୧୨ଜଣ ମଡେଲଙ୍କୁ ପଛରେ ପକାଇ ସେ…

5 years ago

ଯୋଡ଼ାମୁଣ୍ଡ ଶିଶୁ ଅଲଗା ହେଲେ

ଢାକା: ହଙ୍ଗେରୀର ଏକ ଚିକିତ୍ସକ ଦଳ ସଫଳତାର ସହିତ ବାଂଲାଦେଶର ମୁଣ୍ଡଯୋଡା ଯମଜ ଶିଶୁଙ୍କୁ ଅଲଗା କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ଉକ୍ତ ଡାକ୍ତରୀ ଟିମ୍‌କୁ ୩୩ଘଣ୍ଟାର…

5 years ago

ଇଣ୍ଡୋନେସିଆରେ ଆସିପାରେ ସୁନାମି

ଜାକର୍ତ୍ତା,୨।୮: ଇଣ୍ଡୋନେସିଆର ସୁମାତ୍ରା ଓ ଜାଭା ଉପକୂଳରେ ଶୁକ୍ରବାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଥିଲା ୬.୮। ସ୍ଥାନୀୟ ସମୟ…

5 years ago

ବିମାନରେ ଜିନିଷ ରଖିବା ସ୍ଥାନରେ ଏୟାର ହୋଷ୍ଟେସ୍‌ଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଯାତ୍ରୀ

ନାଶଭିଲେ: ବିମାନରେ ଜିନିଷ ରଖୁଥିବା ସ୍ଥାନରେ ଯଦି ଆପଣ ମଣିଷ ଶୋଇଥିବା ଦେଖିବେ ତାହାଲେ ଆପଣଙ୍କ ପ୍ରତିକ୍ରିୟା କ’ଣ ରହିବ। ଠିକ୍‌ ସେହିଭଳି ଘଟଣା ଦେଖିବାକୁ ମିଳିଛି…

5 years ago